ବାଛନ୍ତୁ ଗୋଟେ ହାର୍ଟ ଜାଣନ୍ତୁ ଆପଣଙ୍କ ଲଭର ଙ୍କ Feelings ଆପଣଙ୍କ ପାଇଁ କଣ ରହିଛି- Love Quiz

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆପଣ ମାନେ ନିଜ ଲାଇଫରେ କାହାକୁ ନା କାହାକୁ ନିଶ୍ଚୟ ପ୍ରେମ କରୁଥିବେ । ତେବେ ଆଜିର ଆମର ବିଷୟ ବସ୍ତୁ ଲଭର କୁ ନେଇ ରହିଛି । ଏଥିପାଇଁ ଆପଣଙ୍କୁ ନିଜ ଜନ୍ମ ମାସ ଚୁଜ କରିବାକୁ ହେବ । ତା ପରେ ଆପଣ ଜାଣିପାରିବେ ଜନ୍ମ ମାସ ଅନୁଯାୟୀ ଆପଣଙ୍କ ଲଭରଙ୍କ ସ୍ଵଭାବ ବିଷୟରେ କିଛି ଖାସ କଥା । ତେବେ ଚାଲନ୍ତୁ ଜାଣିବା ।

୧- ଯେଉଁ ମାନେ ଜାନୁଆରୀ ମାସର ହାର୍ଟ ଚୁଜ କରିଛନ୍ତି ତେବେ ସେମାନଙ୍କର ଲଭର ହୃଦୟରୁ ବହୁତ ପ୍ୟାରା ଓ ଭାବୁକ ଅଟନ୍ତି । ଏଥିପାଇଁ ସେ ଭୟ କରିଥାନ୍ତି କି ତାଙ୍କ ପାଇଁ ଆପଣଙ୍କ ମନ ଭାଙ୍ଗି ନ ଯାଉ ।

୨- ଯଦି ଆପଣ ଫେବୃଆରୀ ମାସର ହାର୍ଟ କୁଜ କରିଛନ୍ତି ତେବେ ଆପଣଙ୍କ ଲଭର ମଜାଳିଆ ବ୍ୟକ୍ତି ହୋଇଥିଲେ ବି ଫ୍ରେଣ୍ଡଲି ନ୍ୟାଚରର ବ୍ୟକ୍ତି ଅଟନ୍ତି ।

୩- ଯଦି ଆପଣ ମାର୍ଚ୍ଚ ମାସରହାର୍ଟ ଚୁଜ କରିଛନ୍ତି ଟିକେ ରାଗି ଅଟନ୍ତି କିନ୍ତୁ ଲଭ ଲାଇଫରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପ ପସନ୍ଦ କରନ୍ତି ନାହି ।

୪- ଯଦି ଆପଣ ଏପ୍ରିଲ ମାସର ହରତ ଚୁଜ କରିଛନ୍ତି ତେବେ ଆପଣଙ୍କ ଲଭର ନିଜର ସ୍ଵଭାବରେ ଆପଣଙ୍କ ହୃଦୟ ଜିଣିବା ଖୁବ ଭଲ ଭାବେ ଜାଣିଛନ୍ତି ।

୫- ଯେଉଁ ମାନେ ମେ ମାସର ହାର୍ଟ ଚୁଜ କରିଛନ୍ତି ତେବେ ଆପଣଙ୍କ ଲଭ ବହୁତ ସ୍ଵୀଟ ହେବା ସହ ଏମାନଙ୍କର କଥା କହିବାର ଶୈଳୀ ଆକର୍ଷିତ ଅଟେ ।

୬- ଯେଉଁ ମାନେ ଜୁନ ମାସର ହାର୍ଟ ଚୟନ କରିଛନ୍ତି ଆପଣଙ୍କ ଲଭର ଖୁବ ଆକର୍ଷକ ଓ ଆତ୍ମବିଶ୍ବାସୀ ଅଟନ୍ତି । ସେ ପଜେଟିଭ ଚିନ୍ତାଧାରା ଦ୍ଵାରା ଲାଇଫରେ ଆଗକୁ ବଢିଥାନ୍ତି ।

 

୭- ଯେଉଁ ମାନେ ଜୁଲାଇ ମାସର ହାର୍ଟ ଚୟନ କରିଛନ୍ତି ତେବେ ଆପଣଙ୍କ ଲାଭର ବହୁତ ବୁଦ୍ଧିମାନ ଓ ଦାୟିତ୍ବବାନ ଅଟନ୍ତି । ଏମାନେ ନିଜ ସାଥିଙ୍କୁ ସବୁ ଖୁସି ଦେଇଥାନ୍ତି ।

୮- ଯଦି ଆପଣ ଅଗଷ୍ଟ ମାସର ହାର୍ଟ ଚୁଜ କରିଛନ୍ତି ତେବେ ଆପଣଙ୍କ ଲଭର ପ୍ରଭାବଶାଳି ବ୍ୟକ୍ତିତ୍ବ ଓ ମଜାଳିଆ ବ୍ୟକ୍ତି ଅଟନ୍ତି । ସେ ନିଜେ ଖୁସିରେ ରହିବା ସହ ଆପଣଙ୍କୁ ବି ଖୁସିରେ ରଖିଥାନ୍ତି ।

୯- ଯଦି ଆପଣ ସେପ୍ଟେମ୍ବର ମାସର ହାର୍ଟ ଚୟନ କରିଛନ୍ତି ଆପଣଙ୍କ ଲଭର ଇମୋସନାଲ ପ୍ରକୃତିର ଅଟନ୍ତି ଯିଏ ନିଜର ଓ ଲାଭରଙ୍କ ଭାବନାକୁ ବୁଝିଥାନ୍ତି ।

୧୦- ଯେଉଁ ମାନେ ଅକ୍ଟୋବର ମାସର ହାର୍ଟ ଚୟନ କରିଛନ୍ତି ଆପଣଙ୍କ ଲଭର ବହୁତ ମସ୍ତରେ ଲାଇଫ ବଢିଥାନ୍ତି । ନିଜ ସାଥୀଙ୍କୁ ଖୁସିରେ ରଖିଥାନ୍ତି ।

୧୧- ଯଦି ଆପଣ ନଭେମ୍ବର ମାସର ହାର୍ଟ ଚୁଜ କରିଛନ୍ତି ଆପଣଙ୍କ ଲଭର ସଚ୍ଚା ହେବା ସହ ଅନ୍ୟକୁ ସାହାଜ୍ଯ କରିବାରେ ଆଗରେ ରହିଥାନ୍ତି ।

୧୨- ଯେଉଁ ମାନେ ଡିସେମ୍ବର ମାସର ହାର୍ଟ ଚୟନ କରିଛନ୍ତି ଆପଣଙ୍କ ଲଭର ସ୍ଵାଧୀନତା ଚିନ୍ତାଧାରା ରଖିଥାନ୍ତି । ଲଭ ଲାଇଫରେ ପଜେଟିଭ ଚିନ୍ତାଧାରା ରଖିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *