ଜୀବନରେ ଭଲ ସମୟ ଆସିବା ପୂର୍ବରୁ ସୋମବାର ଦିନ ମହାଦେବ ଦେଇ ଥାନ୍ତି ଏହି 7ଟି ସଂକେତ, ଆପଣଙ୍କ ଦାରିଦ୍ର୍ୟତା ହେବ ଦୂର

ଜୀବନରେ ଅନେକ ପ୍ରକାର ବାଧା ବିଗ୍ନ ଆସିଥାଏ । ସବୁ ସମସ୍ଯାକୁ ଦୂର କରିବା ପାଇଁ ଅନେକ ଉପଚାର ମଧ୍ୟ କରିଥାଉ । ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଥାଉ । କିନ୍ତୁ କିଛି ଲୋକଙ୍କ ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ତ ଆସନ୍ତୁ ଜାଣିବା ସୋମବାର ଦିନ କେଉଁ ଉପାୟ କରିବା ଦ୍ଵାରା ସବୁ ଦୁଃଖ କଷ୍ଟ ଦୂର ହୁଏ । ଯଦି ଭଗବାନ ଶିବଙ୍କ ଆଶୀର୍ବାଦ ରହିଥାଏ ତ ସେହି ବ୍ୟକ୍ତି ଜୀବନରେ କେବେବି ଦୁଃଖ କଷ୍ଟର ସାମ୍ନା କରିନଥାଏ ।

ଶିବଙ୍କ କୃପା ସଦା ସର୍ବଦା ରହିଥାଏ । କୌଣସିବି ସମସ୍ଯା ଆସୁଥିଲେ ତାହା ଦୂର ହୁଏ । ଜୀବନରେ ଖୁସି ଭରିଦିଏ । ଆସନ୍ତୁ ଜାଣିବା ସେହି ୭ଟି ଉପାୟ ବିଷୟରେ । ପ୍ରଥମ ଉପାୟ ହେଉଛି ଯଦି ସୋମବାର ଦିନ ସକାଳୁ ବ୍ରହ୍ମ ମୁହୂର୍ତରେ ଉଠିବେ ଚନ୍ଦ୍ରଙ୍କୁ ଦେଖିବେ ତ ବହୁତ ଶୁଭ ହୋଇଥାଏ । ସମସ୍ତ ସମସ୍ଯା ଦୂର ହୋଇଯିବାର ସଙ୍କେତ ମିଳିଥାଏ ।ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳ ହେବେ । କୌଣସି ବିବାଦ ଥିଲେ ତାହା ଦୂର ହେବ ।

ପରିବାରରେ ବହୁତ ଖୁଶିର ସମୟ ଆସିବ । କର୍ମ କ୍ଷେତ୍ରରେ ବହୁତ ଧନ ପ୍ରାପ୍ତି ହେବ । ଦ୍ବିତୀଯରେ ଯଦି ସୋମବାର ଦିନ ଧଳା ଷଣ୍ଢ ଦେଖିଲେ ତ ବହୁତ ଶୁଭ ହୋଇଥାଏ । କୌଣସି କାର୍ଯ୍ୟ କରିବେ ସେଥିରେ ସଫଳ ହେବେ । ଧଳା ଷଣ୍ଢ ଦେହିବା ଦ୍ଵାରା ଯାହା ଖରାପ ସମୟ ଥିଲା ଏବେ ସେସବୁ ଦୂର ହେବାକୁ ଯାଉଛି । ସେହି ସମୟରେ ନମସ୍କାର କରିଦେବେ । ଏହା ଦ୍ଵାରା ଜୀବବାନରେ ଖୁସି ଫେରି ଆସିବ । ସମସ୍ତ କାର୍ଯ୍ୟରେ ସଫଳ ହେବେ । ତୃତୀଯରେ ଯଦି ସୋମବାର ଦିନ ନାଗ ଦେବତାଙ୍କ ଦର୍ଶନ ହୁଏ ତ ବହୁତ ଶୁଭ ହୋଇଥାଏ ।

ଜୀବନରେ କୌଣସି କାର୍ଯ୍ୟରେ ଧନର ଅଭାବ ରହିବ ନାହିଁ । ଦରିଦ୍ରତାକୁ ଭଗବାନ ଶିବ ଦୂର କରିଥାନ୍ତି । ଚତୁର୍ଥରେ ସୋମବାର ଦିନ ଯଦି କୌଣସି ଗଛ ତଳେ ବା ମନ୍ଦିରରେ ପୁରୁଷ ଓ ମହିଳା ଏକ ସାଙ୍ଗରେ ବସିଥିବାର ଦେଖିବେ ତ ବହୁତ ଭଲ ହୋଇଥାଏ । ବିବାହ କରିବାକୁ ଚାହୁଛନ୍ତି ତ ବହୁତ ଭଲ ଜୀବନସାଥି  ଟିଏ ମିଳିବ । ଯଦି ଆପଣ ବିବାହ କରିଛନ୍ତି ତ ବୈବାହିକ ଜୀବନରେ ଭଲପାଇବାର ସମ୍ପର୍କ ବଢିବ । ପଞ୍ଚମରେ ଯଦି ସୋମବାର ଦିନ ଘର ସାମ୍ନାରେ କଳା କୁକୁର ଦେଖିବେ ତ ବହୁତ ଶୁଭ ସଙ୍କେତ ଅଟେ ।

କୌଣସି ବିପଦ ଆସିବାର ଥିଲା କିନ୍ତୁ ସେହି ବିପଦ ଏବେ ଟଳି ଜୀବ । ଷଷ୍ଠରେ ଯଦି ସୋମବାର ଦିନ ପାଣିରେ ଭରିଥିବା ମାଠିଆ ଦେଖିବେ ତ ବହୁତ ଶୁଭ ହୋଇଥାଏ । ଏହା ଦେହିବା ଦ୍ଵାରା ଖରାପ ସମୟ ଚାଲିଯାଇଛି ଏବେ ଭଲ ସମୟର ଆଗମନ ହୋଇଛି । ସପ୍ତମରେ ଯଦି ସୋମବାର ଦିନ ଭସ୍ମ ଲଗାଇଥିବା ବ୍ୟକ୍ତି ବା ଅଘୋରୀ ଙ୍କ ଦର୍ଶନ ପାଇବେ ତ ବହୁତ ଶୁଭ ହୋଇଥାଏ । ଏହା ଦେଖିବା ଦ୍ଵାରା କୌଣସି ରୋଗରେ ପୀଡିତ ଥିଲେ । ତାହା ଦୂର ହୋଇଯିବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *