ଅମାବାସ୍ୟା ଦିନ ଏହି 1 ଉପାୟ କରି ଦେଖନ୍ତୁ ଚମତ୍କାର, ବଦଳିଯିବ ଭାଗ୍ୟ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଯେପରି ସଙ୍କ୍ରାନ୍ତି, ପୂର୍ଣ୍ଣିମା ର ବିଶେଷ ମହତ୍ଵ ରହିଥାଏ ଠିକ ସେହିପରି ଅମାବାସ୍ୟା ମଧ୍ୟ କିଛି ଖାସ ମହତ୍ଵ ରହିଛି । ଅମାବାସ୍ୟା ଦିନ ଘରେ ଏମିତି କିଛି ଛୋଟ ମୋଟ ଉପାୟ କରିବା ଦରକାର ଯାହା ଦ୍ଵାରା ସୁଖ ସମୃଦ୍ଧି ତିଷ୍ଠି ରହିବ । ଅମାବାସ୍ୟା ଦିନ ଯଦି ସମ୍ଭବ ହୁଏ ତେବେ ବ୍ରାମହଣ ଙ୍କୁ ଘରକୁ ଡାକି ତାଙ୍କୁ ଖାଦ୍ୟ ଭୋଜନ କରାଇବା ସହ କିଛି ଦାନ ଦକ୍ଷିଣା କରନ୍ତୁ । ଆଜି ଆମେ ଆପଣ ମାନଙ୍କୁ ଘରର ସୁଖ ସମୃଦ୍ଧି ବଜାୟ ରହିବ ସହ ଆର୍ଥିକ ସ୍ଥିତ ରେ ସୁଧାର ଆଣିବା ପାଇଁ କିଛି ଉପାୟ ମାନ ବିଷୟରେ କହିବାକୁ ଯାଉଛି । ଯାହା ଫଳରେ ଆପଣ ମାନେ ନିଶ୍ଚିନ୍ତ ଭାବେ ସଫଳ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହାକୁ ଆପଣ ମାନେ ପ୍ରତେକ ମାସରେ ଯେଉଁ ଅମାବାସ୍ୟା ପଡିଥାଏ ସେଦିନ ହିଁ କରିବାକୁ ହେବ । ଅନ୍ୟ କୌଣସି ଦିନରେ କରିଲେ ଏହା କିଛି ବି କାମ କରିବା ନାହି । ଏହି ଉପାୟ ଟି ଆପଣଙ୍କୁ କେବଳ ଅମାବାସ୍ୟା ଦିନ କରିବାକୁ ହେବ । ଅମାବାସ୍ୟା ଦିନ ନିଜ ଘରକୁ ଭଲ ଭାବେ ସଫା ସୁତୁରା କରନ୍ତୁ ।

ଯେତେ ଅଦରକାରୀ ଜିନିଷ ଥିବା ତାହାକୁ ବାହାରକୁ ଫିଙ୍ଗି ଦିଅନ୍ତୁ ନଚେତ କାହାକୁ ବିକ୍ରି କରି ଦିଅନ୍ତୁ । ଯଦି ଆପଣଙ୍କ ଘରେ ଛିଣ୍ଡା କଣା, ଚିରା କାଗଜ, ଭଙ୍ଗା କାଚ ବା ବୋତଲ ରହିଛି ତାହାକୁ ବାହାରକୁ ଫିଙ୍ଗି ଦିଅନ୍ତୁ । ପ୍ରତେକ ଅମାବାସ୍ୟା ଦିନ ନିଜ ଘରକୁ ଭଲ ଭାବେ ସଫା କରିବା ପରେ ୫ଟି ସୁଗନ୍ଧ ଧୂପ ଘରେ ଲଗାନ୍ତୁ । ଏହା ୧୨ଟି ଅମାବାସ୍ୟା ଯାଏଁ ଆପଣଙ୍କୁ କରିବାକୁ ହେବ ।

ମାତ୍ର ୫ଟି ଧୂପକାଠି ଆପଣଙ୍କୁ ୧୨ଟି ଅମାବାସ୍ୟା ଦିନ ଘରେ ବ୍ୟବହାର କରିବାକୁ ହେବ । ଏଥିରେ କୌଣସି ବି ଖର୍ଚ୍ଚ ଅଧିକ ନାହି । କିନ୍ତୁ ଗୃହକୁ ଅମାବାସ୍ୟା ଦିନ ହିଁ ସଫା କରିବେ । ଆଉ ଏକ କଥା ମନେ ରଖିବେ କି ଆପଣଙ୍କ ଘରର କବାଟ ଖୋଲିବା ବାଆ ବନ୍ଦ କରିବା ସମୟରେ ଯଦି କୌଣସି କର୍କଟ ଶବ୍ଦ ହେଉଛି ଏବେ ବହୁତ ଜଲ୍ଦି ଏହାକୁ ଠିକ କରନ୍ତୁ ।

ନଚେତ କବାଟ ବଦଳାଇବାର ଥିଲେ ବଦଳାଇ ଦିଅନ୍ତୁ । କବାଟ ଶବ୍ଦ ହେଲେ ଘରେ ନାକାରାତ୍ମକତା ବଢିଥାଏ । ତେବେ ଘରେ ଯେତେ ବି ଅପରିଷ୍କାର ଜିନିଷ ତାହାକୁ ଅମାବାସ୍ୟା ଦିନ ବାହାରକୁ ଫିଙ୍ଗିବା ଦ୍ଵାରା ଘରେ ଥିବା ଖରାପ ଶକ୍ତି ର ବାସ ମଧ୍ୟ ଚାଲି ଯାଇଥାଏ । ତେବେ ଏହି ସବୁ ଉପାୟମାନ ଅମାବାସ୍ୟା ଦିନ କରିଲେ ଜୀବନରେ ସୁଖ ଶାନ୍ତି ର ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *