15+ GK : ଶକୁନି କେଉଁ ରାଜ୍ୟର ରାଜା ଅଟନ୍ତି ? ମହାଭାରତ ସହ ଜଡିତ ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ ।

ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ମହାଭାରତ ଯୁଦ୍ଧ ଲଗାତାର କେତେ ଦିନ ଧରି ଚାଲିଥିଲା ?

ଉତ୍ତର- 18 ଦିନ ।

2- ମହାଭାରତ ଅନୁସାରେ ଦୁର୍ଯୋଧନ ଙ୍କ ଭଉଣୀ କିଏ ?

ଉତ୍ତର- ଦୁଃସାଲା ।

3- ଦୁଃସାଲ କାହାକୁ ବିବାହ କରିଥିଲେ ?

ଉତ୍ତର- ଜୟଦ୍ରଥ ।

4- କର୍ଣ୍ଣ ଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ କଣ ଥିଲା ?

ଉତ୍ତର- ବୃଷାଲି ।

5- କର୍ଣ୍ଣ ଙ୍କ କେତୋଟି ସ୍ତ୍ରୀ ଥିଲେ ?

ଉତ୍ତର- 2 ।

6- କର୍ଣ୍ଣ ଙ୍କ ଦ୍ଵିତୀୟ ସ୍ତ୍ରୀଙ୍କ ନାମ କଣ ଥିଲା ?

ଉତ୍ତର- ଉର୍ବୀ ।

7- କିଏ କୁନ୍ତୀ ଙ୍କ ପ୍ରିୟ ପୁତ୍ର ଥିଲେ ?

ଉତ୍ତର- ଅର୍ଜୁନ ।

 

8- କର୍ଣ୍ଣ ଙ୍କ କେତୋଟି ପୁତ୍ର ଥିଲେ ?

ଉତ୍ତର- 9 ଜଣ ।

9- ଦ୍ରୋଣାଚାର୍ଜ୍ୟ ଙ୍କ ପୁତ୍ରଙ୍କ ନାମ କଣ ଥିଲା ?

ଉତ୍ତର- ଅଶ୍ଵଥାମା ।

10- ଅଶ୍ଵଥାମା ଙ୍କ ମାତାଙ୍କ ନାମ କଣ ଥିଲା ?

ଉତ୍ତର- କୃପି ।

11- ଅଭିମନ୍ୟୁ ଙ୍କ ପୁତ୍ରଙ୍କ ନାମ କଣ ଥିଲା ?

ଉତ୍ତର- ପରୀକ୍ଷିତ ।

12- ଶକୁନି କେଉଁ ରାଜ୍ୟର ରାଜା ଅଟନ୍ତି ?

ଉତ୍ତର- ଗାନ୍ଧାର ।

13- ପିତାମହ ଭୀଷ୍ମ ଙ୍କ ଶଙ୍ଖ ର ନାମ କଣ ?

ଉତ୍ତର- ପାଣ୍ଡରିକ ।

14- ପିତାମହ ଭୀଷ୍ମ ଙ୍କ ପିଲାଦିନର ନାମ କଣ ଥିଲା ?

ଉତ୍ତର- ଦେବବ୍ରତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *