କୁମ୍ଭ ରାଶି ର ଆପଣଙ୍କ ଇଷ୍ଟ ଦେବତା କିଏ ଯିଏ ଆପଣଙ୍କୁ ଧନ, ସୁଖ ସମୃଦ୍ଧି ଦେଇଥାନ୍ତି ?

ବନ୍ଧୁଗଣ ଆଜି ଆମେ ଜାଣିବା କୁମ୍ଭ ରାଶିର ଇଷ୍ଟ ଦେବତା କିଏ ଅଟନ୍ତି, କେଉଁ ଦେବତାଙ୍କୁ ପୂଜା କରିଲେ ମିଳିବ ଧନ ସମ୍ପତି । କେଉଁ ଦେବୀ ଦେବତାଙ୍କ କିପରି ପୂଜା ଅର୍ଚ୍ଚନା କରିବା ଆବଶ୍ୟକ ଅଟେ । ଅନେକ ସମୟରେ ଆମେ ଅଧିକ କାମ କରିଥାଉ, ମନରେ ଭଲ ଭାବାନ ରଖିଥାଉ, ଭଗବାନ ଙ୍କ ପୂଜା ବି କରିଥାଉ ତଥାପି ସଫଳତା ମିଳେ ନାହିଁ । କାରଣ ଭାଗ୍ୟ ସୋଇକି ରହିଥାଏ । ତେଣୁ ଯେତେ ପରିଶ୍ରମ କରିଲେ ବି ଭାଗ୍ୟ ସାଥ ଦେଉ ନାହିଁ ।

ହିନ୍ଦୁ ଧର୍ମରେ ଜନ୍ମ ତାରିଖ ଓ ଯେଉଁ ସ୍ଥାନରେ ଜନ୍ମ ନେଇଥାଉ ତାହାକୁ ନେଇ ରାଶିର ଗଣନା କରାଯାଏ । ପ୍ରତେକ ରାଶିର ବ୍ୟକ୍ତିଙ୍କୁ ନିଜର ଜାତକ ଅନୁସାରେ କେଉଁ ଭଗବାନଙ୍କ ପୂଜା କରିବା ଦ୍ଵାରା ସଫଳତା ମିଳିଥାଏ ତାହା ଜାଣିବା ଉଚିତ । କୁମ୍ଭ ରାଶିର ବ୍ୟକ୍ତି ନିଜର ପରିଶ୍ରମ ଓ ଭକ୍ତି ବଳରେ ସବୁ ଦେବୀ ଦେବତାଙ୍କ କୃପା ଲାଭ କରିଥାନ୍ତି । ଏପରି କରିବା ଦ୍ଵାରା ଯଦି ଆପଣ କୌଣସି ଭଗବାନଙ୍କୁ ପ୍ରସନ୍ନ କରି ନେଇଥାନ୍ତି ତେବେ ସବୁ ଭଗବାନଙ୍କ ଆଶୀର୍ବାଦ ମିଳିଯାଏ ।

କୁମ୍ଭ ରାଶିର ବ୍ୟକ୍ତିଙ୍କର ଇଷ୍ଟ ଦେବତା ହେଉଛନ୍ତି ଭଗବାନ ଶ୍ରୀ କୃଷ୍ଣ । କୁମ୍ଭ ରାଶିର ସ୍ଵାମୀ ହେଉଛନ୍ତି ଶନିଦେବ । ଭଗବାନ କୃଷ୍ଣଙ୍କର ପୂଜା କରିଲେ ଜୀବନରେ ସଫଳତା ଜଲ୍ଦି ପାଇଥାନ୍ତି । ତାଙ୍କୁ ପ୍ରସନ୍ନ କରିବା ପାଇଁ ଯେ କୌଣସି ଉପାୟ ଜାଣିଛନ୍ତି ତାହା ନିଶ୍ଚୟ କରନ୍ତୁ । ପୂଜା ସମୟରେ ଚନ୍ଦନ ର ଧୂପ ଭଗବାନଙ୍କ ଆଗରେ ଜଳାଇଲେ ଜୀବନରେ ଅନେକ ଶୁଭ ପରିବର୍ତ୍ତନ ଆଣିଥାଏ । ଏହା ଦ୍ଵାରା ଆପଣଙ୍କ ଦୁଃଖର ନାସ ହେବ ।

ଆପଣଙ୍କର ଯାହା ବି ସମସ୍ଯା ଅଛି, ଧନର ଅଭାବ ଅଛି ତାହା ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ଦେଖିବେ ଭଗବାନ କୃଷ୍ଣ ଙ୍କ କୃପାରୁ ସବୁ ସମସ୍ୟାର ଅନ୍ତ ହେବ ଓ ଧନ ଜନିତ ସମସ୍ଯା ଦୂର ହେବ । ଖୁବ ଶୀଘ୍ର ଖୁସି ର ସମୟ ଆସିଯିବ । ଗୃହ ରେ ଆପଣଙ୍କର ଧାନ ସମାପ୍ତି ଭରିଯିବ । ଆପଣଙ୍କ ଜୀବନରୁ ନେଗେଟିଭ ବାଧା ଦୂର ହେବ । ଭଗବାନ କୃଷ୍ଣ ଙ୍କ ପୂଜା କରିବା ସହ ଆପଣ ପୂର୍ବରୁ ଯେଉଁ ଠାକୁର ଙ୍କ ପୂଜା କରୁଥିଲେ ତାଙ୍କର ମଧ୍ୟ ପୂଜା କରନ୍ତୁ ।

ଭୁଲରେ ବି ଅନ୍ୟ କେଉଁ ଠାକୁର ଙ୍କ ପୂଜା ବନ୍ଦ କରିବେ ନାହିଁ । ଦେଖିବେ ଆପଣଙ୍କ ଜୀବନର ସବୁ କଷ୍ଟ ଦାରିଦ୍ରତା ଦୂର ହେବ । ଆପଣ ନିଶ୍ଚିନ୍ତ ଭାବେ ଭଗବାନ କୃଷ୍ଣ ଙ୍କର ସଚ୍ଚା ମନରେ ପୂଜା ଅର୍ଚ୍ଚନା କରନ୍ତୁ । ଯଦି ଆପଣ କୁମ୍ଭ ରାଶିର ବ୍ୟକ୍ତି ହୋଇଥାନ୍ତି ତେବେ ଆପଣଙ୍କୁ ଭଗବାନ କୃଷ୍ଣ ଙ୍କ ପୂଜା କରିବା ନିହାତି ଜରୁରୀ ଅଟେ । ଏହା ଦ୍ଵାରା ଆପଣଙ୍କର ବ୍ୟାପାର, ବାଣିଜ୍ୟ, ଦାମ୍ପତ୍ୟ ଜୀବନ, ପ୍ରେମ ଜୀବନ, ଘର ପରିବାର ରେ ସୁଖ ସମୃଦ୍ଧି ଓ ଧନର ବୃଦ୍ଧି ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *