କୁମ୍ଭ ରାଶିର 10 ଗୁଣ ଥିବା ମହା ଉପାୟ ! ଶୁଣିଲେ ହୋସ ଉଡିଯିବ 100% ସଫଳ

ପ୍ରତେକ ବ୍ୟକ୍ତି ପ୍ରତେକ କାର୍ଯ୍ୟରେ ସଫଳ ହେବ ପାଇଁ ଚାହିଁଥାନ୍ତି । ସବୁ କାର୍ଯ୍ୟକୁ ବହୁତ ପରିଶ୍ରମର ସହ କରିଥାନ୍ତି । ଜୀବନରେ କିଛି କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ମଧ୍ୟ ବହୁତ କଷ୍ଟ ହୋଇଥାଏ । ସେହି ସମସ୍ୟାର କିଛି ନା କିଛି ପ୍ରତିକାର ରହିଥାଏ ଯାହା ଦ୍ଵାରା କିଛି ସମସ୍ଯା ଦୂର ହୋଇଯାଇଥାଏ । ଆଜି ଆସନ୍ତୁ ଜାଣିବା କୁମ୍ଭ ରାଶି ବିଷୟରେ କଣ ତାଙ୍କ ଦୁର୍ବଳତା ଓ କେଉଁ କାର୍ଯ୍ୟରେ ସାବଧାନ ରହିବା ଉଚିତ ।

କୁମ୍ଭ ରାଶି ବ୍ୟକ୍ତି ସମସ୍ତଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । କୁମ୍ଭ ରାଶିର ସ୍ଵାମୀ ଶନିଦେବ ଅଟନ୍ତି । ଏହି ରାଶିରେ ଯାହା ପରିବର୍ତ୍ତନ ହୋଇଥାଏ ତାହା ଶନିଦେବଙ୍କ କୃପାରୁ ନିୟନ୍ତ୍ରଣ କରିଥାନ୍ତି । ଏହି ରାଶିର ବ ୟକତି ବହୁତ ବୁଦ୍ଧିମାନ ଓ କର୍ମବୀର ହୋଇଥାନ୍ତି । କିନ୍ତୁ ଏହି ବ୍ୟକ୍ତିଙ୍କର କିଛି ଦୁର୍ବଳତା ରହିଛି ଯାହା ଏମାନଙ୍କୁ ଆଗକୁ ଯିବା ପାଇଁ ଦେଇନଥାଏ । ଏହି ରାଶିର ବ୍ୟକ୍ତି କେବେବି ଧାନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏହି ବ୍ୟକ୍ତି କେବେ କେବେ ନିଶା ଦ୍ରବ୍ଯର ଶିକାର ମଧ୍ୟ ହୋଇଯାନ୍ତି ।

କିଛି କାର୍ଯ୍ୟରେ ଆଳସ୍ୟ ପ୍ରକୃତିର ମଧ୍ୟ ହୋଇଯାନ୍ତି । ଏହି ଆଳସ୍ୟ ଗୁଣ ପାଇଁ ବହୁତ ଜାଗାରେ ଫଶୀ ଯାଇଥାନ୍ତି । ଏହି ରାଶିର ବ୍ୟକ୍ତିଙ୍କଜର କୌଣସି ଭଲ ମିତ୍ରା ମଧ୍ୟ ନଥାନ୍ତି । କୁମ୍ଭ ରାଶିର ବ୍ୟକ୍ତି ନିଜ ଦ୍ଵାରାହିଁ ଠକାମିରେ ପଡି ଯାଇଥାନ୍ତି । ଏମାନଙ୍କ ପାଖରେ କୌଣସି ମିତ୍ରା ଟିଏ ଥାଏ ନା କୌଣସି ଭଲ ସାଥୀଟିଏ ଥାଏ । ଭଲ କର୍ମ କରିବା ଦ୍ଵାରା ଭଲ ଫଳ ପ୍ରାପ୍ତ ହୋଇଥାଏ ଓ ଖରାପ କାର୍ଯ୍ୟ ଦ୍ଵାରା ଖରାପ ଫଳହିଁ ପ୍ରାପ୍ତ ହୋଇଥାଏ ।

ତେବେ ଏବେଠାରୁ ଭଲ କର୍ମ କରନ୍ତୁ ବା ପରିଶ୍ରମ କରନ୍ତୁ ଦେଖିବେ ବହୁତ ଭଲ ଫଳ ପ୍ରାପ୍ତି ହେବ । ଏହି ବ୍ଯକ୍ତିର କୁଣ୍ଡଳୀରେ ଶୁକ୍ର ଥିବା କାରଣରୁ କୌଣସିବି କାର୍ଯ୍ୟ ଭଲ ହୋଇନଥାଏ । ଶୁକ୍ରଙ୍କୁ ପ୍ରସନ୍ନ କରିବା ପାଇଁ ସପ୍ତାହର କୌଣସି ଦିନ ଉପବାସ କରନ୍ତୁ । ଦୁର୍ବଳତାକୁ ବିଜୟ କରିବା ପାଇଁ ଶୁକ୍ରଙ୍କୁ ପ୍ରସନ୍ନ କରିବାକୁ ହେବ । ଧନର ସମସ୍ଯା ଦୂର କରିବା ପାଇଁ ବୃହସ୍ପତିଙ୍କୁ ପ୍ରସନ୍ନ କରିବାକୁ ହେବ । ବୃହସ୍ପତି ଓ ଶୁକ୍ରଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ କେସର ତିଳକ ଧାରଣ କରନ୍ତୁ ।

ଏହା କରିବା ଦ୍ଵାରା ଜୀବନରେ ଥିବା ସବୁ ସମସ୍ଯା ଦୂର ହୋଇଯିବ । ଏହା ସହିତ ଶୁକ୍ର ବାରଦିନ ହଳଦିଆ ବସ୍ତ୍ର ବା ହଳଦିଆ ରଙ୍ଗର କୌଣସି ଜିନିଷ ଦାନ କରନ୍ତୁ । ଏହି ଉପାୟ କିଛି ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ବହୁତ ଶିଘଟା ଭଲ ଫଳ ପ୍ରାପ୍ତି ହେବ । ଆଉ ଏକ ଉପାୟ ମଧ୍ୟ ରହିଛି ଯଦି ଆପଣ ବହୁତ ରୂଣରେ ରହିଯାଇଛନ୍ତି ତ ସୋମବାର ଦିନ କୌଣସି ଶିବ ମନ୍ଦିର ଯାଇ ଲିଙ୍ଗରେ ଗଙ୍ଗା ଜଳ ଅର୍ପଣ କରନ୍ତୁ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *