କାହାର ନାମ ଭାବି ବାଛନ୍ତୁ ଗୋଟିଏ ସଂଖ୍ୟା ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି !

ଜୀବନରେ କିଛି ନା କିଛି ସମୟରେ ସମସ୍ଯା ଆସିଥାଏ । ସବୁ ସମସ୍ୟାର ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । କିଛି ସମସ୍ୟାର ପ୍ରତିକାର ରହିଥାଏ । ସେହି ପ୍ରତିକାର କରିବା ଦ୍ଵାରା କିଛି ମାତ୍ରାରେ ସମସ୍ଯା କମିଯାଇଥାଏ । ଜୀବନରେ ନିଜ ଲକ୍ଷ ସ୍ତଳରେ ପହଞ୍ଚିବାକୁ ହେଲେ କାହାରି କଥା ବା କାହାରି ଉପଦେଶକୁ ଶୁଣିବ ଉଚିତ ନୁହେଁ । ନିଜ ଭବିଷ୍ୟତ ଭଲରେ ଗଢିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି । କିନ୍ତୁ କିଛି ଲୋକ ବାହାର ଲୋକଙ୍କ କଥାରେ ଯାହା କରିବାକୁ ଚାହିଁଥାନ୍ତି ତାହା କରିପାରନ୍ତି ନାହିଁ ।

ଆଜି ଆସନ୍ତୁ ଜାଣିବା ଆପଣଙ୍କ ନାମର ପ୍ରଶ୍ନ ଓ ଉତ୍ତର । କଣ ଆପଣଙ୍କ ମନରେ ଅଛି ବା କଣ କରିବାକୁ ଚାହୁଁଛନ୍ତି । ପ୍ରଥମେ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ଚୟନ କରନ୍ତୁ । ଯଦି ଆପଣ ପ୍ରଥମ ଶାଙ୍ଖ୍ୟଟିକୁ ଚୟନ କରିଛନ୍ତି ତ ଆପଣଙ୍କ ଜୀବନରେ ବହୁତ ସମସ୍ଯା ଦେଇ ଗତି କରିଛନ୍ତି । ଯାହା ଏବେ ଚାହିଁଲେବି ସେହି ସମସ୍ୟାର ସମାଧାନ କରିପାରୁନାହାଁନ୍ତି । ପ୍ରତେକ କାର୍ଯ୍ୟରେ ବିଗ୍ନ ଘଟୁଅଛି ।

ଯେତେ ଭଲ ରାସ୍ତାରେ ଯିବାକୁ ଚେଷ୍ଟା କରିଲେ ମଧ୍ୟ କୌଣସି କୌଣସି ମୟବିନି ଜଳରେ ଫଶୀ ଯାଉଛନ୍ତି । ଅନେକ ଗୁଡିଏ କାର୍ଯ୍ୟ କରିବାକୁ ଚାହୁଁଛନ୍ତି କିନ୍ତୁ ସେଥିରେ ସଫଳ ହେଇପାରୁ ନହିଁନ୍ତି । ଆଗକୁ କୌଣସି ମାଙ୍ଗଳିକ କାର୍ଯ୍ୟ ଅଆଇନ ମଧ୍ୟ ବହୁତ ଚିନ୍ତାରେ ରହୁଛନ୍ତି । ଧନ ଆସିବାର ଚିନ୍ତାରେ ମଧ୍ୟ ରହୁଛନ୍ତି । ଏହି ସମୟରେ ଆପଣଙ୍କ ଗ୍ରହଦଶା ଆଦୌ ଭଲ ନାହିଁ । ଯଦି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଯାହା ଆପଣଙ୍କ ମନରେ ପ୍ରଶ୍ନ ଥିଲା ତାହାର ଉତ୍ତର ମିଳିଯିବ ।

ଆପଣ ଚାହୁଁଥିବା ବିଚ୍ଛେଦ ପାଇଁ ଏହି ସମୟ ଶୁଭ ରହିବ ନାହିଁ । ସନ୍ତାନ ପାଇଁ ଏହି ସମୟରେ ଚିନ୍ତା କରନ୍ତୁ ନାହିଁ କାରଣ ସନ୍ତାନ ସଠିକ ସମୟରେ ହୋଇଯିବ । ପୂର୍ବରୁ ଇଶ୍ଵର ଚିନ୍ତା କରିଥିଲେ କିନ୍ତୁ ଏହି ସମୟରେ ଇଶ୍ଵର ଚିନ୍ତା କରୁନାହାଁନ୍ତି । ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ସବୁ ସମସ୍ଯା ଦୂର ହୋଇଯିବ । ଯଦି ଆପଣ ତୃତୀୟ ସଂଖ୍ୟାଟିକୁ ଚୟନ କରିଛନ୍ତି । ତ ଆପଣ ବହୁତ ଚିନ୍ତାରେ ରହି ଜୀବନର ବହୁତ ମୁଲ୍ଯବାନ ସମୟ ନଷ୍ଟ କରିଦେଉଛନ୍ତି ।

କଏଜ୍ୟ କ୍ଷେତ୍ରରେ ବହୁତ ପରାଧୀନତା ଦେଖାଦେଉଛି । ଯାହା ପୂର୍ବରୁ ସୁଖ ଥିଲା ତାହା ଏହି ସମୟରେ ଦୁଃଖରେ ପରିଣତ ହେବାକୁ ଯାଉଛି । ଏହି ସମୟରେ ବିଦ୍ୟାରେ ଜୟ ଲାଭ କରିବେ । ପାରିବାରିକ ଶାନ୍ତି କ୍ଷେତ୍ରରେ ଆଉ ବ୍ୟାଘାତ ସୃଷ୍ଠୀ ହେବ ନାହିଁ । ଯାହା ଏହି ସମୟରେ ଚିନ୍ତା କରୁଛନ୍ତି ବହୁତ ସହଜରେ ସମାଧାନ ହୋଇଯିବ । ଏହି ସମୟରେ କୌଣସି ଚିନ୍ତା ରହିବ ନାହିଁ । ପରିବାରରେ ବହୁତ ସୁଖ ଶାନ୍ତି ଦେଖାଦେବ । ଆର୍ଥିକ ସମସ୍ଯା ଦୂର ହୋଇଯିବ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *