23 ନଭେମ୍ବର ବଡ ଏକାଦଶୀ ତୁଳସୀ ଗଛରେ ଏହି 1ଜିନିଷ ବଦଳିଯିବ ଆପଣଙ୍କ ଭାଗ୍ୟ….

ବନ୍ଧୁଗଣ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ରେ ଏକାଦଶୀ କୁ ଦେବ ଉଠିନୀ ଏକାଦଶ କୁହାଯାଏ । ବା ଏହି ଏକାଦଶୀ କୁ କେତେକ ସ୍ଥାନରେ ହଋ ଉତ୍ଥାପନ ଏକାଦଶୀ ମଧ୍ୟ କୁହାଯାଏ । ଏହି ବର୍ଷ ନଭେମ୍ବର 23 ଶୁକ୍ରବାରରେ ପଡିବାକୁ ଯାଉଛି ଦେବ ଉଠିନୀ ଏକାଦଶୀ । ଏହି ଦିନ ଶ୍ରୀହରି ଙ୍କୁ ପୂଜା କରିବାର ବିଶେଷ ବିଧି ରହିଛି । ସନାତନ ଧର୍ମରେ ମାନ୍ୟତା ଅନୁଯାୟୀ ଏହି ଦିନ ଭଗାବାନ ବିଶୁଣୁ ଯୋଗ ନଦୀ ରୁ ଜାଗୃତ ହୋଇଥାନ୍ତି । ଆଜି ଆମେ ଜାଣିବା ଏହି ଏକାଦଶୀ ଦିନ ତୁଳସୀ ରେ ଏମିତି କେଉଁ ଜିନିଷ ବାନ୍ଧିବା ଦ୍ଵାରା ଭଗବାନ ବିଶୁଣୁଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଏହି ଏକାଦଶୀ ରେ ଭଗବାନ ବିଶୁଣୁ ଙ୍କୁ ଧଳା ରଙ୍ଗର ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ । ଏହି ଦିନ ଖିରୀ ମଧ୍ୟ ଭଗବାନ ବିଶୁଣୁ ଙ୍କୁ ଅର୍ପଣ କରିବା ଅତି ଉତ୍ତମ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଖାସ କରି ଖିରୀ ମା ଲକ୍ଷ୍ମୀ ଙ୍କୁ ବହୁତ ପ୍ରିୟ ହୋଇଥାନ୍ତି । ଓ ଏହା ଦ୍ଵାରା ଗୃହକୁ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ଏହି ଦିନ କୌଣସି ବି ମନ୍ଦିର କୁ ଯାଇ ନଡିଆ ଅର୍ପଣ କରନ୍ତୁ ।

ଏହା ଦ୍ଵାରା ଅଟକିଥିବା କାମ ପୂରଣ ହୋଇଥାଏ । ଦେବା ଉଠିନୀ ଏକାଦଶୀ ରେ ତୁଳସୀ ବିବାହ ଓ ଭଗବାନ ବିଶୁଣୁଙ୍କର ପୂଜା ଅର୍ଚ୍ଚନା କରିଲେ ଏଥିରେ ବିଶେଷ ଶୁଭ ହୋଇଥାଏ । ତୁଳସୀ ଗଛର ଚାରି ପଟେ ସ୍ତମ୍ବ, ମୁରୁଜ ରେ ଅଷ୍ଟ ପାଖୁଡା ପଦ୍ମ ଫୁଲ ନିଶ୍ଚୟ କରନ୍ତୁ । ଶଙ୍ଖ ଚକ୍ର ଓ ଗାଈ ର ପାଦ ଚିହ୍ନ ତୁଳସୀ ର ଚାରି ପଟେ ରହିବା ଉଚିତ ।

ଏହିପରି ଘରେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ସ୍ଥାୟୀ ଭାବେ ନିବାସ କରନ୍ତି । ତୁଳସୀ ଗଛ ସହ ଅଁଳା ଗଛର ପୂଜା ମଧ୍ୟ କରନ୍ତୁ । ତୁଳସୀ ଗଛକୁ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ମାନା ଯାଇଥାଏ । ତୁଳସୀ ମାତା ଙ୍କୁ ରୋଲି, ଅଖଣ୍ଡ ଚଢାଇବା ଦ୍ଵାରା ମା ସୌଭାଗ୍ୟବତୀ ର ବର ଦେଇଥାନ୍ତି । ଧନର ଅଭାବ କେବେ ହୁଏ ନାହିଁ । ଏହି ଦିନ ତୁଳସୀ ମାତାଙ୍କୁ ବସ୍ତ୍ର ଅର୍ପଣ କରିବା ଉଚିତ ।

ଯେଉଁ ବ୍ୟକ୍ତି ଦୀପ ଦାନ କରନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଅନ୍ଧାରରେ ପ୍ରାପ୍ତ ହୁଏ ନାହିଁ ।ଏହି ଦିନ ଶ୍ରୀହରୀଙ୍କୁ ତୁଳସୀ ପତ୍ର ନିଶ୍ଚୟ ଚଢାଇବା ଉଚିତ । ମାନ୍ୟତା ଅଛି ତୁଳସୀ ପତ୍ର ଚଢାଇବା ଦ୍ଵାରା ହଜାର ଗୋ ଦାନ ପୂଣ୍ୟ ସହ ସମାନ ହୋଇଥାଏ । ଯେଉଁ ମାନଙ୍କର ବିବାହରେ ବିଳମ୍ବ, ସନ୍ତାନ ସମସ୍ଯା ହେଉଛି ସେମାନଙ୍କୁ ତୁଳସୀ ନମସ୍ତୁକ ନିଶ୍ଚୟ ପଢିବା ଉଚିତ ।

ଏହି ଏକାଦଶୀ ଦିନ ତୁଳସୀ ଗଛ ଲଗାଇରେ ଶ୍ରୀହରି ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଚାକିରି, କାରୋବାରରେ ଉନ୍ନତି ହୋଇଥାଏ । ଏହି ଦିନ ତୁଳସୀ ଗଛରେ ହଳଦିଆ କପଡା ବାନ୍ଧି କି ଅଫିସ ବ ଦୋକାନ ଆଗରେ ରଖିବା ଉଚିତ ।  ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *