ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଏହି ସବୁ ଜିନିଷ ରହିଲେ ଭୟଙ୍କର ବିପଦ ମାଡ଼ିଆସେ, ଧନର ଅଭାବ ଦେଖାଦିଏ

ବାସ୍ତୁ ଅନୁଯାୟୀ ଘରେ ପଜେଟିଭ ଊର୍ଜାର ପ୍ରଭାବ ବଢାଇବା ପାଇଁ ଏତେ ସବୁ ଜରୁରୀ ଉପାୟ କୁହାଯାଇଛି । ବାସ୍ତୁ ଅନୁଯାୟୀ ଘରେ ଥିବା ସବୁ ବସ୍ତୁ ପଜେଟିଭ ଓ ନେଗେଟିଭ ଊର୍ଜାର ସଂଚାର କରିଥାଏ । ଯଦି ବସ୍ତୁ ଗୁଡିକୁ ସଠିକ ସ୍ଥାନରେ ନ ରଖାଯାଏ ତେବେ ଘରର ଆର୍ଥିକ ସ୍ଥିତିରେ ପ୍ରଭାବ ପଡିବା ସହ ଘରେ କଳହ ବଢିଥାଏ । ଯଦି ସେହି ବସ୍ତୁ ଗୁଡିକୁ ସଠିକ ସ୍ଥାନରେ ରଖାଯାଏ ତେବେ ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

ଘରର ମୁଖ୍ୟଦ୍ଵାର ସବୁ ପ୍ରକାରର ସୁଖ, ସମୃଦ୍ଧି ଓ ବୈଭବର ପ୍ରବେଶର ଦ୍ଵାରା ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ମୁଖ୍ୟଦ୍ଵାରରେ କେଉଁ ଜିନିଷ ରଖିଲେ ବିପଦ ମାଡି ଆସିଥାଏ । 1- ବାସ୍ତୁ ଅନୁଯାୟୀ ଘରର ସାମନାରେ ମଇଳା ପାଣି ଜମା ହେବା ବହୁତ ଅଶୁଭ ହୋଇଥାଏ । ଏହା ବାସ୍ତୁ ଦୋଷର କାରଣ ହୋଇଥାଏ । ଏହି ମଇଳା ପାଣିରେ କେତେ ପ୍ରକାରର ଜୀବାଣୁ ଉତପନ ହୋଇଥାନ୍ତି । ଯାହା ରୋଗର କାରକ ହୋଇଥାଏ । ତେଣୁ ଭୁଲରେ ବି ଘର ଆଗରେ ମଇଳା ପାଣି ଜମା ହେବାକୁ ଦିଅନ୍ତୁ ନାହିଁ ।

2- କେତେ ଲୋକ ଘରର ଶୋଭା ବଢାଇବା ପାଇଁ କଣ୍ଟା ଜାତୀୟ ଗଛ ଲଗାଇଥାନ୍ତି । କିନ୍ତୁ  ଏହା କରିବା ଭୁଲ ଅଟେ । ମୁଖ୍ୟଦ୍ଵାର ଆଗରେ କଣ୍ଟା ଜାତୀୟ ଗଛ ରଖିଲେ ଏହା ଅଶୁଭ ହେବା ସହ ଘରକୁ ନେଗେଟିଭ ଶକ୍ତି ଆସିଥାଏ । ତେଣୁ ଏମିତି ଭୁଲ କରନ୍ତୁ ନାହିଁ । ଘରର ମୁଖ୍ୟଦ୍ଵାର ଆଗରେ ତୁଲସୀ ଓ ସୁଗନ୍ଧିତ ଫୁଲ ଗଛ ରଖନ୍ତୁ ।

3- ଅନେକଙ୍କ ଘର ଆଗରେ ବିଜୁଳି ଖୁଣ୍ଟ ରହିଥାଏ । କିନ୍ତୁ ବାସ୍ତୁ ଅନୁସାରେ ଏହା ପରିବାର ଲୋକଙ୍କ ଉନ୍ନତି ରେ ବାଧା ଆଣିଥାଏ ।

4- ଘରର ମୁଖ୍ୟଦ୍ଵାର ସାମନାରେ ଘନ ଗଛଲତା ରହିବା ଶୁଭ ମାନାଯାଏ ନାହିଁ । କାରଣ ଏହା ଦ୍ଵାରା ଘରକୁ ସୂର୍ଯ୍ୟଙ୍କ କିରଣ ଆସିପାରେ ନାହିଁ ।

5- ଯେଉଁ ଗଛରୁ ସର୍ବଦା କ୍ଷୀର ବାହାରିଥାଏ ତାହାକୁ କେବେ ବି ଘରର ମୁଖ୍ୟଦ୍ଵ ଅଗାରେ ରଖନ୍ତୁ ନାହିଁ । ଏହା ଅଶୁଭ ମାନା ଯାଇଥାଏ । କଦଳୀ ପତ୍ର ର ତୋରଣ ବନାଇ ମୁଖ୍ୟଦ୍ଵାର ରେ ଟାଙ୍ଗିଲେ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।

6- ଘରର ମୁଖ୍ୟଦ୍ବାରର ଆଖ ପାଖରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ । ଏହା ଦ୍ଵାରା ବାତାବରଣ ଅସାନ୍ତି ହୋଇଥାଏ । ଘରର ମୁଖ୍ୟଦ୍ବାରରର ଛୋଟ ଛୋଟ ଘଣ୍ଟି ଲଗାଇଲେ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।

7- ମହିଳା ମାନେ କେବେ ବି ଘରର ଚଉକାଠ ଉପରେ ବସିବା ଅନୁଚିତ । ସନ୍ଧ୍ୟା ସମୟରେ ଏପରି କରିଲେ ଘରକୁ ଗରିବୀ ମାଡି ଆସେ । ଏହା ବରବାତି ର କାରଣ ବନିପାରେ । ଆଗାମୀ ସମୟରେ ଗମ୍ଭୀର ରୋଗର ସାମ୍ନା କରିବାକୁ ପଡିଥାଏ ।

8- ଘରର ମୁଖ୍ୟଦ୍ଵାର ଆଗରେ ଚପଲକୁ ଅସଜଡା କରି ପକାଇବା ଅନୁଚିତ । ସବୁବେଳେ ସଫା ସୁତୁରା ରଖିବା ଉଚିତ । ପୁରୁଣା ତାଲାର ବ୍ୟବହାର କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *