ଅଧିକ ଭାବୁଥିବା ବ୍ୟକ୍ତି ବା ଅଧିକ ଚିନ୍ତା କରୁଥିବା ବ୍ୟକ୍ତି ଏହାକୁ ନିଶ୍ଚୟ ଦେଖନ୍ତୁ- Problem of Overthinking

ଜୀବନରେ ଅନେକ ପ୍ରକାର ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ସମାସ୍ୟା ରହିଲେ ଚିନ୍ତା ମଧ୍ୟ ବଢିଥାଏ । ଚିନ୍ତା ନକରି ସବୁ ସମସ୍ଯାକୁ ସମାଧାନ କରିବା ଉଚିତ । ତ ଆସନ୍ତୁ ଜାଣିବା ସବୁ ସମସ୍ୟାକୁ ଚିନ୍ତା ନକରି ସମସ୍ୟାକୁ ସମଧାନ କରିବା । ମଣିଷ ଜୀବନରେ ଅନେକ ପ୍ରକାରର ବାଧା ବିଗ୍ନ ଆସିଥାଏ । କିଛି ସମସ୍ୟାକୁ ସମାଧାନ କରିବା ପାଇଁ ଚିନ୍ତା କରିବାର ନାହିଁ । ବହୁତ ଚିନ୍ତା କରିବା ଦ୍ଵାରା ନିଜ ଶରୀର ଉପରେ ବହୁତ ପ୍ରଭାବ ପକାଇଥାଏ ।

ସମସ୍ଯା ଏକ ପାତ୍ରରେ ଥିବା ପାଣି ପରି । ଯଦି ସେହି ପତ୍ରରେ ଥିବା ପାଣିକୁ ବାହିତ ସମୟ ପର୍ଯ୍ୟନ୍ତ ଧରିବା ତ ଆମକୁ ବହୁତ କଷ୍ଟ ହେବ । କିପରି ସେହି ପାଣିକୁ କୌଣସି ସ୍ଥାନରେ ରଖିବାକୁ ଚାହିଁବେ । ସେହିପରି ଜୀବନରେ ସବୁ ସମସ୍ୟାକୁ ସାମ୍ନା କରିବା ସମୟରେ ଡରିବା ଉଚିତ ନୁହେଁ । କି ଚିନ୍ତା କରିବା ଉଚିତ ନୁହେଁ । ସମସ୍ତ ସମସ୍ୟାକୁ ବହୁତ ସହଜ ଉପାଯରେ କିପରି ସମାଧାନ ହେବ ତାହା ଭାବିବା ।

ଚିନ୍ତା କରିବା ଦ୍ଵାରା ମନ ଅସ୍ଥିର ରହିବ ,ମୁଣ୍ଡ ବିନ୍ଧା ହେବା , ବିରକ୍ତ ପ୍ରକାଶ କରିବା ,ସବୁବେଳେ ବସି ଭାବିବା କିପରି ସବୁ ସମସ୍ୟାର ସମାଧାନ ହେବ । ପରିବାରରେ ବହୁତ ବିଶୃଙ୍ଖଳା ସୃଷ୍ଟି ହେବା । କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ନହେବା । ମାନସିକ ଚାପରେ ରହିବା ଦ୍ଵାରା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇଥାଏ । ଯଦି କୌଣସି ସମସ୍ଯା ହୋଇଛି ପରିବାରଙ୍କ ସହଯୋଗରେ ବା କୌଣସି ସମ୍ପର୍କୟଙ୍କ ସହଯୋଗରେ ସମାଧାନ କରିବା ଉଚିତ । ସେଥିଲାଗି କୌଣସିବି ସମସ୍ଯା ଆପଣଙ୍କ ସହ ହୋଇଛି ତ ତାକୁ ମନେରଖି ଚିନ୍ତାରେ ରହିବା ଉଚିତ ନୁହେଁ ।

ଜଡିବି କୌଣସି ସମସ୍ଯା ଆଗକୁ ହେବାକୁ ଯାଉଛି ତ କିପରି ସେହି ସମସ୍ୟାକୁ ସହଜର ସହ ସମାଧାନ କରିବେ ତାହା ଭାବିବା ଉଚିତ । ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ ପୁଣି ଯାଇଥାଏ । ବଞ୍ଚିବାକୁ ହେଲେ ସବୁ ସମସ୍ୟାକୁ ସାମ୍ନା କରିବାକୁ ପଡିବ । ସେଥିଲାଗି କୌଣସିବି ଚିନ୍ତା ପାଠପଢାରେ ହେଉ ବା ବ୍ୟବସାୟ କ୍ଷେତ୍ରରେ ସମସ୍ଯା ଥିଲେ ଚିନ୍ତା ନକରି ସମସ୍ୟାର ସମାଧାନ ବାହାର କରିବାକୁ ଚେଷ୍ଟା କରିବା । ପରିବାରରେ କୌଣସି ସମସ୍ଯା ଥିଲେ ସମସ୍ତଙ୍କୁ ବୁଝାଇବା ଯେମିତିକି ସମସ୍ଯା ବହୁତ ଆଗକୁ ନଯିବ ।

ଯଦି କୌଣସି ସମସ୍ଯା ବହୁତ ଆଗକୁ ଚାଲିଯାଇଛି ତ ସେହି ସମୟରେ ଚୁପ ରହିବା ବହତ ବୁଦ୍ଧିମାନର କାମ । ସମସ୍ତ ମନୁଷ୍ୟ ଚାହାନ୍ତି କିପରି ନିଜ ବୈବାହିକ ଜୀବନରେ ସୁଖ ସମୃଦ୍ଧି ବଜାଇ ରହୁ । ସେଥିଲାଗି ବହୁତ କଷ୍ଟ ମଧ୍ୟ କରିଥାନ୍ତି । ଜୀବନରେ ବହୁତ ସମାସ୍ୟା ଆସିବ କିନ୍ତୁ ସବୁ ସମସ୍ଯା କୁ ସମାଧାନ ର ବାଟ ବାହାର କରିବାକୁ ହେବ । ସେହି ସମସ୍ଯା ପାଇଁ ଚିନ୍ତା କରିବା ଉଚିତ ନୁହେଁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *