ଆଜି କିଏ ଭାଗ୍ୟଶାଳୀ ଥିବ ଯିଏ ଏହି ଉପାୟ କରିବ,ତୁରନ୍ତ ହନୁମାନ ସବୁ ଇଚ୍ଛା ପୂରଣ କରିବେ

ବନ୍ଧୁଗଣ ସପ୍ତାହର ପ୍ରତେକ ଦିନ କୌଣସି ନା କୌଣସି ଦେବୀ ଦେବତାଙ୍କୁ ସମର୍ପିତ ଅଟେ । ମଙ୍ଗଳବାର ଦିନ ପ୍ରବୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ଙ୍କ ପୂଜା କରିବା ପାଇଁ ସବୁଠୁ ଭଲ ଦିନ ହୋଇଥାଏ । ଏହି ଦିନ ପୂଜା କରିବା ସହ ଯଦି କିଛି ଜ୍ଯୋତିଷ ଉପାୟ କରାଯାଏ ତେବେ ମଙ୍ଗଳ ଦୋଷରୁ ତତ୍କାଳ ମୁକ୍ତି ମିଳିଥାଏ । ଭଗବାନ ଶନିଙ୍କୁ କ୍ରୂର ଗ୍ରହ କହିଥାନ୍ତି ।

କିନ୍ତୁ ଜୀବନରେ ଯାହା ବି ସମସ୍ଯା ଆସିଥା ତାହା ସବୁ ମଙ୍ଗଳାଙ୍କର କାରଣରୁ ଆସିଥାଏ । ଆଜି ଆମେ ଜାଣିବା ମଙ୍ଗଳବାର ଦିନ କେଉଁ ଉପାୟ କରିଲେ ମଣିଷର ଭାଗ୍ୟ ଚମକିବା ଓ ସବୁ ସମସ୍ଯା ଦୁରିଭୂତ ହେବ । ୧- ମଙ୍ଗଳବାର ଦିନ ଲୁଣର ସେବନ କରିବା ଅନୁଚିତ । ଅତିରିକ୍ତ ଲୁଣ ଖାଇଲେ ମଣିଷ ଜୀବନରେ ଘୋର ସଙ୍କଟ ଆସିବା ସହ କରଜର ଭାର ବହଡିଥାଏ । ୨- ମଙ୍ଗଳବାର ଦିନ ମାଛ, ମାଂସ, ଅଣ୍ଡାର ସେବନ କରିବା ଅନୁଚିତ । ଏହି ଦିନ କାହାକୁ କରଜ ଦେବା ଦ୍ଵାରା ସେହି ଟଙ୍କା ମିଳିବାରେ ଡେରି ହୋଇପାରେ ।

୩- ଏହି ଦିନ କ୍ରୋଧ କି କଳହ କରନ୍ତୁ ନାହିଁ । ଏହି ଦିନ ଲୁହାର ଜିନିଷ କିଣନ୍ତୁ ନାହିଁ । ଏହା ସହ ଷ୍ଟିଲ, ଧାର ଥିବା ଜିନିଷ କିଣିବା ଅନୁଚିତ ।

୪- ଏହି ଦିନ ସ୍ଵାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ରଖନ୍ତୁ । ଏହାଦ୍ବାରା ସନ୍ତାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଜୀବନରେ ଅଶୁଭ ଘଟିଥାଏ । ଏବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ ଉପାୟ କରିଲେ ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ । ଏହି ଦିନ ଅସହାୟ ଲୋକଙ୍କୁ ଗହମର ଦାନ କରିବେ ତେବେ ଆପଣଙ୍କ ଭାଗ୍ୟ ଚମକିଥାଏ । ଗୁଡ ଦାନ କରିଲେ ଭାଗ୍ୟ ପ୍ରାପ୍ତି, ଦିଆସିଲି ର ଦାନ କରିଲେ ଜୀବନରୁ ନେଗେଟିଭ ଶକ୍ତି ନଷ୍ଟ ହୋଇଥାଏ ।

ତମ୍ବାର ଦାନ କରିବା ଦ୍ଵାରା ବହୁ ମାତ୍ରାରେ ଧନ ପ୍ରାପ୍ତି, ସୁନାର ଦାନ କରିଲେ ହନୁମାନ ମହାରାଜା ଆଶୀର୍ବାଦ ଦେଇଥାନ୍ତି । ଗାଈର ଦାନ କରିଲେ କୋଟି ପୂଣ୍ୟ, ମସୁର ଡାଲି ଦାନ କରିଲେ ବିବାହକୁ ନେଇ ଯେଉଁ ସମସ୍ଯା ଥିବ ତାହା ଦୂର ହେବ । ରକ୍ତ ଚନ୍ଦନ ଦାନ କରିଲେ ମଙ୍ଗଳ ଗ୍ରହ ମଜବୁତ, ନାଲି ରଙ୍ଗର ଫୁଲ ପୂଜକଙ୍କୁ ଦାନ କରିଲେ ସବୁ ପ୍ରକାରର ଭୌତିକ ସୁଖ ମିଳିଥାଏ । ଏବେ ଆସନ୍ତୁ କିଛି ଉପାୟ ବିଷୟରେ ।

୧- ମଙ୍ଗଳବାର ଦିନ ସକାଳ ଓ ସନ୍ଧ୍ୟାରେ ଘିଅର ଦୀପ ହନୁମାନ ଜି ଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ଘରେ କଳହ ଦୂର ହୋଇଥାଏ ।

୨- ଏହି ଦିନ ହନୁମାନ ଜିଙ୍କୁ ବୁନ୍ଦି ଲଡୁ ବା ଚଣା ଡାଲି ଭୋଗ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ । ହନୁମାନ ଜିଙ୍କୁ ଗୋଟେ ତୁଳସୀ ପତ୍ରରେ ରକ୍ତ ଚନଦାନରେ ରାମ ଲେଖିକି ଅର୍ପଣ କରିବେ ମଙ୍ଗଳ ଦୋଷ ଦୂର ହୋଇଥାଏ ।

୩- ଏହି ଦିନ ଚମେଲୀ ତେଲରେ ସିନ୍ଦୁର ମିଶାଇ ଲେପ ଦେଲେ ୫ଟି ମଙ୍ଗଳବାର କରିଲେ ମଙ୍ଗଳ ଓ ଶନି ଦୋଷ ଦୂର ହୁଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *