30/31 ଅଗଷ୍ଟ 2023, “ରାକ୍ଷୀ ବନ୍ଧନ” 172 ବର୍ଷ ପରେ ବନୁଛି ଏଭଳି ସଂଯୋଗ, ଏହି 6ଟି ରାଶି ହେବେ ମାଲାମାଲ

ବନ୍ଧୁଗଣ ରାକ୍ଷୀ ପୂର୍ଣ୍ଣିମା ହେଉଛି ଏକ ପବିତ୍ର ପର୍ବ । ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ ସୁଖ ସମୃଦ୍ଧିର କାମନା ପାଇଁ । ଭାଇ ଭଉଣୀ ଙ୍କୁ ରକ୍ଷା କରିବାର ବଚନ ଦେଇଥାଏ । ପ୍ରତେକ ବର୍ଷ ଶ୍ରାବଣ ପୂର୍ଣ୍ଣିମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରା ଯାଇଥାଏ । ଚଳିତ ବର୍ଷ ରାକ୍ଷୀ ବନ୍ଧନ ଅଗଷ୍ଟ 30 ଓ 31ରେ ପଡୁଛି । ପୂର୍ଣ୍ଣିମା ତିଥି ପରେ ଭଦ୍ରା କାଳ ର ଆରମ୍ଭ ହେବ । ଏହି ରାକ୍ଷୀ ପୂର୍ଣ୍ଣିମା ରେ ଗ୍ରହ ମାନଙ୍କରେ ହେବାକୁ ଯାଉଛି ମହା ସଂଯୋଗ । ଯାହା କାରଣରୁ 6ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

କନ୍ୟା ରାଶି ; ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଆପଣ ଏହି ସମୟର ଭରପୁର ଲାଭ ଉଠାନ୍ତୁ । ପୂର୍ବରୁ ଯାହା ସମସ୍ୟା ଥିଲା ତାହା ସମାପ୍ତ ହେବ । ଘର ପରିବାରରେ ଖୁଶିର ମାହୋଲ ରହିବ । ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟାପାରରେ ଲାଭ ହେବ ।

କୁମ୍ଭ ରାଶି : ଆପଣଙ୍କ ଉପରେ ଧନର ଦେବୀ ପ୍ରସନ୍ନ ମୁଦ୍ରା ରେ ଅଛନ୍ତି । ଧନ ଲାଭର ଅନେକ ଅବସର ମିଳିବ । ନୂଆ ବାହନ କିଣିପାରନ୍ତି । ଜୀବନରେ ଧନ ଜନିତ ସମସ୍ଯା ଦୂର ହେବ । ପ୍ରେମ କରୁଥିବା ଲୋକଙ୍କୁ ପ୍ରେମରେ ସଫଳତା ମିଳିବ ।

ମେଷ ରାଶି : ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ବିଶେଷ ରୂପରେ ରହିବ । ଯେଉଁ କାରଣରୁ ରାକ୍ଷୀ ବନ୍ଧନ ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ଅଛି । ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ । ପଢାରେ ମନ ଲାଗିବ । କାର୍ଯ୍ୟ କ୍ଷେତ୍ରରେ ବଡ ଖୁସି ଖବର ପ୍ରାପ୍ତ ହେବ ।

ତୁଳା ରାଶି : ରାକ୍ଷୀ ପୂର୍ଣ୍ଣିମା ଠାରୁ ମା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷୀବାକୁ ଯାଉଛି । ଆପଣଙ୍କୁ ବିଦେଶ ଯାତ୍ରା କରିବାର ଅବସର ମିଳିବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ରୁଚି ଧାର୍ମିକ କାର୍ଯ୍ୟରେ ଲାଗିବ । ଅଚାନକ ଧନ ଲାଭ ହେବ । ମନ ମୁତାବକ ଚାକିରି ମିଳିପାରେ ।

ସିଂହ ରାଶି : ଆପଣଙ୍କ ଜୀବନରୁ ଦୁଃଖ କଷ୍ଟ ଦୂର ହେବ । ଏହି ସମୟ ଆପଣଙ୍କ ପୂର୍ଣ୍ଣ ପାଖରେ ରହିବ । ଚାରିଆଡୁ ଲାଭ ହିଁ ଲାଭ ହେବ । ଧନ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସମ୍ପତିରୁ ଲାଭ ମିଳିବ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବେ । ଆଗାମୀ ଜୀବନ ସୁଖମୟ ହେବ ।

ମିଥୁନ ରାଶି : ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ମେହରବାନ ଅଛନ୍ତି । ଯଦି ଆପଣ ନୂଆ ଘର ବା ବାହନ କ୍ରୟ କରିପାରନ୍ତି । ବ୍ୟାପାରୀ ବର୍ଗଙ୍କୁ ଧନ ଲାଭ ହେବ । ଅନେକ ଅବସର ମିଳିବ । ଏହି ସମୟର ଭରପୁର ଲାଭ ଉଠାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *