ପିଲାର ଜନ୍ମମାସ ରୁ ଜାଣନ୍ତୁ ତାର ସ୍ଵୋଭାବ କିପରି ରହିବ ! ଶୀଘ୍ର ଦେଖନ୍ତୁ

ସମସ୍ତ ବ୍ୟକ୍ତି ଚାହିଁଥାନ୍ତି ନିଜ ସନ୍ତାନର ଭବିଷ୍ୟତରେ କୌଇନଶୀ ସମସ୍ଯା ନଆସିବା ପାଇଁ । ଉଜ୍ଜଳ ଭବିଷ୍ୟତ ପାଇଁ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି । ଜନ୍ମ ସମଯରୁ ଆରମ୍ଭ କରି ବଡ ହେବ ଯାଏଁ ବହୁତ ଦଇତ୍ଵ ନେଇଥାନ୍ତି । ବହୁତ ସନ୍ନମାନ ,ଶିଷ୍ଟାଚାର ,କର୍ତ୍ତବ୍ୟ ମଧ୍ୟ ଶିଖାଇଥାନ୍ତି । ସବୁ ବାପା ମା ପିଲାଙ୍କର ମଙ୍ଗଳ ଚିନ୍ତା କରିଥାନ୍ତି । ଆଜି ଆସନ୍ତୁ ଜାଣିବା ଜନ୍ମମାସ ଓ ଜନ୍ମାବର ଅନୁସାରେ ସନ୍ତାନର ସ୍ଵଭାବ କିପରି ରହିବ ।

ବୈଶାଖ ମାସରେ ଜନ୍ମ ଗ୍ରହଣ କରିଥିବ ସନ୍ତାନ ଧାର୍ମିକ ,ସର୍ବଗୁଣ ସମ୍ପର୍ଣା , ରୂପବନ୍ତ ,ମିଶ୍ରଭାସି , ସର୍ଜନ ପ୍ରତିପାଳକ , ଲୋକ ପ୍ରିୟ ବ୍ୟକ୍ତି ବିଶେଷ ହୋଇଥାନ୍ତି । ଏହି ସନ୍ତନା ରୂପରେ ବହୁତ ସୁନ୍ଦର ହୋଇଥାନ୍ତି ଓ ଧର୍ମ ଏବଂ ଭଗବାନଙ୍କୁ ବହୁତ ବିଶ୍ବାସ କରିଥାନ୍ତି । ଯେଉଁ ସନ୍ତାନ ମାନଙ୍କର ଜନ୍ମ ଜେଷ୍ଠ ମାସରେ ହୋଇଥାଏ । ସେହି ସନ୍ତାନ ଭ୍ରମଣ ପ୍ରିୟ ,ପ୍ରବାସୀ , କ୍ଷମା ସିଳ ,ବୁଦ୍ଧିମନ୍ତ , ଜ୍ଞାନୀ ,ଶାସ୍ତ୍ରବିତ ଏବଂ ପରୋପକାରୀ ହୋଇଥାନ୍ତି ।

ଏହି ସନ୍ତାନ ମାନେ ବାହାରେ ବୁଲିବାକୁ ବହୁତ ପସଦ କରିବା ସହିତ ବହୁତ ଜ୍ଞାନୀ ମଧ୍ୟ ହୋଇଥାନ୍ତି । ଆଷାଢ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁ ବ୍ୟୟୀ ,ଧାର୍ମିକ , ତପସ୍ଵୀ ,ଲୋଭୀ ,ଜ୍ଞାନ ବଶ୍ଚଳ ,ପ୍ରମାଦ ପ୍ରିୟ ଏବଂ ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ଏହି ବ୍ୟକ୍ତି ବହୁତ ବହୁତ ଲିଭି ସ୍ଵୋଭାବର ହୋଇଥାନ୍ତି । ଶ୍ରାବଣ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁ ମାତ୍ରାରେ ଧନବନ୍ତ ,ବହୁ ଲୋକ ପ୍ସନରେ ନିଯୁକ୍ତି , କ୍ରୀତିବନ୍ତ ,ରୁପବନ୍ତ , ଲୋକ ପ୍ରସିଦ୍ଧ ,ବ୍ୟୟକାରୀ , ଉପଦେଷ୍ଟା ହୋଇଥାନ୍ତି ।

ଯେଉଁ ବ୍ୟକ୍ତିଙ୍କ ଭାଦ୍ରବ ମାସରେ ଜନ୍ମ ହୋଇଥାନ୍ତି ସେହି ବ୍ୟକ୍ତି କୁଟିଳ ସ୍ଵୋଭାବ ,ନାରୀ ପ୍ରିୟ , ଶତ୍ରୁ ବିନାଶକାରୀ , ସରନ ରକ୍ଷକ , ବହୁତ ପରିଶ୍ରମୀ ମଧ୍ୟ ଅଟନ୍ତି । ଆଶ୍ଵିନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ରାଜପ୍ରିୟ , ଭ୍ରମଣଶୀଳ , ଅଭିମାନୀ , କୁସର୍ଗ ବୁଦ୍ଧି , ସନ୍ନମାନ ବନ୍ତ ଅଟନ୍ତି । କାର୍ତ୍ତିକ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତଭାସି ,ବାଣିଜ୍ୟ ବନ୍ତ , ପୁଣ୍ୟବନ୍ତ , ଦାନଶୀଳ , ସର୍ବପ୍ରିୟଜନ ଅଟନ୍ତି । ମାର୍ଗଶିର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରବାସୀ ,ପରୋପକାରୀ , ତୀର୍ଥଭିଲାସି ,ଭ୍ରମଣ ପ୍ରିୟ , ସତପ୍ରକୃତି ବନ୍ତ , ଯାସ ଲାଭକାରୀ ଏବଂ ପଶୁ ପାଳନକାରୀ ହୋଇଥାନ୍ତି ।

ପୌଷ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ପିତୃ ଧନହିନ , ଶିକ୍ଷକ , ବହୁବ୍ୟୟୀ , ଶୁବୁଦ୍ଧି ଏବଂ କୃପଣ ହୋଇଥାନ୍ତି । ମାଘ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କ୍ଷମବନ୍ତ , ତପସ୍ଵୀ , ଧୀର ଭାବଯୁକ୍ତ , ବିଦ୍ୟାବନ୍ତ ,କ୍ଷମାଶୀଳ , ଯଶସ୍ଵୀ ହୋଇଥାନ୍ତି ।  ଫଲ୍ଗୁନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରିୟ ଭାସି , ଅତିଥି ପରାୟଣ ,ବୁଦ୍ଧିମାନ , ଅଭିମାନୀ ,କୁଳନାୟକ , କୁଟୁମ୍ବବନ୍ତ , ପୋଷଣ କାରୀ ଅଟନ୍ତି । ପୌଷ ମାସରେ ଯମନ ହୋଇଥିବା ବ୍ୟକ୍ତି ଭୋଗୀ ,ସୁଖୀ ,ଧୀର ସ୍ଵୋଭାବଯୁକ୍ତ , କର୍ମକୁଶଳୀ ,କପଟଚାରୀ , ମଧୁର ଭାସି , ଧନବନ୍ତ ଏବଂ କୁଟୁମ୍ବ ବନ୍ତ ,ପରୋପକାରୀ ମଧ୍ୟ ଅଟନ୍ତି । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାୟକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *