ଜୀବନରେ ସବୁବେଳେ ଦୁଃଖ ସୁଖ ଲାଗି ରହିଥାଏ । ବୈବାହିକ ଜୀବନ ସୁଖ ସମୃଦ୍ଧିରେ ଭରିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି । ହେଲେବି କୌଣସି କାରଣ ପାଇଁ କିଛି ବାଧା ଆସିଥାଏ । ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ କିଛି ସମସ୍ୟାର ସମାଧାନ ମଧ୍ୟ ଥାଏ । କିଛି ସମସ୍ୟାର ପ୍ରତିକାର କରିଥାଉ । ଏହି ଚୈତ୍ର ପୁର୍ଣିମାରେ ୪ଟି ରଶିଙ୍କ ଜୀବନରେ କଣ ପରିବର୍ତନ ଆସିବାକୁ ଯାଉଛି ଆସନ୍ତୁ ଜାଣିବା । ମା ଲକ୍ଷ୍ମୀଙ୍କ କୃପା ରୁ ଧନର ଅଭାବ ରହିବା ନାହିଁ ।
ପ୍ରଥମେ ରହିଛି ମେଷ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ପରିବର୍ତନ ଆସିବାକୁ ଯାଉଛି । ବୃହସ୍ପତିଙ୍କ ଗୋଚର ଆର୍ଥିକ ପରିସ୍ତିକୁ ମଜବୁତ କରିବାକୁ ଯାଉଛି । ପ୍ରେମ ଜୀବନ ବହୁତ ଭଲରେ ବିତିବାକୁ ଯାଉଛି । କର୍ମ କ୍ଷେତ୍ରରେ ବହୁତ ପରିବର୍ତନ ଆସିବ । ସମସ୍ତ ସମସ୍ଯା ଦୂର ହେବ । ବ୍ୟବସାୟରେ ଧନର ପ୍ରାପ୍ତି ହେବ । କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲେ ସେଥିରେ ସଫଳ ହେବେ । ଦାଂପତ୍ଯ ଜୀବନରେ ବହୁତ ସୁଖ ଶାନ୍ତି ଆସିବ ।
ଚାକିରି କରିଥିବା ବ୍ୟକ୍ତିଙ୍କୁ ନିଜ ମନ ପସନ୍ଦର କାର୍ଯ୍ୟ ମିଳିଯିବ । ସମାଜରେ ବହୁତ ସାହାଜ୍ଯ କରିବେ ଯାହା ଦ୍ଵାରା ବହୁତ ପ୍ରଶଂସିତ ହେବେ । ଏହି ଚୈତ୍ର ପୁର୍ଣିମାରେ ହନୁମାନଙ୍କ ଚାଳିଶା ପାଠ କରିବେ ଓ ବୁନ୍ଦିର ଭୋଗ ଲଗାଇବେଓ ସେହି ଭୋଗକୁ ଛୋଟ ପିଲାଙ୍କୁ ବାଣ୍ଟିବେ । ଏହା ଦ୍ଵାରା ହନୁମାନ ସବୁ ସମସ୍ଯା ଦୂର କରିବେ । ଦ୍ବିତୀଯରେ ରହିଛି କନ୍ୟା ରାଶି । ଏହି ରାଶିର ବ୍ୟକ୍ତି ସମାଜରେ ବହୁତ ଉନ୍ନତି କରିବେ । ବ୍ୟାପାରରେ ବହୁତ ଆଗକୁ ଯିବେ । ନିଜ ବୁଦ୍ଧି ବଳରେ ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ ।
ହନୁମାନଙ୍କ ମନ୍ଦିରରେ ଲଙ୍କାକାଣ୍ଡ ର ପାଠ କରନ୍ତୁ ଓ ୬ଟି ଦୀପ ଲଗାନ୍ତୁ । ଏହା ଦ୍ଵାରା ହନୁମାନ ସମସ୍ତ ସମସ୍ଯା ଦୂର କରିଦେବେ ଓ ଧନର ପ୍ରାପ୍ତି କରିବେ । ତୃତୀୟରେ ରହିଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତିଙ୍କ ଜୀବନରେ ବହୁତ ପରିବର୍ତନ ଆସିବାକୁ ଯାଉଛି । ହନୁମାନଙ୍କ କୃପାରୁ ସବୁ କଷ୍ଟ ଦୂର ହେବ । ଶନିଦେବ କୌଣସି କ୍ଷେତ୍ରରେ କଷ୍ଟ ଦେବେ ନହିଁ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ବହୁତ କାର୍ଯ୍ୟର ଭାର ରହିଛି । ଏହି କାର୍ଯ୍ୟର ଭାରକୁ ବହୁତ ସହଜର ସହିତ ଉଠାଇ ପାରିବେ।
ବ୍ୟବସାୟ କ୍ଷେତ୍ରରେ ବହୁତ ଲାଭ ହେବ । ଅଟକି ଯାଇଥିବା ଧନ ଫେରି ଆସିବ । ପାରିବାରିକ ଜୀବନରେ କିଛି ପ୍ରଭାବ ପଡିପାରେ । ରାଜନୀତି କ୍ଷେତ୍ରରେ ବହୁତ ଲାଭ ମିଳିବ । ସନ୍ତାନର ମଧ୍ୟ ପ୍ରାପ୍ତି ହେବ । କୁମ୍ଭ ରାଶିର ବ୍ୟକ୍ତି ରାମଚରିତ ମାନସର କିଶ୍କୀଦା କାଣ୍ଡର ପାଠ କରିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଚତୁର୍ଥରେ ରହିଛି ତୁଳା ରାଶି । ଏହି ରାଶିର ବ୍ୟକ୍ତି ବୃହସ୍ପତି ନିଜ କର୍ମ କ୍ଷେତ୍ରରେ ଧନର ପ୍ରାପ୍ତି କରିବେ । ବ୍ୟବସାୟରେ ବହୁତ ଲାଭ ହେବ । ରାମାୟଣର ଅରଣ୍ୟ କାଣ୍ଡ ପାଠ କରିବା ଦ୍ଵାରା ସବୁ ସମସ୍ଯା ଦୂର ହେବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।