ଆସନ୍ତା ସଙ୍କ୍ରାନ୍ତି ପୂର୍ବରୁ ଏହି 4ଟି ରାହିରେ ହେବ ଧନର ବର୍ଷା- Jyotisha Shastra

ଆଜି ଆମେ କହିବା ପାଇଁ ଯାଉଛୁ ଯେଉଁ ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ଦୟା ରହି ଯାଇଛି । ଆପଣ ଜାଣି ଥିବେ କି ଆଜି କାଲୀ ସମାଜରେ ଧନ ର ଚାହିଦା ଅନେକ ଅଛି । ଯାହା ପାଖରେ ଧନ ଅଛି ସେ ସମାଜରେ ସବୁ କିଛି ପାଇ ଯାଉଛି କିନ୍ତୁ ଯେ ସମାଜରୁ ବାଛନ୍ଦ ସେ ଧନବାନ ନୁହେଁ । ତେଣୁ ଧନ ଉପାର୍ଜନ କରିବା ସବୁ ଲୋକଙ୍କ ପାଇଁ ଏକ ଜରୁରୀ ହୋଇ ଯାଇଛି । ଏହ ବ୍ଯତୀତ କିଛି ଏହି ଭଳି ମଣିଷ ଅଛନ୍ତି କି ଯେଉ ମାନେ କିଛି ଅଳ୍ପ ଧନ କମେଇବା ପରେ ମଧ୍ୟ ଖୁଶି ଅଛନ୍ତି ଓ ଖୁବ ଜଲ୍ଦି ସେମାନେ ଧନ ବାନ ମଧ୍ୟ ହି ଯାନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଯଦି ଏହି ବ୍ୟକ୍ତି ମାନଙ୍କ ଉଓରେ ମା ଲକ୍ଷ୍ମୀ ଙ୍କ ଦୟା ରହି ଥାଏ ତେବେ ସେ ନିଶ୍ଚିତ ଭାବେ ସମମାଜରେ ଖୁବ ସଫଳ ହୋଇ ଥାଏ । ତେବେ ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ମାନନକ ଉପରେ ଆସନ୍ତା ସଂକରାନ୍ତି ରୁ ମା ଲକ୍ଷ୍ମୀ ଙ୍କ କୃପା ହେବା ପାଇଁ ଯାଉଛି । ଏହି ରାଶି ଗୁଡିକ ହେଲେ ମେଷ, କୁମ୍ଭ, ତୁଳା, ମକର ରାଶି ।

ମେଷ ରାଶି – ଏହି ରାଶି ଉପରେ ମା ଲକ୍ଷ୍ମୀ ଙ୍କ ଦୟା ହେବା ପାଇଁ ଯାଉଛି ତେଣୁ ଆପଣ ସବୁ କାମରେ ସଫଳ ହେବେ । ଆପଣ କିଛି ଭଲ କାମ ଦ୍ଵାରା ନିଜ ନାମ କୁ ସମାଜରେ ମଧ୍ୟ ଖୁବ ଉପରେ ରଖୀ ପାରିବେ । ଆପଣ ଏହି ସମୟରେ ଯେଉଁ ଜାଗାରେ ନିଜ ପାଇଁ ଚାକିରି ଖୋଜିବା ପାଇଁ ଯିବେ ସେହି ଜାଗାରେ ଆପଣ ନିଶ୍ଚିତ ଭାବେ କାମ ପାଇ ଯିବେ । ଆପଣ ଏହି ସମୟରେ ଯାହା ଭି କରିବେ ସାନ୍ତ ମନରେ କରିବେ କେବେଭି ଆପଣ ରାଗିକି କିଛି ନିସ୍ପତି ନିଅନ୍ତୁ ନି ।

କୁମ୍ଭ ରାଶି – ଏହି ରାଶିର ଲୋକମାନଙ୍କ ସବୁ ସମସ୍ଯା ଦୂର ହୋଇଯିବ । ଆପଣ ଯାହା ଚାହିଁଲେ ମଧ୍ୟ ଆପଣ ଏହି ସମୟରେ ସବୁ କିଛି କରି ପାରିବେ । ଆପଣ ଏହି ସମୟରେ କିଛି ଭଲ ସାମାଜିକ କାମରେ ନିଜକୁ ବ୍ୟସ୍ତ ରଖିବେ । ବିଦ୍ୟାର୍ଥୀ ମାନେ ନିଜ କାମରେ ଖୁବ ଭଲ ପ୍ରଦର୍ଶନ କରିବେ ।

ତୁଳା ରାଶି – ମା ଙ୍କ ଅକୃପାରୁ ଆପଣଙ୍କୁ ସବୁ ପ୍ରକାର ସୁଖ ପାଇବା ପାଇଁ ଯାଉଛନ୍ତି । ଆପଣ ଏହି ସମୟରେ କେବଳ ଧନ ରୋଜଗାର କରିବେ ତାହା ନୁହେଁ ଆପଣ ଏହି ସମୟରେ କେବଳ ନିଜ କାମ କିମ୍ବା ନିଜ କାମ ସହ ଜଡିତ ଶୁଭ ଖବର ତାହା ନୁହେଁ । ଆପଣ ନିଜ ପରିବାର ପାଖରୁ ମଧ୍ୟ ଖୁବ ଭଲ ଖବର ପାଇବା ପାଇଁ ଯାଉଛନ୍ତି ।

ମକର ରାଶି – ଏହି ରାଶିର ଲୋକମାନେ ମା ଲକ୍ଷ୍ମୀ ଙ୍କ ଦୟା ଅପାଇବା ପାଇଁ ଯାଉଛନ୍ତି । ଆପଣ ଜାଣି ଥିବେ କି ଏହି ରାଶିର ଲୋକମାନେ ଯାହା ହେଲେ ଭି କିଛି ନା କିଛି ଭଲ କାମ ରେ ନିଜକୁ ନିଯୁକ୍ତି କରିବେ । ଆପଣ ଯାହା ଭି କାମ କରିବେ ତାହା ମା ଲକ୍ଷ୍ମୀ ଙ୍କ ଦୟା ରୁ ସଫଳ ହେବେ । ଆପଣ ଏହି ସମୟରେ ଅନେକ ଧନ ଲାଭ କରିବା ପାଇଁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *