ଆସନ୍ତା କାଲି ଠାରୁ ରାହୁ କରିବେ ପ୍ରବେଶ, ଏହି ରାଶିଙ୍କର ଭାଗ୍ୟ ଚମକିବ…

ବନ୍ଧୁଗଣ ରାହୁ ଓ କେତୁ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରାହୁ ମେଷ ରାଶିରୁ ବାହାରି ମୀନ ରାଶିରେ ଗୋଚର କରିଛନ୍ତି । ସେହିପରି କେତୁ ଗ୍ରହ ତୁଳା ରଷିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିଛନ୍ତି । ରାହୁ କେତୁ ପ୍ରତେକ ରାଶି ରେ 18 ମାସ ଯାଏଁ ରହିଥାନ୍ତି । ରାହୁ କେତୁ ଙ୍କ ରାଶି ପରିବର୍ତ୍ତନ ପ୍ରତେକ ରାଶିଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆଣିଥାନ୍ତି ।

କେଉଁ ରାଶିଙ୍କ ଉପରେ ରାହୁ କେତୁଙ୍କ କୁ-ଦ୍ରୁଷ୍ଟି ଓ ଆଶୀର୍ବାଦ ପଡିବ ତାହା ରାଶି ପରିବର୍ତ୍ତନ ଉପରେ ନିର୍ଭର କରିଥାଏ । ତେବେ 12ଟି ରାଶି ମଧ୍ୟରୁ କେଉଁ ରାଶିଙ୍କ ପାଇଁ ରାହୁ କେତୁ ଙ୍କ ରାଶି ପରିବର୍ତ୍ତନ ଶୁଭ ରହିବ ତାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।ମେଷ ରାଶି : ଆପଣଙ୍କ ରାଶିରେ ରାହୁ ଦେବ 18 ମାସ ହେବ ରହିଥିଲେ । ଏଣୁ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ।

ବିଦେଶ ଯାତ୍ରା କରିପାରନ୍ତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ । କରଜ କରିଛନ୍ତି ତାହା ସୁଝିବାରେ ସକ୍ଷମ ହେବ । ଏହି ସମୟରେ ପ୍ରୟାସ କରନ୍ତୁ । ବୈବାହିକ ଜୀବନରେ ଥିବା ସମସ୍ଯା ଦୂର ହେବ । ସାମାଜିକ ସ୍ତର ରେ ଆପଣ ପ୍ରଶଂସା ପାଇବେ । ଆପଣ ସୁଖ ଭୋଗ କରିବେ ।

ବୃଷ ରାଶି : ଆପଣଙ୍କର ରାଜଯୋଗ ଘଟୁଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଚାନକ ଧନ ଲାଭ ହେବ । ବ୍ୟାପାର ବାଣିଜ୍ୟ କରୁଥିଲେ ଅର୍ଥ ଉପାର୍ଜନ କରିବେ । ଆପଣଙ୍କୁ ବହୁତ ଭଲ ଲାଭ ମିଳିବ । ଚାକିରିରେ ପଦୋନ୍ନତି ଓ ପ୍ରମୋଶନର ଯୋଗ ଅଛି । ଯାହା ସବୁ ଆସା ବାକି ଥିବା ତାହା ପୂରଣ ହେବାର ଯୋଗ ଅଛି ।

ମିଥୁନ ରାଶି : ରାହୁ କେତୁଙ୍କ ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ନେଇକି ଆସିବ । ଜୀବନରେ ଶୁଭ ହିଁ ଶୁଭ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଅଚାନକ ଧନ ଲାଭର ଯୋଗ ଅଛି ।

ତୁଳା ରାଶି : ରାହୁଙ୍କର ପରିବର୍ତ୍ତନ ଆପଣଙ୍କ ପାଇଁ ରାଜଯୋଗ ନେଇକି ଆସୁଛି । ଅନନ୍ୟ ସୁଖ ଫଳ ଭୋଗ କରିବେ । ଆପଣ ବିଜୟ ଲାଭ କରିବେ । ଆପଣଙ୍କର କୌଣସି ଶତ୍ରୁ ଥିଲେ ସେମାନେ ଦୂରେଇ ଯିବେ । ବିବାହ ସମସ୍ଯା ଥିଲେ ତାହା ଦୂର ହେବ ।

ମକର ରାଶି : ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଆପଣ ଯେଉଁ କଷ୍ଟ ଭୋଗୁଥିଲେ ତାହାର ଅନ୍ତ ହେବ । ଆପଣଙ୍କର ଅପେକ୍ଷାର ଅନ୍ତ ହେବ । ଏବେ ସୁଖ ସୁବିଧା ପାଇବେ । ପରିକ୍ରମା ବୃଦ୍ଧି ପାଇବ । କାମ କାର୍ଯ୍ୟ ଆପଣଙ୍କର ବହୁତ ଭଲ ରହିବ । ଆତ୍ମବିଶ୍ଵାସ ବଢିଯିବ ।

କୁମ୍ଭ ରାଶି : ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଆପଣଙ୍କର କଥା ଅନ୍ୟ କାହାକୁ କଷ୍ଟ ଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିପାରେ । ଅଧିକ ରୋଜଗାର ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *