ଘରେ ରଖିଥିବା ଏହି ଜିନିଷ ପଇସାକୁ ପାଣି କରିଦିଏ, ଯେତେ ବି ଚାହିଁଲେ ରୁହେ ନି ପଇସା

ଆସନ୍ତୁ ଜାଣିବା ଘରେ ଧନ ସମ୍ପତି ବୃଦ୍ଧି କରିବା ପାଇଁ କଣ କରିବା । ବନ୍ଦ ପଡିଥିବା ଘଡି ସେ କାନ୍ଥ ଘଣ୍ଟା ହେଉକି ହାତ ଘଣ୍ଟା ହେଉ ଯଦି ଆପଣ ବହୁତ ଦିନ ପର୍ଯ୍ୟନ୍ତ ବ୍ଯବହାର କରୁନାହାନ୍ତି ତେବେ ତାହା ବନ୍ଦ ହୋଇଯାଇଥାଏ । ଏମିତିରେ ଆପଣ କଣ କରିବେ । ତାକୁ ବ୍ଯାଟେରୀ ଲଗାଇ ରଖନ୍ତୁ ନହେଲେ କୌଣସି ଆବଶ୍ୟକ କରୁଥିବା ଲୋକଙ୍କୁ ଦେଇ ଦିଅନ୍ତୁ । ବନ୍ଦ ପଡିଥିବା ଘଣ୍ଟା ସିଧା ଭାଗ୍ୟ ସହିତ କନେକ୍ଟ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ପ୍ରଗତି ଓ ସଫଳତା ମଧ୍ୟ ରୋକୀ ହୋଇଯାଇଥାଏ ।

ଭଙ୍ଗା ରୁଜା କୁରୁସି ଚେୟାର ବା ସୋଫା ଏହି ସବୁ ଜିନିଷକୁ ଯେତେ ଶୀଘ୍ର ରିପେୟାର କରନ୍ତୁ ନହେଲେ ଫୋପାଡି ଦିଅନ୍ତୁ । ଏହି ଜିନିଷ ମଧ୍ୟ ପଇସା ଆସିବା ବାଟକୁ ରୋକୀ ଥାଏ ।


ଯଦି ଆପଣଙ୍କ ଘରେ ଅଳନ୍ଧୁ ବା ବୁଢିଆଣୀ ବସା ଥାଏ ତେବେ ଏହାକୁ ତୁରନ୍ତ ହଟାନ୍ତୁ । ସବୁ ଶନିବାର ଦିନ ବୁଢିଆଣୀ ବସା ହଟାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଖରାପ ଦିନ ଭଲ ଦିନରେ ବଦଳି ଜୀବ । ଏହା ରହିବା ଦ୍ଵାରା ଘରେ ବାସ୍ତୁ ଦୋଷ ବାହାରି ଥାଏ ଏହା ଘରେ ବା ଦୋକାନରେ ରହିଲେ ଅଶୁଭ ହୋଇଥାଏ ।


ଅଚଳ ହୋଯାଇଥିବା ଆଲମାରି ଯାହା ଖରାପ ହୋଇଯାଇଥିବ ବା ବ୍ଯବହର ହେଉନଥିବା ତାକୁ ଫୋପାଡି ଦେବ ନେହେଲେ ତାକୁ ସଜାଡିକି ବ୍ୟବାହାର କରିବେ । ଯଦି ସେମିତି ରଖିବେ ତେବେ ଯାହା ପଇସା ସେଭ କରିଥିବନେ ତାହା ସବୁ ପାଣି ଭଳି ବହିଯିବ । କାରଣ ଆଲମାରୀକୁ ବେକାରରେ ଖୋଲା ରହିବା ଉଚିତ ହୋଇନଥାଏ । ଏମିତି କରିବାଦ୍ଵାରା ସବୁ କାମରେ ପତିବନ୍ଧକ ଆସିଥାଏ ।


କିଛି ଏମିତି ଫୋଟ ମଧ୍ୟ ରହିଥାଏ ଯାହା ଘରେ ନକରାତ୍ମକତା ଆଣିଥାଏ । ତାହା ହେଉଛି ନଟରାଜଙ୍କ ମୂର୍ତି ଜମାବି ଘରେ ରଖିବା ଠିକ ହୋଇନଥାଏ । କଣ୍ଟା ଯୁକ୍ତ ଗଛ , ବୁଡି ଯାଉଥିବା ଜାହାଜ, ତାଜମହଲ, ଜଙ୍ଗଲି ପଶୁ ଏହି ସବୁ ଜିନିଷ ରଖିଲେ ଜୀବନରେ ଭଲ ଜିନିଷ ହେବା ବନ୍ଦ ହୋଇଯିବ । ଏହି ସବୁ ଜିନିଷ ଘରେ ବସ୍ତୁ ଜନିତ ସମସ୍ଯା ଉତ୍ପନ କରିଥାଏ । ଆଉ ଲକ୍ଷ୍ମୀ ମାତା ଏହି ଘରେ ରହିବାକୁ ମନ ମଧ୍ୟ କରିବେ ନହିଁ । କାଚର ମଧ୍ୟ ଭଙ୍ଗା ଜିନିଷ ଘରେ ରଖନ୍ତୁ ନହିଁ ।


କେବେ କେବେ ପୁରୁଣା କପଡା ସବୁ ଆମେ ପୁଟୁଳି ବନାଇ ରଖୀ ଦେଇଥାଉ । ଏହି ଗଣ୍ଠିଲି ଆପଣଙ୍କ ଉପରେ ଭାରି ନପଡିଯିବ ଶେଥି ଲାଗି ଏହି ଜିନିଷକୁ ହଟାଇ ଦିଅନ୍ତୁ । ବ୍ଯବହର ହେଉନିତ କାହାକୁ ଦାନ କରି ଦିଅନ୍ତୁ । ଅନ୍ୟର ମଧ୍ୟ ଭଲ ହେବ ଆପଣଙ୍କ ଗ୍ରହ ମଧ୍ୟ ମଜଭୁତ ହୋଇଯିବ । ଯଦି ଘରେ ଧନ ସମପତିର ବୃଦ୍ଧି ହେବାକୁ ଚାହୁଁ ଛନ୍ତି ତେବେ କୌଣସି ଗରିବାକୁ ଖାଇବା ଜିନିଷ ଦାନ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *