ଜୀବନରେ ଅନେକ ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ ପାଇଁ କିଛି ନା କିଛି ସମାଧାନ ଥାଏ । ଲୋକ କୁହନ୍ତି ନିଜ ଭାଗ୍ୟ ନିଜ ହାତରେ ଥାଏ । ସମସ୍ତେ କହିଥାନ୍ତି ନିଜ ହାତର ରେଖା ସବୁ କହିଥାଏ । ସବୁ ବ୍ୟକ୍ତି ଜନ୍ମ ହେବ ସହିତ ନିଜ ହାତର ରେଖା ଲେଖିକି ଆଣିଥାଏ । ହାତରେ ଅନେକ ରେଖା ରହିଛି । ସେହି ରେଖାରୁହିଁ ଜଣାପଡେ ନିଜ ଭାଗ୍ୟ ବିଷୟରେ । ଆସନ୍ତୁ ଜାଣିବା ହାତରେ ଅଧା ଚନ୍ଦ୍ର ଥିଲେ କଣ ହୋଇଥାଏ । ସମସ୍ତଙ୍କ ହାତର ରେଖା ଅଲଗା ଅଲଗା ହୋଇଥାଏ ।
କାହାର ହାତର ରେଖା ସିଧା ହୋଇଥାଏ ତ କାହାର ତଳ ଉପର ହୋଇ ରହିଥାଏ ତ କାହାର ଅଧା ଚନ୍ଦ୍ର ହୋଇଥାଏ । ହାତର ରେଖା ତିନି ପ୍ରକାରର ହୋଇଥାଏ । କିଛି ଲୋକଙ୍କର ହାତରେ ଅଧା ଚନ୍ଦ୍ର ହୋଇଥାଏ । ସେହି ଲୋକ ବହୁତ ଭଲ ହୋଇଥାନ୍ତି । ନିଜ ଜୀବନରେ ବହୁତ କିଛି କରିବାକୁ ଚାହିଁଥାନ୍ତି । ସବୁ କାର୍ଯ୍ୟରେ ସଫଳ ହେବାକୁ ବହୁତ ପସନ୍ଦ କରନ୍ତି । ଏହି ଲୋକ ଭଲ ପାଇବାକୁ ବହୁତ ଇଚ୍ଚୁକ ହୋଇଥାନ୍ତି । କିନ୍ତୁ ନିଜ ଭଲ ପାଇବାକୁ କାହା ଆଗରେ ପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହିଁ ।
ଏହି ଲୋକ ଯେତେବୀ ସମସ୍ଯା ଆସୁ ତାକୁ ସାମ୍ନା କରିବାରେ ଦରନ୍ତି ନାହିଁ । କିଛି କାମ କରିବାକୁ ବହୁତ ଆଗ୍ରହ ହୋଇଥାନ୍ତି । ସବୁ କାର୍ଯ୍ୟ ଅତି ସହଜରେ କରିପାରନ୍ତି । କୌଣସି କାର୍ଯ୍ୟକୁ ସଫଳ ହେବ ଯାଏ ଚେଷ୍ଟା କରିଥାନ୍ତି । କାହାର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ । ସବୁବେଳେ ସତ୍ୟ ପ୍ରେମୀ ହୋଇଥାନ୍ତି । କର୍ମ କ୍ଷେତ୍ରରେ ବହୁତ ଉନ୍ନତି କରିବାକୁ ଚାହିଁଥାନ୍ତି । ନିଜେ ଖୁସି ରୁହନ୍ତି ଓ ପରିବାରର ବା ଅନ୍ୟ ଲୋକଙ୍କୁ ଖୁସି ରଖିବାକୁ ବହୁତ ପସନ୍ଦ କରନ୍ତି ।
ଯେଉଁ ଲୋକଙ୍କର ହାତର ରେଖା ସିଧା ହୋଇଥାଏ । ଏହି ଲୋକ ବହୁତ ଶାନ୍ତ ଓ ସରଳ ସ୍ଵୋଭାବର ହୋଇଥାନ୍ତି । ବହୁତ ଭାଗ୍ୟଶଳୀ ହୋଇଥାନ୍ତି । କୋଇନସିବୀ କାର୍ଯ୍ୟକୁ ଅତି ସହଜରେ କରିପାରନ୍ତି । ଯେଉଁ କାର୍ଯ୍ୟ ଆପଣ କରିବାକୁ ଚାହିଥାନ୍ତି ସେଥିରେ ସଫଳ ହେବ ଯାଏଁ ଚେଷ୍ଟା କରିଥାନ୍ତି । ଆପଣ ସବୁ ଜାଣିଥାନ୍ତି କିନ୍ତୁ କାହା ଆଗରେ ପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହିଁ । ଯେଉଁ ଲୋକଙ୍କର ହାତର ରେଖା ମିଶି ନଥାଏ ।
ଏହି ଲୋକ ବୟସ୍କ ଲୋକଙ୍କ ସହ ରହିବାକୁ ବହୁତ ପସନ୍ଦ କରିଥାନ୍ତି । ନିଜ ପରିବାର ସହିତ ରହିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ସବୁ କାର୍ଯ୍ୟରେ ପରିବାରର ସହମତି ଖୋଜି ଥାନ୍ତି । ଏହି ଲୋକଙ୍କୁ କୌଣସି ଫରକ ପଡିନଥାଏ ଯେ ବାହାର ଲୋକ କଣ କହୁଛନ୍ତି । ବାହାର ଲୋକ ଯାହା କହିଲେ ଆପଣ ଶୁଣନ୍ତି ନାହିଁ । ସବୁବେଳେ ନିଜ କାମରେ ଧ୍ୟାନ ରଖନ୍ତି । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।