ଅଟାରେ ତୁଳସୀପତ୍ର ପକାଇ ରଖିଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ … ଆଜିର ଅନୁଚିନ୍ତା ।

ବନ୍ଧୁଗଣ ଦୁନିଆରେ ଏମିତି କିଛି ନୀତି ନିୟମ ରହିଛି ଯାହା ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଛି । ଯାହା କି ମନୁଷ୍ୟ ପାଳନ କରିବା ଉଚିତ । ଆଜି ଆମେ ଜାଣିବା ଏମିତି ଏକ ଅନୁଚିନ୍ତା ବିଷୟରେ ଯାହା ହୁଏ ତ ଆପଣ ମାନେ ପୂର୍ବରୁ ଜାଣି ନ ଥିବେ । 1- ପ୍ରତେକ ଶନିବାର ଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରି ପୂଜା କରିବା ଶୁଭ ହୋଇଥାଏ । ଏହା ଦ୍ଵାରା ଧନ ସମ୍ପଦ ପ୍ରାପ୍ତ ହୋଇଥାଏ ।

2- ଗୁପ୍ତ ଧନର ସଂକେତ ପ୍ରାପ୍ତ କରିବା ପାଇଁ ନୂଆ ତାଲା କିଣି ଲାଲ କପଡାରେ ବାନ୍ଧି ବୁଧବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ବେଲଗଛ ମୂଳରେ ଗାତ ଖୋଳି ପୋତିବା ଦ୍ଵାରା ତାହା ମିଳିଥାଏ ।

3- ଅଚାନକ ଧନ ପ୍ରାପ୍ତି ପାଇଁ ବା ସୋଇଥିବା ଭାଗ୍ୟକୁ ଜାଗୃତ କରିବା ପାଇଁ ବୁଧବାର ଦିନ ଦେଢ କିଲୋ ବାଜରା ଅଟା ରେ ଦେଢ କିଲୋ ଗୁଡ ମିଶାଇ ଗାଈ କୁ ଖୁଇବା ଦ୍ଵାରା ତାହା ମିଳିଥାଏ ।

4- ଯଦି ବାରମ୍ବାର ଧନହାନି ହେଉଥାଏ ତେବେ ଗୁରୁବାର ଦିନ ଘରର ମୁଖ୍ୟ ଦ୍ଵାରରେ ଅଭୀର ପକାଇ ଦୁଇ ମୁଖ୍ୟ ଦୀପ ଜଳାଇଲେ ଶୁଭ ହୋଇଥାଏ ।

5- ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରିଲେ ଶୁଭ ହୋଇଥାଏ । ଏହା ସହ ଘରେ ସୁଖ ଶାନ୍ତିର ଅଭାବ ହୋଇ ନ ଥାଏ । ଘରେ ସ୍ତ୍ରୀଙ୍କ ସହ ଦୁର୍ବ୍ୟବହାର କରିବା ଅନୁଚିତ । ଏହା ଦ୍ଵାରା କଳହ, ନିରାଶା, ଦାରିଦ୍ରତା ବୃଦ୍ଧି ହୋଇଥାଏ ।

6- ସକାଳୁ କୌଣସି କାମରେ ଘରୁ ବାହାରକୁ ଯିବା ସମୟରେ ମିଠା ଖାଦ୍ଯ ଖାଇଲେ କାର୍ଯ୍ୟ ସଫଳ ହୋଇଥାଏ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ବାରମ୍ବାର ଅସାନ୍ତି ହେଉଥିଲେ ଶୁକ୍ରବାର ଦିନ ଶୋଇବା ଘରେ ପକ୍ଷୀ ଯୋଡା ଙ୍କ ଫୋଟୋ ଲଗାଇଲେ ଲାଭ ପ୍ରାପ୍ତ ହୋଇଥାଏ ।

7- ଘରେ ସ୍ଥାୟୀ ଭାବେ ସୁଖ ସମୃଦ୍ଧି ପ୍ରାପ୍ତ ପାଇଁ ଓସ୍ତ ଗଛ ଛାଇରେ ଠିଆ ହୋଇ ଓସ୍ତ ମୂଳରେ ଜଳରେ କ୍ଷୀର, ଘିଅ, ମିଶ୍ରି ମିଶାଇ              ଅର୍ପଣ କରିଲେ ଲାଭପ୍ରଦର ହୋଇଥାଏ ।

8- କାର୍ଯ୍ୟରେ କୌଣସି ବାଧା ଆସୁଥାଏ ଓ ସଂପୂର୍ଣ୍ଣ ହୋଇପାରୁ ନ ଥାଏ ତେବେ ଶୁକ୍ରବାର ଦିନ କଳା ପିମ୍ପୁଡିକୁ ଚିନୀ ଖାଇବା ଦ୍ଵାରା ଏହା ଦୂର ହୋଇଥାଏ ।

9- ସନ୍ଧ୍ୟା ସମୟରେ ସୁଖୀ ଯାଇଥିବା କୂଅ ପାଖରେ ଦୀପ ଜାଳି ପଛକୁ ନ ଦେଖି ଆସିବା ଦ୍ଵାରା ଶୁଭ ହୋଇଥାଏ ଓ ଅଚାନକ ଧନ ପ୍ରାପ୍ତି ହେବ ସହ ଶତ୍ରୁ ଦମନ ହୋଇଥାଏ ।

10- କୌଣସି ଦିନ ବିନା କାରଣରେ ମନ ପ୍ରସନ୍ନ ରୁହେ ଓ ମୁଖ ମୁଣ୍ଡରେ ହସ ଏବଂ ଖୁଶିର ଝଲକ ଦେଖାଯାଏ ତେବେ ଜୀବନରେ ଅନୁକୁଳ ପରିସ୍ଥିତି ପ୍ରାପ୍ତ ହେବାର ସଂକେତ ଦେଇଥାଏ ।

11- ଅଟା ରଖୁଥିବା ସ୍ଥାନରେ 5ଟି ତୁଳସୀ ପତ୍ର ଓ 2ଟି କେଶରର ଦାନା ରଖିବା ଦ୍ଵାରା ଶୁଭ ହୋଇଥାଏ । ଶନିବାରରେ ଚଣା ମିଶାଇ ଅଟା ପେଷିବା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହୁଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ୍ଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *