ବନ୍ଧୁଗଣ ଆଜି ଆମେ ଆପଣଙ୍କର ପର୍ଶନାଲିଟି ଟେଷ୍ଟ କରିବା ପାଇଁ ଏକ ମଜାଦାର ବିଷୟ ବସ୍ତୁ ନେଇ ଆସିଛି । ଏଥିପାଇଁ ଆପଣ ବାଛନ୍ତୁ ଯେ କୌଣସି ଗୋଟିଏ ରଙ୍ଗ ତା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ବିଷୟରେ କିଛି ଗୁପ୍ତ କଥା ଯାହା ଆପଣଙ୍କ ଜୀବନ ସହ ଯୋଡି ହୋଇ ରହିଛି । ଏଥିରୁ ଆପଣ ନିଜ ବିଷୟରେ କିଛି ଖାସ କଥା ଜାଣିବାକୁ ପାଇବେ । ତେବେ କଣ ଆପଣ ମାନେ ରେଡି ଅଛନ୍ତି ଆଉ ବାଛି ନେଲେ ନିଜର ମନ ପସନ୍ଦର ରଙ୍ଗ । ତେବେ ଆସନ୍ତୁ ଆରମ୍ଭ କରିବା ।
ପ୍ରଶ୍ନ ୧ – ତେବେ ଏହି ରଙ୍ଗ ପାଇଁ ଭିନ୍ନ ଭିନ୍ନ ପଏଣ୍ଟ ଦିଆଯାଇଛି । ଯେମିତି ନୀଳ ରଙ୍ଗରେ ୪୦, ମାଟିଆ ରଙ୍ଗରେ ୩୦, ନାଲି ରଙ୍ଗରେ ୧୦ ଓ ପାଉଁସିଆ ରଙ୍ଗରେ ୨୦ ନମ୍ବର ଦିଆଯାଇଛି ।
ପ୍ରଶ୍ନ ୨ – ଆପଣ କେଉଁ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି ?
ଐତିହାସିକ ଫିଲ୍ମ-୧୦
ରୋମାଣ୍ଟିକ ଫିଲ୍ମ-୩୦
ଆକ୍ସନ ଫିଲ୍ମ-୨୦
ପୁରୁଣା ଫିଲ୍ମ-୪୦
ତୃତୀୟ ପ୍ରଶ୍ନ : ଆପଣ ଛୁଟି ଦିନରେ କଣ କରିବାକୁ ପସନ୍ଦ କରିବେ ?
ଗ୍ରନ୍ଥାଳୟରେ ଯିବା-୨୦
ବାଳ କାଟିବା-୪୦
ଅନ୍ୟର ସାହାଜ୍ଯ କରିବା-୩୦
ଟିଭି ଦେଖଣା-୧୦
ପ୍ରଶ୍ନ ୪ : ଆପଣ ଖାଲି ସମୟରେ କଣ କରିବାକୁ ପସନ୍ଦ କରନ୍ତି ?
ପଢିବା-୨୦
ମିତ୍ରଙ୍କ ସହ ଖେଳିବା-୧୦
ସପିଙ୍ଗ କରିବା-୪୦
ପ୍ରାଣୀ ସଂଗ୍ରହାଳୟରେ ଯିବା-୩୦
ପ୍ରଶ୍ନ ୫ : ଆପଣଙ୍କୁ ପଯଲ ଅନୁମାନ କରିବା ପସନ୍ଦ କି ?
ହଁ ମୋତେ ବହୁତ ପସନ୍ଦ ଲାଗେ-୪୦
ହଁ ଅଳ୍ପ ବହୁତ ପସନ୍ଦ ଲାଗେ-୧୦
ପସନ୍ଦ ଲାଗେ-୩୦
ପସନ୍ଦ ନୁହେଁ-୨୦
ପ୍ରଶ୍ନ ୬ : ଆପଣଙ୍କୁ କେଉଁ ଗୀତ ପସନ୍ଦ ଅଟେ ?
ଦେଶଭକ୍ତି ଗୀତ-୨୦
ପୁରୁଣା ଗୀତ-୪୦
ଭକ୍ତି ଗୀତ-୩୦
ଏବେର ନୂଆ ଗୀତ-୧୦
ପ୍ରଶ୍ନ ୭ : ଆପଣଙ୍କୁ କେଉଁ ମୌସମ ପସନ୍ଦ ଅଟେ ?
ବସନ୍ତ-୩୦
ଧୂପକଳା-୪୦
ଶିତ-୨୦
ବର୍ଷା-୧୦
ପ୍ରଶ୍ନ ୮: ଆପଣଙ୍କର ମନ ପସନ୍ଦର ବହି କଣ ଅଟେ?
କୌଣସି ବି-୩୦
ଐତିହାସିକ-୨୦
ରୋମାଣ୍ଟିକ-୪୦
ବୈଜ୍ଞାନିକ-୧୦
ପ୍ରଶ୍ନ ୯ : ଆପଣଙ୍କର ସ୍ଵଭାବ କେମିତି ଅଟେ ?
ନିଆଁ ଭଳି ଗରମ-୪୦
ପାଣି ଭଳି ସାନ୍ତ-୩୦
ପବନ ଭଳି ଚଞ୍ଚଳ-୧୦
ମାଟି ଭଳି ମଜବୁତ-୨୦
ତେବେ ଆମେ ଆପଣଙ୍କୁ ଏବେ ରେଜଲ୍ଟ କହିବାକୁ ଯାଉଛୁ । ସାଙ୍ଗମାନର ଯଦି ଆପଣଙ୍କର ପଏଣ୍ଟ ୧୦୦-୧୬୦ ଭିତରେ ଆସେ ତେବେ ଆପଣ ସଭ୍ୟ ଓ ଆଦର୍ଶବାଦୀ ବ୍ୟକ୍ତି ହେବ ସହ ଆପଣ ଶାନ୍ତ ଓ ସରଳ ବ୍ୟକ୍ତି ଅଟନ୍ତି । ଆପଣଙ୍କର ରଚନାତ୍ମକ ବ୍ୟକ୍ତି ଅଟନ୍ତି । ଯଦି ଆପଣଙ୍କର ପଏଣ୍ଟ ୧୭୦-୨୪୦ ଆସିଥାଏ ଆପଣ କୌଣସି କଥାକୁ ଗମ୍ଭୀର ଭାବେ ଚିନ୍ତା କରିଥାନ୍ତି ଓ ହୁସିଆର ରହିଥାନ୍ତି । ଯଦି ଆପଣଙ୍କର ପାନେଟ ୨୫୦-୩୨୦ ଭିତରେ ଆସେ ଆପଣ ଦୟାଳୁ ହେବା ସହ ଅନ୍ୟକୁ ଦୁଖୀ ଦେଖିପାରିବେ ନାହି ।
ଆପଣ ଅନ୍ୟର ସାହାଜ୍ଯ କରିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣଙ୍କର ପଏଣ୍ଟ ୩୩୦-୪୦୦ ଭିତରେ ଆସେ ଆପଣ ନିଜ ଜୀବନକୁ ଖୋଲା ଖୋଲି ବଞ୍ଚିଥାନ୍ତି । ଆପଣ ନିଜ ମନ କଥା ଶୁଣିଥାନ୍ତି । ଆପଣ ପ୍ରେମ କରିବାର ଏମିତି କଳା ଯିଏ ଅନ୍ୟର ହୃଦୟ ମୋହୀ ନେଇଥାନ୍ତି । ବନ୍ଧୁଗଣ ଆପଣଙ୍କର କେଉଁ ରଙ୍ଗ ପସନ୍ଦ ଆଉ ଆପଣଙ୍କର ରେଜଳତ କଣ ଆସିଲା ପଏଣ୍ଟ ଅନୁଯାୟୀ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।