ସ୍ତ୍ରୀ ମାନଙ୍କ ପାଇଁ କେତୋଟି ନିହାତି ଜାଣିବା କଥା ! ପ୍ରତ୍ୟକ ସ୍ତ୍ରୀ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ଵୋରୂପ ମାନାଯାଇଥାଏ । ଘରେ ଝିଅ ଥିଲେ ମା ଲକ୍ଷ୍ମୀ ବାସ କରିଥାନ୍ତି । ଘର ଝିଅ ଥିଲେ ଧନର କୌଣସି ଅଭାବ ରହିନଥାଏ । ଶାଶୁଘର ଯିବା ପରେ ଶାଶୁ ଘରର ସମସ୍ତ ଦଇତ୍ଵ ନେଇଥାଏ । ଶାଶୁଘରେ ତାକୁ ସର୍ବଗୁଣ ସମ୍ପର୍ଣା ହେବାକୁ ପଡିଥାଏ । ଶାଶୁଘରର ସମସ୍ତ କର୍ତ୍ତବ୍ୟ ପାଳନ କରିଥାଏ । ବାହା ହୋଇସାରିବା ପରେ ନିଜ ସ୍ଵାମୀକୁ ଦେବତା ଭଳି ମନିଥାନ୍ତି । ଆଜି ଆସନ୍ତୁ ଜାଣିବା ସ୍ତ୍ରୀ ମାନେ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ ।

ସ୍ତ୍ରୀ ମାନେ ପ୍ରତି ଦିନ ସ୍ନାନସାରି ଇଷ୍ଠ ଦେବତାଙ୍କୁ ସ୍ମରଣ କରିବା ଉଚିତ । ଏହା ପରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ବେବା ଉଚିତ । ଏବହ ପରେ ଗୁରୁଜନ ଓ ସ୍ବାମୀଙ୍କୁ ପ୍ରଣାମ କରିବା ଉଚିତ । ଏହା କରିବା ଦ୍ଵାରା ଦିନ ସାରା ବହୁତ ଭଲରେ କଟି ଥାଏ । ସ୍ତ୍ରୀ ଲୋକମାନେ ଜୋରରେ କଥା ହେବା ବା ହସିବ ଉଚିତ ନୁହେଁ । ଏହା ସହ ଅପରିଚିତ ଲୋକଙ୍କ ସହ କଥା ହେବା । ପରପୁରୁଷଙ୍କ ସହ ଅନାବଶ୍ୟକ କଥା ହେବା । ଏହା କରିବା ଦ୍ଵାରା ଲକ୍ଷ୍ମୀ ଛାଡିଯାଇଥାନ୍ତି ।

ବାଟରେ ଜୀବ ସମୟରେ ଜୋରରେ ହସିବା ବା କଥା ହେବା । ପୁରୁଷ ମାନଙ୍କ ସମାଜକୁ ଅନାବଶ୍ୟକ ଭାବେ ଯିବା । ଖୋଲା ସ୍ଥାନରେ ଗାଧୋଇବା ମଧ୍ୟ ଭଲ ହୋଇନଥାଏ । ପରିବାରରେ ଭୋଜନ କରିବା ସମୟରେ ନିଜ ଓ ପର ଭେଦ ରଖିବା ଉଚିତ ନୁହେଁ । ଯେପରି ବଡଜା ,ନଣନ୍ଦ ,ଭଣଜା ମାନଙ୍କୁ ଭଲ ଖାଇବା ନଦେବା ମଧ୍ୟ ବହୁତ ଖରାପ ହୋଇଥାଏ । ସ୍ତ୍ରୀ ମାନେ ପୁତ୍ର ଓ କନ୍ୟା ମାନଙ୍କ ମଧ୍ୟରେ କୌଇନଶୀ ଭେଦ ରଖିବା ଉଛି ହୋଇନଥାଏ ।

କୌଣସି ପରପୁରୁଷଙ୍କ ସହ ଏକାନ୍ତରେ ସ୍ଥାନରେ ଭେଟିବା ମଧ୍ୟ ଭଲ ହୋଇନଥାଏ । ବାପା ଓ ଭାଇଙ୍କ  ସହ ଏକାନ୍ତରେ ରହିବା ଉଚିତ ନୁହେଁ । ଅଯଥାରେ କାହାରି ଘରକୁ ଜୀବ ମଧ୍ୟ ଭଲ ହୋଇନଥାଏ । ଭକ୍ତି ଓ ଶ୍ରଦ୍ଧାର ସହ କୌଣସି ପୁରୁଷଙ୍କୁ ସ୍ପର୍ଶ କରିବା ମଧ୍ୟ ଉଚିତ ହୋଇନଥାଏ । ନିଜ ସ୍ଵାମୀକୁ କୌଣସି କଥା ଲୁଚାଇବା ଉଚିତ ନୁହେଁ । ଚୋରୀ କରିବା ମଧ୍ୟ ଭଲ ନୁହେଁ । ଶାରୀରିକ ପରିଶ୍ରମ ନକରିବା ମଧ୍ୟ ଭଲ ହୋଇନଥାଏ । ଅତିଥି ମାନଙ୍କୁ ଚର୍ଚା ନକରିବା ମଧ୍ୟ ଖରାପ ହୋଇଥାଏ ।

ସ୍ତ୍ରୀ ମାନେ ସର୍ବଦା ପରିବାରର ସବୁ କାର୍ଯ୍ୟ କରିବା ,ସମସ୍ତଙ୍କ ଦଇତ୍ଵ ନେବା ,ଗୁରୁଜନ ମାନଙ୍କୁ ସନ୍ନମାନ କରିବା ଉଚିତ । ଘରକୁ ସଫା ରଖିବା ମଧ୍ୟ ବହୁତ ଭଲ ହୋଇଥାଏ । ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସ୍ଵାମୀର ପରାମର୍ଶରେ କରିବା ଉଚିତ । ଶାଶୁଘରକୁ ନିଜ ଘର ଭାବି ସବୁ କାର୍ଯ୍ୟ କରିବା ଉଚିତ । ଏଭଳି କାର୍ଯ୍ୟ କରିବେ ଯେପରି ଶାଶୁଘରର ନାରହିବ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *