ବାଛନ୍ତୁ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ଓ ଜାଣନ୍ତୁ ଆପଣଙ୍କ ପାଇଁ ଅନ୍ୟ ମାନେ କଣ ଭାବୁଛନ୍ତି !

ବିଶାଳକାୟ ପୃଥିବୀରେ ଅନେକ ଲୋକ ଅଛନ୍ତି । ସମସ୍ତ ଲୋକଙ୍କର କିଛି ନା କିଛି ସମସ୍ତ ରହିରିଥାଏ । କେଉଁ ଲୋକଙ୍କର ଭଲ ଚିନ୍ତାଧାରା ଥାଏ ତ ଆଉ କିଛି ଲୋକଙ୍କର ଖରାପ ଚିନ୍ତାଧାରା ଥାଏ । ଅନେକ ଲୋକ ନିଜ କଥା ଛାଡି ଅନ୍ୟ କଥା ବହୁତ ଭାବନ୍ତି । ଆସନ୍ତୁ ଜାଣିବା ଭାବର ଲୋକ କଣ ଭାବୁଛନ୍ତି ଆପଣଙ୍କ ବିଷୟରେ । ପ୍ରଥମେ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ବାଛନ୍ତୁ । ଯଦି ଆପଣ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଥାନ୍ତି ।

ଅନ୍ୟ କୋକ ଆପଣନଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚହୁଁଛନ୍ତି । ଆପଣଙ୍କୁ ବହୁତ ଭଲ ପାଇଥାନ୍ତି । ସବୁ ସମୟରେ ଆପଣଙ୍କ ସହ ରହିବାକୁ ପସନ୍ଦ କରନ୍ତି । ବହୁତ ଯତ୍ନ ମଧ୍ୟ ନିଅନ୍ତି । ଆପଣଙ୍କ ଭଲମନ୍ଦ ବିଷୟରେ ମଧ୍ୟ ବହୁତ ଭାବନ୍ତି । ଆପଣ ତାଙ୍କ ସହ ରହିଲେ ବହୁତ ଖୁସିରେ ରହିବେ । ଆପଣ ବହୁତ ପରିଶ୍ରମୀ ହୋଇଥାନ୍ତି । ଆପଣ କେବେ କାହାକୁ ଦୁଃଖ ଦେବାକୁ ଚାହିଁନଥାନ୍ତି । ସମସ୍ତଙ୍କୁ ବହୁତ ସନମାନ କରନ୍ତି । ନିଜ ପରିଶ୍ରମ ଦ୍ଵାରା ବହୁତ ଉନ୍ନତି କରନ୍ତି ।

ଇଶ୍ଵରଙ୍କ କୃପାରୁ ଯାହା ଆପଣ ଚାହିଁବେ ତାହା କରିପାରିବେ । ସେହି ଲୋକ ସହିତ ଯଦି ସମ୍ପର୍କ ରଖିବେ ତ ଜୀବନରେ ବହୁତ ଖୁସି ମିଳିବ । ଯଦି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଆପଣ ବହୁତ ଭଲ ହୋଇଥାନ୍ତି । କୌଣସି ଖରାପ କାର୍ଯ୍ୟ କରିନଥାନ୍ତି । କାହାର ଖରାପ ମଧ୍ୟ ଚାହିଁନଥାନ୍ତି । ଯାହା କରନ୍ତି ଭାବିଚିନ୍ତି କରନ୍ତି । କୌଣସି କଥା ଆପଣ ଶୁଣନ୍ତି ନାହଁ । ସେଥିଲାଗି ବାହିତ ଝଗଡା ହୋଇଥାଏ । ଆପଣଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଥାନ୍ତି କିନ୍ତୁ ରଖନ୍ତି ନାହିଁ ।

ଆପଣଙ୍କ ଖରାପ କାର୍ଯ୍ୟ ପାଇଁ ବହୁତ ଚିନ୍ତାରେ ରହିଥାନ୍ତି । ନିଜ ଭୁଲ ପାଇଁ ସବୁ ସମୟରେ ରାଗି ଯାଇଥାନ୍ତି । ସବୁ ସମୟରେ ଦୁଃଖରେ ରହିଥାନ୍ତି । ଯଦି କୌଣସି ଭୁଲ କରିଛନ୍ତି ବହୁତ ଅନୁତାପ ମଧ୍ୟ କରିଥାନ୍ତି । ଭାବନ୍ତି ଯେ କହିଁକି ଏହା କରୁଥିଲି । ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଆପଣ ବହୁତ ଭଲ ବୋଲି ସମସ୍ତେ ବହବି ଥାନ୍ତି । ବହୁତ ନିରୀହ ବା ସରଳ ହୋଇଥାନ୍ତି । ଆପଣ ସବୁବେଳେ ଚାହିଥାନ୍ତି କାହାକୁ ଦୁଃଖ ଦେବା ପାଇଁ , ନିଜର କୌଣସି ଭୁଲରେ ଅନ୍ୟକୁ କଷ୍ଟ ଦେବାକୁ ଚାହିଁନଥାନ୍ତି ।

ଆପଣଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି । ଯଦି ଆପଣ କାହାକୁ ଭଲ ପାଇଥାନ୍ତି କାହାକୁ କହିବାକୁ ଚାହିଁନଥାନ୍ତି । ସବୁ କଥାରେ ଲୁଚିଲୁଚି କରିବାକୁ ପସନ୍ଦ କରନ୍ତି । ସମସ୍ତଙ୍କୁ ସନମାନ ଦେଇଥାନ୍ତି ,ସମସ୍ତଙ୍କ କଥା ମାନନ୍ତି । କୌଣସି କାର୍ଯ୍ୟ କରିବା ପୂର୍ବରୁ ସମସ୍ତଙ୍କ ସହମତିରେ କରନ୍ତି । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *