ଆଁଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ, ଗୋଡ ବିନ୍ଧା ମୂଳରୁ ଦୂର ହେବ, ବାସ କ୍ଷୀରରେ ଏହି 1 ଜିନିଷ ଫୁଟାଇ ପିଇନିୟନ୍ତୁ

ବନ୍ଧୁଗଣ ଯଦି ଆପଣଙ୍କର ଆଁଠୁ ଗଣ୍ଠି ବିନ୍ଧା ବା ଅଣ୍ଟା ବିନ୍ଧା ସମସ୍ୟା ଅଛି ବା କୌଣସି ପ୍ରକାରର ଜଏଣ୍ଟ ହେଉଛି ତେବେ ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛି । ଏହି ରେମେଡି ଆପଣ ନିଜ ଘରେ ମାତ୍ର 5 ମିନିଟ ରେ ପ୍ରସ୍ତୁତ କରିପାରିବେ । ପ୍ରତିଦିନ ସେବନ କରିପାରିବେ । ଜଏଣ୍ଟ ପେନ ହେବାର ମୁଖ୍ୟତଃ 3ଟି କାରଣ ହୋଇଥାଏ ।

ଯଥା କ୍ୟାଲସିୟମ ଡେଫିସେନ୍ସ, ଜଏଣ୍ଟ ମଧ୍ୟରେ ଥିବା ଗିରିଶ ଘଷି ହେବ କାରଣରୁ ଓ ଇନଫେକସନ ହୋଇଥିବା କାରଣରୁ । ଏବେ ଆସନ୍ତୁ ଜାଣିବା ଏହାକୁ କେମିତି ବନାଇବେ ଓ ଏହାର ସେବନ କିପରି କରିବେ । ଜଏଣ୍ଟ ପେନ ସମସ୍ଯା ଦୂର କରିବା ପାଇଁ ଆବଶ୍ୟକ ଅଦା ଓ ହଳଦୀ । ଏହି 2ଟି ସାମଗ୍ରୀ କୁ ବ୍ୟବହାର କରିଲେ ଏଥିରୁ ମିଳିଥିବା ପୋଷାକ ତତ୍ତ୍ଵ ଜଏଣ୍ଟ ମଧ୍ୟରେ ଥିବା ଫୁଲା କମ କରିବ ।

ଏହା ସହ ଜଏଣ୍ଟ ରେ ଯେଉଁ କାର୍ଟେଲାଇଜ ଖସି ଯାଇଥିବ ତାହା ରିପାର ହେବ । ଏହାର ମୁଖ୍ୟ କାରଣ ଓଜନ ଅଧିକ ହେବା ଓ କୋଲେଜନ କମ ହୋଇଯିବା । ଯାହା କାର୍ଟେଲାଇଜ କୁ ବନାଇବାରେ ସାହାର୍ଯ୍ୟ କରେ । ବୟସ ହେବା ସହ କାର୍ଟେଲାଇଜ କମ ହେବାକୁ ଲାଗିଥାଏ । ତେଣୁ ଡାଏଟ ରେ ଏମିତି କିଛି ଖାଦ୍ୟ ସାମିଲ କରିବା ଉଚିତ ହୋଇଥାଏ । ଏଣୁ ବିଲାତି, କୋବି, ଚିକେନ, ଅଣ୍ଡା ରେ ଥିବା ଧଳା ଅଂସ, ସବୁଜ ପନିପରିବା ଖାଇବା ଉଚିତ ।

ତୃତୀୟ ସାମଗ୍ରୀ ହେଉଛି ଡାଲଚିନି । ଯାହା ଜଏଣ୍ଟ ର କାର୍ଟେଲାଇଜ କୁ ବଢାଇଥାଏ । ଶେଷ ସାମଗ୍ରୀ ହେଉଛି ଗୋଲମରୀଚ । ଏଥିରୁ ମିଳିଥିବା ପୋଷାକ ତତ୍ତ୍ଵ ଜଏଣ୍ଟ ପେନ ରୁ ଆରାମ ଦେଇଥାଏ । ଏହି ରେମେଡି ବନାଇବା ବହୁତ ସହଜ ଅଟେ । ଏକ ପାତ୍ର ରେ ଏକ ଗ୍ଳାସ କ୍ଷୀର ନିଅନ୍ତୁ । କ୍ଷୀର ଫୁଟିବା ପରେ ଏକ ଚାମଚ ଅଦା , ଅଧା ଚାମଚ ହଳଦୀ, ଛୋଟ ଖଣ୍ଡ ଡାଲଚିନି, 3ରୁ 4ଟି ଗୋଲମରୀଚ କୁ ଗୁଣ୍ଡା କରି ଏଥିରେ ପକାନ୍ତୁ ।

ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ କ୍ଷୀର ଭାବେ ଭାବେ ନ ଫୁଟିଛି । ଏହା ପରେ ଏକ ପାତ୍ର କୁ ଛାଣି ନିଅନ୍ତୁ । ଏହାର ଟେଷ୍ଟ ବଢାଇବା ପାଇଁ ମହୁ ବା ମିଶ୍ରି ଆଡ କରନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ଏହାର ପ୍ରୟୋଗ ସେମିତି କରିବାକୁ ହେବ । ଏହାକୁ ଦିନକୁ ମାତ୍ର ଥରେ ସେବନ କରିବାକୁ ହେବ ।

21 ଦିନ ଯାଏଁ ଏହାର ଲଗାତାର ସେବନ କରିଲେ ବହୁତ ଫାଇଦା ଦେଖିବାକୁ ମିଳିବ । ସକାଳୁ ଜଳଖିଆ କରିବାର ଅଧା ଘଣ୍ଟା ପରେ ବା ସନ୍ଧ୍ୟା ରେ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଏହାର ସେବନ କରି ପାରିବେ । ଧ୍ୟାନ ରଖିବେ ଖାଦ୍ୟ ଖାଇବାର ତୁରନ୍ତ ପରେ ଏହାର ସେବନ କରିବେ ନାହିଁ । କିଛି ସମୟ ଗ୍ଯାପ ଦେଇ ଏହାର ସେବନ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *