ଆଁଠୁ ଗଣ୍ଠି ବିନ୍ଧା, କ୍ୟାଲସିୟମର ଅଭାବ, ଅଣ୍ଟା ବିନ୍ଧା, ହାତ ଗୋଡ ଦରଜ ମୂଳରୁ ଶେଷ ହେବ

ବନ୍ଧୁଗଣ ଯଦି ହାଡ ବା ଗଣ୍ଠି ରେ କଷ୍ଟ ରହୁଛି ତେବେ ଆପଣ ନିଶ୍ଚୟ ମେଡ଼ିସିନ ଖାଉଥିବେ । କିନ୍ତୁ କୌଣସି ସୁଫଳ ମିଳି ନ ଥିବ । ଆଜି ଆମେ ଆପଣଙ୍କୁ ଏମିତି ଏକ ଫର୍ମୁଲା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏମିତି 5ଟି ଜିନିଷ ବିଷୟରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ହାଡ ମଜବୁତ ହେବା ସହ ଶରୀରରେ କ୍ୟାଲସିୟମର ଅଭାବ ଦୂର ହେବ, ଜଏଣ୍ଟ ପେନ ସମସ୍ଯା ଦୂର ହୋଇଥାଏ ।

ଏହା ସହ ଏମିତି ଏକ ଉପଚାର ବିଷୟରେ କହିବୁ ଯାହା ଫଳରେ ଆପଣ ଏହି ସବୁ ସମସ୍ୟାରୁ ରିହାତି ପାଇବେ । ହାଡ ଓ ଗଣ୍ଠି ରେ ଦୁର୍ବଳତା ପାଇଁ, ଶରୀରରେ କ୍ୟାଲସିୟମର ଅଭାବ ଦୂର କରିବା ପାଇଁ ସେହି 5ଟି ଜିନିଷ ହେଉଛି ପୋସ୍ତକ, ଚିଆସିଡ, ପେସ୍ତା ବାଦାମ, ରାଶି, ଫ୍ଲାକସିଡ । ଏହି 5ଟି ଜିନିଷ କ୍ୟାଲସିୟମରେ ଭରପୁର ଅଟେ । ଏହା ସହ ଏଥିରେ ଓମେଗା-3 ମିଳିଥାଏ ।

ଏଥିରେ ଫ୍ୟାତି ଏସିଡ ଥାଏ ଯାହା ଆଁଠୁରେ ଗିରିଶ ଉତପନ କରିଥାଏ ଓ ଫୁଲ କମ କରିଥାଏ । କ୍ୟାଲସିୟମରେ ପ୍ରୋଟିନ, ହେଲଥି ଫ୍ୟାଟରେ ଭରପୁର ଅଟେ । 2 ଚାମଚ ପୋସ୍ତକ କୁ ରାତିରେ ପାଣିରେ ଭିଯାଇ ଏହାକୁ ସକାଳୁ ବାଟି ନିଅନ୍ତୁ । ଏହାପରେ ଏକ ଗ୍ଳାସ କ୍ଷୀର ରେ ଏହାକୁ ଫୁଟାନ୍ତୁ । ଓ ଏହାର ସେବନ କରନ୍ତୁ । ଯଦି ରାଶିର ବ୍ୟବହାର କରିବେ ତେବେ 1 ଚାମଚ ରାଶି କୁ ଭାଜି ଏହାକୁ ଏକ ଗ୍ଳାସ କ୍ଷୀର ରେ ଫୁଟାନ୍ତୁ ।

ଏହାପରେ ଏଥିରେ ଏକ ଚାମଚ ମହୁ ବା ମିଶ୍ରି ପକାଇ ଏହାର ସେବନ କରନ୍ତୁ । ଚିଆସିଡ କୁ ରାତିରେ ପାଣିରେ ଭିଯାଇ ରଖିକି କୌଣସି ବି ସମୟରେ ସେବନ କରି ପାରିବେ । ଫ୍ଲାକସିଡ କୁ ପାଣିରେ ଭିଯାଇ ପାଣି ବା କ୍ଷୀର ରେ ଫୁଟାଇ ସେବନ କରି ପାରିବେ । ଖାଲି ପେସ୍ତା ବାଦାମ ର ସେବନ କରିବାକୁ ଚାହୁଁଥିଲେ ରାତିରେ 8ରୁ 10ଟି ବାଦାମ ଭିଯାଇ ସକାଳୁ ଏହାର ଚୋପା କାଢି ସେବନ କରି ପାରିବେ ।

ଏହି ପ୍ରକାରର ଏହି ସବୁ ଜିନିଷ ର ଅଲଗା ଅଲଗା ବ୍ୟବହାର କରି ପାରିବେ । କିନ୍ତୁ ଏହି ସବୁ ଜିନିଷ କୁ ମିଶ୍ରଣ କରି ସେବନ ମଧ୍ୟ କରି ହେବ । ସେଥିପାଇଁ 1/4 କପ ପୋସ୍ତକ, ଚିଆସିଡ, ଫ୍ଲାକସିଡ, ରାଶି ଓ ଅଧ କପ ପିସ୍ତା ବାଦାମ ନିଅନ୍ତୁ । ଏକ ପାତ୍ରରେ ଦେଶୀ ଘିଅ ପକାନ୍ତୁ । ଏହାପରେ ବାଦାମ କୁ ଛାଡି ସବୁ ଜିନିଷ ଘିଅରେ ପକାନ୍ତୁ । କିଛି ସମୟ ଭାଜିବା ପରେ ବାଦାମ ପକାଇ ଭାଜନ୍ତୁ ।

ଏହା ଥଣ୍ଡା ହେବା ପରେ ଏହାକୁ ପାଉଡର ପ୍ରସ୍ତୁତ କରନ୍ତୁ । ଏହାକୁ ସେବନ କରିବା ପାଇଁ ଏକ ଗ୍ଳାସ କ୍ଷୀର ରେ ଏହି ପାଉଡର ର ଏକ ଚାମଚ ନେଇ ଫୁଟାନ୍ତୁ । ଏହାକୁ ଦିନରେ କୌଣସି ବି ସମୟରେ ସେବନ କରିପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *