ଘରେ ଅଖଣ୍ଡ ଦୀପ କାଳିବା ଦ୍ଵାରା କେଉଁ ଲାଭ ପ୍ରାପ୍ତ ହୋଇଥାଏ ? ଏହା ସହ 15+ Ajira Anuchinta

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ସହ ଜଡିତ କିଛି କାଥାମାନ ରହିଛି ଯାହାକୁ ପାଳନ କରିବା ନିତାନ୍ତ ଜରୁରୀ ଅଟେ । ଏହି ସବୁ କଥା ଗୁଡିକ ମଣିଷର ନୀତିଦିନିଆ କାମରେ ଆସିଥାଏ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ । 1- ଶାସ୍ତ୍ର ଅନୁଯାୟୀ ପୁରୁଷ ମାନେ ଶଙ୍ଖ ବଜାଇବା ଉଚିତ ଓ ସଧବା ମହିଳା ଶଙ୍ଖ ବନାଇବା ଉଚିତ ନୁହେଁ ।

2- ସ୍କନ୍ଧ ପୂରଣ ଅନୁସାରେ ପୌଷ ମାସର ଶୁକ୍ଳ ପାଖ ଦଶମୀ, ଚୈତ୍ର ମାସର ପଞ୍ଚମୀ ଓ ଶ୍ରାବଣ ମାସରେ ପୂର୍ଣ୍ଣିମା ତିଥିରେ ମା ଲକ୍ଷ୍ମୀଙ୍କୁ ପୂଜା କରିଲେ ଧନ, ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

3- ମନ୍ଦିର ଯାଇଥିବା ସମୟରେ ଦୂର୍ଗା ମାତାଙ୍କୁ ଏକ ଥର ପରିକ୍ରମା କରିବ ଉଚିତ । ଅନ୍ୟ ଦେବା ଦେବୀଙ୍କୁ ଥରେ ଲେଖା ପରିକ୍ରମା କରିବା ଶୁଭ ହୋଇଥାଏ ।

4- ସନ୍ଧ୍ୟାରେ ଗୃହରେ ଶଙ୍ଖ ବଜାଇଲେ ହିଂସ୍ର ଜନ୍ତୁ ଓ ସରୀସୃପ ପଳାୟନ କରିଥାନ୍ତି । ଏହା ସହ ପାଚନ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଖନା ଦୋଷ ଦୂର ହୋଇଥାଏ ।

5- ଦୀପ ଜାଳିବା ସମୟରେ ଦୀପର ମୁଖ ଉତ୍ତର ଦିଗକ ରଖିବା ଦ୍ଵାରା ଉତ୍ତମ ସ୍ୱାସ୍ଥ୍ୟ ଓ ପ୍ରସନ୍ନତା ଲାଭ ହୋଇଥାଏ । ସେହିପରି ପୂର୍ବ ଦିଗକୁ ମୁଖ କରିଲେ ଆୟୁଷ ବୃଦ୍ଧି ହୋଇଥାଏ ।

6- ପଶ୍ଚିମ ବା ଦକ୍ଷିଣ ଦିଗକୁ କେବେ ବି ଦୀପ ଜଳାଇବା ଉଚିତ ନୁହେଁ । ଲଲାଟ ଉପରେ ପୂର୍ଣ୍ଣ ଚନ୍ଦ୍ର ସାଦୃଶ୍ୟ ଜ୍ଯୋତି ଧ୍ୟାନ କରିଲେ ଆୟୁଷ ବୃଦ୍ଧି ହୋଇଥାଏ ।

7- ଦୈନିକ ଅଧ ଘଣ୍ଟା ପଦ୍ମ ଆସନରେ ବସି ଦାନ୍ତ ମୂଳକୁ ଜିଭ ଦ୍ଵାରା ଚାପି ରଖିଲେ ଯକ୍ଷ୍ମା ରୋଗ ଆରୋଗ୍ଯ ହୋଇଥାଏ ଓ ଅନ୍ୟ ରୋଗ ମଧ୍ୟ ଦୂର ହୋଇଥାଏ ।

8- ରାତିରେ ଗରିଷ୍ଠ ଖାଦ୍ୟ ବା ଦହି ସେବନ କରିବା ଉଚିତ ନୁହେଁ । ଠିକ ସମୟରେ ଖାଦ୍ୟ ନ ଖାଇବା ବା ଅଖାଦ୍ୟ ଖାଇବା ଦ୍ଵାର ଆୟୁଷ ହାନି ହୋଇଥାଏ ।

9- ଯଦି ପିଲା ମାନେ ଘରେ ଖରାପ ବ୍ୟବହାର କରୁଥାନ୍ତି ବା ପିତା ମାତାଙ୍କ କଥା ମାନୁ ନ ଥାନ୍ତି ତେବେ ତାଙ୍କ ମଥାରେ ପ୍ରତେକ ଦିନ କେସର ବା ହଳଦୀ ତିଳକ ଲଗାଇବା ଉଚିତ ।

10- ଘରର ବଡ ସଦସ୍ୟଙ୍କ ସହ ଭଲ ପଡୁ ନ ଥାଏ ତେବେ ମଙ୍ଗଳବାର ବା ଶନିବାର ଦିନ ଚନା ବା ସୋରିଷ ତେଲ ଦାନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

11- ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଥାଏ ତେବେ କଳା ବା ନାଲି ରଙ୍ଗର ଗାଈକୁ ପୂଜା କରିବା ଦ୍ଵାରା ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ ।

12- ମଙ୍ଗଳବାର ଦିନ ହନୁମାନଙ୍କ ପାଖରେ ପଞ୍ଚମୁଖୀ ଦୀପ ଜାଳିବା ଦ୍ଵାରା ଏବଂ ଘରେ ଅଶ୍ଵଗନ୍ଧର ଧୂଆଁ ଦେବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

13- ଘରେ ସପ୍ତାହକୁ ଥରେ କର୍ପୁର ଜଳାଇ ତାର ଧୂଆଁ ଦେବା ଦ୍ଵାରା ଘରୁ ଝଗଡା ଦୂର ହୋଇଥାଏ ଓ ଶାନ୍ତି ପ୍ରତିଷ୍ଠା ହୋଇଥାଏ ।

14- ପ୍ରତେକ ଦିନ ଠାକୁର ଘରେ ସୂର୍ଯ୍ୟ ଉଦୟ ପୂର୍ବରୁ ଅଖଣ୍ଡ ଦୀପ ଜାଳିବା ଉଚିତ । ଏହା ଦ୍ଵାରା ଘରେ ଦାରିଦ୍ରତା ପ୍ରବେଶ କରେ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *