ଓଡିଶାର ସବୁଠାରୁ ବଡ ନଦୀ, ହ୍ରଦ, ଜିଲ୍ଲା, ସହର, ବନ୍ଦର ଓ ଆହୁରି 10+ GK ବିଷୟରେ ଜାଣନ୍ତୁ

ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ।

ଆଜି ଆମେ ଜାଣିବା ଓଡିଶାର ସବୁଠାରୁ ବଡ ବଡ ନଦୀ, ହ୍ରଦ, ଜଙ୍କସନ, ଜିଲ୍ଲା ଇତ୍ୟାଦି ବିଷୟାରେ । ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ । ୧- ଓଡିଶାର ସବୁଠୁ ବଡ ନଦୀର ନାମ କଣ ?

ଉତ୍ତର- ମହାନଦୀ ।

୨- ଆୟତନ ଅନୁସାରେ ଓଡିଶାର ସବୁଠୁ ବଡ ଜିଲ୍ଲା ର ନାମ କଣ ?

ଉତ୍ତର- ମୟୂରଭଞ୍ଜ ।

୩- ଜନସଂଖ୍ୟା ଅନୁସାରେ ଓଡିଶାର ସବୁଠୁ ବଡ ଜିଲ୍ଲାର ନାମ କଣ ?

ଉତ୍ତର- ଗଞ୍ଜାମ ।

୪- ଓଡିଆର ସବୁଠୁ ବଡ ଠାକୁରଙ୍କର ନାମ କଣ ?

ଉତ୍ତର- ଶ୍ରୀଜଗନ୍ନାଥ ।

୫- ଓଡିଶାର ସବୁଠୁ ବଡ ମନ୍ଦିର ନାମ କଣ ?

ଉତ୍ତର- ଶ୍ରୀଜଗନ୍ନାଥ ମନ୍ଦିର ।

୬- ଓଡିଶାର ସବୁଠୁ ବଡ ସହରର ନାମ କଣ ?

ଉତ୍ତର- ଭୁବନେଶ୍ଵର ।

୭- ଓଡିଶାର ସବୁଠାରୁ ବଡ ବିଶ୍ଵ ବିଦ୍ୟାଳୟର ନାମ କଣ ?

ଉତ୍ତର- ଉତ୍କଳ ବିଶ୍ଵ ବିଦ୍ୟାଳୟ ।

୮- ଓଡିଶାର ସବୁଠାରି ବଡ କଲେଜର ନାମ କଣ ?

ଉତ୍ତର- ରେଭେନ୍ସା କଲେଜ ।

୯- ଓଡିଶାର ସବୁଠାରୁ ବଡ ବନ୍ଦରର ନାମ କଣ ?

ଉତ୍ତର- ପାରାଦ୍ଵୀପ ବନ୍ଦର ।

୧୦- ଓଡିଶାର ସବୁଠାରୁ ବଡ ହ୍ରଦର ନାମ କଣ ?

ଉତ୍ତର- ଚିଲିକା ।

୧୧- ଓଡିଶାର ସବୁଠାରୁ ବଡ ହୋଟେଲର ନାମ କଣ ?

ଉତ୍ତର- Trident Hotel ।

୧୨- ଓଡିଶାର ସବୁଠାରୁ ବଡ ପାଠାଗାରର ନାମ କଣ ?

ଉତ୍ତର- ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ।

୧୩- ଓଡିଶାର ସବୁଠାରୁ ବଡ ବସଷ୍ଟାଣ୍ଡର ନାମ କଣ ?

ଉତ୍ତର- ବରମୁଣ୍ଡା ।

୧୪- ଓଡିଶାର ସବୁଠାରୁ ବଡ ଉଚ୍ଚ ବିଦ୍ୟାଳୟର ନାମ କଣ ?

ଉତ୍ତର- ରାଣୀହାଟ ଉଚ୍ଚ ବିଦ୍ୟାଳୟ ।

୧୫- ଓଡିଶାର ସବୁଠାରୁ ବଡ ଜଙ୍କସନର ନାମ କଣ ?

ଉତ୍ତର- ରାଉରକେଲା ରେଳ ଜଙ୍କସନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *