ଘରର ପ୍ରବେଶ ଦ୍ଵାରରେ ରଖନ୍ତୁ ନହିଁ ଏହି ୫ ଟି ଜିନିଷ ନହେଲେ ମା ଲକ୍ଷ୍ମୀ ଘରେ ପ୍ରବେଶ କରିବେ ନାହିଁ 

ଘର ଯେଉଁ ମୁଖ୍ୟ ଦ୍ଵାରା ହୋଇଥାଏ ତାହା ଘରର ପ୍ରମୁଖ ସ୍ଥାନ ହୋଇଥାଏ । ସେହି ମୁଖ୍ୟ ଦ୍ଵାରା ମାଧ୍ୟମରେ ଘରେ ଭଲ ଖରାପ ଶକ୍ତି ପ୍ରବେଶ କରିଥାଏ । ଯଦି ମୁଖ୍ୟ ଦ୍ଵାରର ବାସ୍ତୁ ଠିକ ହେବନି ଆଉ ମୁଖ୍ୟ ଦ୍ଵାରେ ଏମିତି ଜିନିଷ ରଖାଯାଇଛି ଯାହା ନକରାତ୍ମକ ଜିନିଷକୁ ଆକର୍ଷିତ କରିଥାଏ । ଏହା ଦ୍ଵାରା ଧନର କମି ହୋଇଥାଏ ଓ ଘରେ କ-ଳି ଝ-ଗ-ଡା ହୋଇଥାଏ । ପ୍ରବେଶ ଦ୍ଵାରରେ ବହୁତ ଅଧିକ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ ।

ପ୍ରବେଶ ଦ୍ଵାରକୁ ଏହିଭଳି ରଖିବା ଦରକାର ଯେମିତିକି ଆପଣଙ୍କ ଘରେ ସୁଖ ସମୃଧିର ବୃଦ୍ଧି ହେବ । ଆଉ ସକାରାତ୍ମକ ଊର୍ଜାର ସଂଚାର ହେବ । ନିଜ ପ୍ରବେଶ ଦ୍ଵାରକୁ ବହୁତ ସଫା ସୁତୁରା ରଖିବା ଆବଶ୍ୟକ ହୋଇଥାଏ । କୌଣସି ପ୍ରକରର ଅବରୋଧ ନିଜ ପ୍ରବେଶ ଦ୍ଵାରରେ ହେବା ଉଚିତ ନୁହେଁ ।

ପ୍ରବେଶ ଦ୍ଵାରେ କେବେବି ଜୋଟା ଚପଲ ରଖିବା ଉଚିତ ନୁହେଁ । ଘରର ପ୍ରବେଶ ଦ୍ଵାରରେ ରଙ୍ଗୋଲି ବନାନ୍ତୁ ଶୁଭ ଲାଭ ଲେଖନ୍ତୁ । ପ୍ରତିଦିନ ପୂଜା କରିବା ସମୟରେ ଗଙ୍ଗା ଜଳ ଛିଞ୍ଚନ୍ତୁ । ଫୁଲ ମାଳରେ ପ୍ରବେଶ ଦ୍ଵାରକୁ ସଜାନ୍ତୁ । ଏମିତି କରିବା ଦ୍ଵାରା ପ୍ରବେଶ ଦ୍ଵାରରେ ଶକରତ୍ମକତା ଉତ୍ପନ ହୋଇଥାଏ । ପ୍ରବେଶ ଦ୍ଵାରକୁ କେବେବି ଅନ୍ଧାର ରଖିବା ଉଛି ନୁହେଁ ।

ଯେଉଁଠି ଅନ୍ଧାର ହୋଇଥାଏ ସେଠାରେ ଖରାପ ଶକ୍ତିର ଉତ୍ପନ ହୋଇଥାଏ । ଘରେ ରହିଥିବା ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଘର ଶୁଭତା ପାଇଁ ମୁଖ୍ୟ ଦ୍ଵାରରେ ଗଣେଶଙ୍କ ଫୋଟୋ ମଧ୍ୟ ଲଗାଇ ପାରିବେ । କିନ୍ତୁ ଯଦି ଆପଣ ଭୁଲ ଭାବରେ ଲଗାଇବେ ତେବେ ଏହାର ଓଲଟା ପ୍ରଭାବ ପଡିଥାଏ । ସବୁବେଳେ ଗଣେଶଙ୍କ ଫୋଟୋ ଘରର ଭିତରକୁ ମୁହଁ ଓ ପିଠି ବାହାରକୁ ରହିବା ଦରାକାର ଏହା ବହୁତ ଶୁଭ ହୋଇଥାଏ ।


ଯଦି ସେମିତି ଲଗାଯାଏ ତେବେ ଏହାର ଅର୍ଥ ସେ ଘରୁ ବାହାରକୁ ଯାଉଛନ୍ତି । ମା ଲକ୍ଷ୍ମୀଙ୍କର ପାଦ ସବୁବେଳେ ଘର ଆଡକୁ ରହିବା ଦରକାର ହୋଇଥାଏ । ଆଉ ଏମିତି କରନ୍ତୁ ନହିଁକି ଲୋକ ଜୀବା ଆସିବା ବେଳେ ତାଙ୍କର ପାଦ ଏଠାରେ ପଡିବ । କୌଣସି ପ୍ରକାର ବାସ୍ତୁ ଡୋସାକୁ ଦୂର କରିବା ପାଇଁ ଘର ମୁଖ୍ୟ ଦ୍ଵାରରେ ତୁଲସୀ ଗଛ ନିଶ୍ଚିତ ରୂପରେ ଲଗାଇବା ଆବଶ୍ୟକ ହୋଇଥାଏ । ତୁଲସୀ ଗଛ ଯେଉଁ ଘରର ପ୍ରବେଶ ଦ୍ଵାରରେ ରହିଥାଏ ସେହି ଘରେ ସକାରାତ୍ମକ ଊର୍ଜାର ପ୍ରବେଶ ହୋଇଥାଏ ।

ଆଉ ସମସ୍ତ ପ୍ରକାର ବାସ୍ତୁ ଦୋଷର ନିବାରଣ ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ଲାଇଟ କଲର କି ସୁନାର କଲର ଥିବା ଦରକାର । କଳା କଲର କବାଟ କେବେବି ଲଗାଇବା ଉଚିତ ନୁହେଁ । ଆଉ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଘର ମୁଖ୍ୟ ଦ୍ଵାରା ଖୋଲିବା ସମୟରେ କି ବନ୍ଦ କରିବା ସମୟରେ ଶବ୍ଦ ହେବା ଅନୁଚିତ ହୋଇଥାଏ । ଯଦି ଏମିତି ହେଉଛି ତେଲ ଦେଇ ତାକୁ ତୁରନ୍ତ ଠିକ କରନ୍ତୁ । ଏହି ଧ୍ୱନି ନକରାତ୍ମକ ଊର୍ଜା ଘରେ ପ୍ରବେଶ କରାଇ ଥାଏ ।

Leave a Reply

Your email address will not be published. Required fields are marked *