ତମ୍ବା ମୁଦି ଦୂର କରିବ ଧନର ସମସ୍ୟା, ଜାଣନ୍ତୁ 8ଟି ସହଜ ଉପାୟ..

ବନ୍ଧୁଗଣ ପ୍ରତେକ ଧାତୁ ର କିଛି ନା କିଛି ବିଶେଷ ମହତ୍ଵ ରହିଥାଏ । ଯେପରି କି ତମ୍ବା ମୁଦି ଟି ଗ୍ରହ ଦୋଷ ଶାନ୍ତ କରିଥାଏ । ଏହା ସହ ତମ୍ବା ମୁଦି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଲାଭଦାୟକ ହୋଇଥାଏ । ଏପରି ଏକ ଚମତ୍କାରୀ ଧାତୁ ହେଉଛି ତମ୍ବା । ତମ୍ବା ର ମୁଦି ବା କୌଣସି ଲକେଟ ଧାରଣ କରିବା ଦ୍ଵାରା ମଙ୍ଗଳ ଓ ସୂର୍ଯ୍ୟ ଗ୍ରହ ସାନ୍ତ ହୋଇଥାନ୍ତି । ଏହା ସହ ତମ୍ବା ମୁଦି ବାସ୍ତୁ ଦୋଷ କରିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆଜି ଆମେ ଜାଣିବା ତମ୍ବା ମୁଦି କିପରି ଧନ ଜନିତ ସମସ୍ଯା ଦୂର କରି ପାରିବ ।

1- ତମ୍ବା ଏପରି ଏକ ଧାତୁ ଅଟେ ଯାହାକୁ ଆଙ୍ଗୁଳି ରେ ଧାରଣ କରିଲେ ବ୍ୟକ୍ତି କୁ ସଫଳତା ବହୁତ ଜଲ୍ଦି ମିଳିଥାଏ । ବିଶେଷ କରି ଯେଉଁ ବ୍ୟକ୍ତି ଆଙ୍ଗୁଠି ରେ ସର୍ବଦା ତମ୍ବା ମୁଦି ରହିଥାଏ ସେମାନେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି ।

2- ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ କମଜୋର ଥିଲେ ତମ୍ବା ର ମୁଦି ପିନ୍ଧିବା ଦ୍ଵାରା ବହୁତ ଲାଭ ହୋଇଥାଏ । ଏହାକୁ ଧାରଣ କରିବା ଦ୍ଵାରା ବହୁତ ଜଲ୍ଦି ପ୍ରଭାବ ଦେଖିବାକୁ ମିଳିଥାଏ ।

3- ଯଦି କୌଣସି ବ୍ୟକ୍ତିଙ୍କର ସ୍କିନ ଜନିତ ସମସ୍ଯା ରହିଛି ତେବେ ତମ୍ବା ର ମୁଦି ବା ଲକେଟ ଧାରଣ କରିବା ଉଚିତ । ଏହା ଦ୍ଵାରା କୌଣସି ପ୍ରକାର ଚର୍ମ ରୋଗ ବା ଆଲର୍ଜି ହୋଇ ନ ଥାଏ । ଏହା କୌଣସି ବରଦାନ ଠାରୁ କମ ହୋଇ ନ ଥାଏ ।

4- ତମ୍ବା ର ସମ୍ପର୍କ ସୂର୍ଯ୍ୟ ଙ୍କ ସହ ହୋଇଥାଏ । ସୂର୍ଯ୍ୟ ଙ୍କୁ ପ୍ରତିଷ୍ଠା ଓ ସମ୍ମାନ ର ପ୍ରତୀକ ଭାବେ ବିଚାର କରାଯାଏ । ତମ୍ବା ମୁଦି ଧାରଣ କରିବା ଦ୍ଵାରା ବ୍ୟକ୍ତି କୁ ସମାଜ ରେ ଉଚ୍ଚ ପଦ ଓ ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତ ହୋଇଥାଏ ।

5- ରାତିରେ ଯଦି ଖରାପ ସ୍ଵପ୍ନ ଆସୁଥାଏ ତେବେ ତମ୍ବା ମୁଦି ପିନ୍ଧିବା ନିହାତି ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ଖରାପ ସ୍ଵପ୍ନ କେବେ ବି ଆସି ନ ଥାଏ ।

6- ଯଦି କୁଣ୍ଡଳୀ ରେ ସୂର୍ଯ୍ୟ ଦୋଷ ଅଛି ତେବେ ତମ୍ବା ର ମୁଦି ଧାରଣ କରିବା ଉଚିତ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ତମ୍ବା ଧାତୁ ଶାନ୍ତ ପ୍ରକୃତିର ହୋଇଥାଏ ଓ ଉତ୍ତାପ କୁ ଦୂର କରିଥାଏ । ତମ୍ବା କୁ ଧାରଣ କରିଲେ ମନ ଶାନ୍ତ ରହିଥାଏ ।

7- ଯେଉଁ ବ୍ୟକ୍ତି କୁ ଅଧିକ କ୍ରୋଧ ଆସୁଥାଏ ବା ଚିନ୍ତା ମୁକ୍ତ ରହିବାକୁ ଚାହିଁଥାଏ ସେହି କ୍ଷେତ୍ରରେ ତମ୍ବା ମୁଦି ପିନ୍ଧିବା ଉଚିତ ।

8- ତମ୍ବା ର ମୁଦି ଧାରଣ କରିଲେ ମୁହଁ ରେ ଥିବା ଦାଗ ଲିଭି ଯାଇଥାଏ । କୌଣସି ପ୍ରକାରର ଦାଗ ଥିଲେ ମଧ୍ୟ ତମ୍ବା ମୁଦି ପିନ୍ଧିଲେ ତାହା ଦୂର ହୁଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *