କାହାର ନାମ ନେଇ ବାଛନ୍ତୁ ଗୋଟେ ନମ୍ବର ଆଉ ଦେଖନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ବନ୍ଧୁଗଣ ଆପଣ ନିଜ ଲାଇଫରେ କାହାକୁ ନା କାହାକୁ କେବେ ନା କେବେ ନିଶ୍ଚୟ ଲଭ କରିଥିବେ । ପ୍ରେମ କେବେ କାହାକୁ ହୋଇଯିବ କେହି ଜାଣନ୍ତି ନାହିଁ । ତେବେ ନିଜ ଭଲ ପାଇବାକୁ ପାଇବା ପାଇଁ ସମସ୍ତେ କିଛି ବି କରିଥାନ୍ତି । କେହି ନିଜର ସାଥି କୁ ଗିଫ୍ଟ ଦେଇ ଖୁସି କରିଥାନ୍ତି ତ ଆଉ କେହି ନିଜର ସ୍ମାଇଲ ଓ ମଧୁର ବାଣୀ ରେ ଖୁସି କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 4ଟି ଗୋଲାପ ର ଚିତ୍ର । ଏଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ଚୁଜ କରିବାକୁ ହେବ । ତା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ କଣ ଭାବୁଛନ୍ତି ।

1- ଯଦି ଆପଣ ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ଦୁହିଙ୍କ ସମ୍ପର୍କ ରେ ମଧ୍ୟରେ କେହି ଜଣେ ଠିକ ଭାବେ ନିଭାଉଛନ୍ତି । ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସେ ଜାଣିଛନ୍ତି ଆପଣ ତାଙ୍କୁ ବଉତ ଭଲ ପାଉଛନ୍ତି । ଆପଣ ନିଜର ସମ୍ପର୍କ କୁ ବଞ୍ଚାଇବାକୁ ଚେଷ୍ଟା କରିବେ । ଆପଣ କେୟାର ନେବା ସହ ଲୋକଙ୍କର ସମ୍ମାନ କରନ୍ତି । ସେ ଆପଣଙ୍କୁ ହରାଇବାକୁ ଚାହୁଁ ନାହାନ୍ତି । ସେ ଆପଣଙ୍କୁ ନେଇ ନେଗେଟିଭ ଭାବୁ ନାହାନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବରଟି ବାଛିଛନ୍ତି ସେ ସେ ଆପଣଙ୍କୁ ରାଗି ସ୍ଵଭାବର ଭାବୁଛନ୍ତି । ଆପଣଙ୍କ ମାଇଣ୍ଡରେ ବହୁତ କିଛି ଚାଲିଥାଏ । ସତ ର ସାମ୍ନା କରନ୍ତି ନାହିଁ । ଆପଣ ଦୁହିଙ୍କ ମଧ୍ୟରେ ଏବେ ଝଗଡା ହୋଇଛି । ସେଥିପାଇଁ ଆପଣ ତାଙ୍କ ସହ କଥା ହେଉ ନାହାନ୍ତି । ଆପଣ ଯାହା ଭାବିଥାନ୍ତି ତାହା ଠିକ ହୋଇଥାଏ । ଆପଣଙ୍କ ପର୍ଶନ ଏବେ କଥା ହେବାକୁ ଚାହୁଁ ନାହାନ୍ତି । ଆପଣ ଦୁହିଙ୍କ ମଧ୍ୟରେ ବନ୍ଧୁତା ଭଳି ସମ୍ପର୍କ ରହିଛି ।

3- ଯଦି ଆପଣଙ୍କୁ ତୃତୀୟ ନମ୍ବର ଟି ଅଧିକ ଆକର୍ଷିତ କରିଛି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣଙ୍କ ମାଇଣ୍ଡରେ କଣ ଚାଲିଛି କୁହନ୍ତି ନାହିଁ । ଆପଣ ଅନେକ କଥା ଲୁଚାଇଅଥାନ୍ତି । ଆପଣଙ୍କ ଠାରେ ଏବେ ବି ଗର୍ବ ରହିଛି । ଆପଣ ନିଜର ବ୍ୟକ୍ତିତ୍ବ କୁ ନେଇ ଗର୍ବ କରୁଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ ବନ୍ଧୁତା ର ରହିଛି । ପୁରୁଣା କଥାକୁ ନେଇ ଆପଣ କଳହ କରୁଛନ୍ତି ଯାହା ତାଙ୍କୁ ପସନ୍ଦ ନୁହେଁ ।

4- ଆପଣ ଯାହାଙ୍କ ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆପଣ ଦୁହିଙ୍କ ମଧ୍ୟରେ ତୃତୀୟ ପାର୍ଟି ରହିଛି । ଆଉ ସେ ହେଉଛନ୍ତି ଆପଣଙ୍କ ପରିବାର । ସେ ଆପଣଙ୍କୁ ସନ୍ଦେହ କରୁଛନ୍ତି । ଆପଣ ସମସ୍ତଙ୍କୁ ଏକାଠି ବାନ୍ଧି ରଖିବାକୁ ଚାହୁଁଛନ୍ତି । କିଛି ଏମିତି ଲୋକ ଆପଣଙ୍କ ଲାଇଫରେ ଅଛନ୍ତି ଯେଉଁ ମାନେ ଆପଣଙ୍କ ପର୍ଶନ ଠାରୁ ଅଧିକ ଜରୁରୀ ଅଟନ୍ତି । ଆପଣଙ୍କ ଲାଇଫରେ ତାଙ୍କର କିଛି ଗୁରୁତ୍ଵ ନାହିଁ ଏମିତି ସେ ଭାବୁଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *