ବାଛନ୍ତୁ 2ଟି ମନ୍ଦାର ଫୁଲ ମଧ୍ୟ ରୁ କୌଣସି ଗୋଟିଏ ଓ ଜାଣନ୍ତୁ ଆପଣଙ୍କର ଇତିହାସ ଓ ଭବିଷ୍ୟ- Personality Test

ବନ୍ଧୁଗଣ ବାଛି ନିଅନ୍ତୁ ୨ଟି ମନ୍ଦାର ଫୁଲ ମଧ୍ୟ ରୁ ଯେ କୌଣସି ଗୋଟିଏ । ନାଲି କିମ୍ବା ହଳଦିଆ ମନ୍ଦାର ଫୁଲ ବାଛି ଆପଣ ନିଜର ଭାଗ୍ୟ ଭବିଷ୍ୟତ କିଛି ଗୁପ୍ତ କଥା ଜାଣି ନିଅନ୍ତୁ । ଏହି ବିଷୟ ବସ୍ତୁ ମାଧ୍ୟମ ରେ ଆପଣ ନିଜ ବିଷୟରେ ଗୁପ୍ତ କଥା ଜାଣିପାରିବେ ଓ ଯଦି ଆପଣଙ୍କ ଜୀବନରେ କିଛି ସମସ୍ଯା ଅଛି ତେବେ ପ୍ରତିକାର ମଧ୍ୟ ଜାଣିପାରିବେ । ୧- ଯଦି ଆପଣଙ୍କୁ ହଳଦିଆ ରଙ୍ଗର ମନ୍ଦାର ଫୁଲ ଟି ଅଧିକ ପସନ୍ଦ ଆସିଛି ତେବେ ସବୁ ବ୍ଯାକୁଳତା ଦୂର ହେବ । ସମସ୍ତ ମନ୍ଦ ଦଶା ଦୂର ହେବ ।

ରୋଗରେ ପଡି ଅନେକ ଅର୍ଥ ବ୍ୟୟ କରିସାରିଲେଣି । କିଛି କାରଣ ନ ଥାଇ ଆପଣ ବିପଦରେ ପଡିଛନ୍ତି । ସମାନ ହରାଇ ଆଜି ଆପଣ ଦୁଶ୍ଚିନ୍ତାରେ ପଡିଛନ୍ତି । ଦୋଷ ନ ଥାଇ ଲୋକେ ଆପଣଙ୍କୁ ଦୋଷୀ ଭାବୁଛନ୍ତି । ଭୁଲ ନ ଥାଇ ସାଙ୍ଗ ମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । କରଜ ସୁଝିବାରେ କଷ୍ଟ ହେଉଥିଲେ । କିନ୍ତୁ ଏବେ ସବୁ କିଛି ଠିକ ହୋଇଯିବ ।

ଏବେ ଆପଣ ଇଷ୍ଟ ଦେବତା ହନୁମାନ ଜିଙ୍କୁ ପୂଜା କରନ୍ତୁ । ପୂର୍ବ ଜନ୍ମର କୃତ ଫଳ ହୁଏତ ଏ ଜନ୍ମରେ ଅଧିକ କଷ୍ଟ ଦେଉଛି । ଆହୁରି ଅନେକ ଦିନ ଭୋଗିବାକୁ ପଡିପାରେ । ଏହାର ନିରାକରଣ ପାଇଁ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହ ୫ ଜଣ ବ୍ରାଂହଣ ଙ୍କୁ ଖାଇବାକୁ ଦିଅନ୍ତୁ । କିଛି ଦାନ ମଧ୍ୟ କରନ୍ତୁ । ଏହା ସହ ଇଚ୍ଛା ବଳରେ ପିତାଙ୍କୁ ଶାନ୍ତି ଦିଅନ୍ତୁ । ମିଛ କୁହନ୍ତୁ ନାହିଁ ।

୨- ଆପଣଙ୍କୁ ନାଲି ରଙ୍ଗର ମନ୍ଦାର ଫୁଲ ଟି ଅଧିକ ଆକର୍ଷିତ କରୁଥିଲେ ପଣଙ୍କର ଖରାପ ସମୟ ସମାପ୍ତ ହୋଇ ଶୁଭ ଫଳ ମିଳିବାକୁ ଯାଉଛି । ବର୍ତ୍ତମାନ ଆପଣ ଯେଉଁ ବ୍ୟୟ ଭାର ଭୋଗ କରୁଛନ୍ତି ତାହା ସମୟ ଅନୁଯାୟୀ କମ ହେବ । ଆର୍ଥିକ ସମସ୍ୟାରେ ଉନ୍ନତି ଆସିବ । ଆପଣ ଭୟରେ କଷ୍ଟ ପାଉଛନ୍ତି । ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ହୋଇ ଚିନ୍ତିତ ଅଛନ୍ତି ।

ଆପଣ ଯେଉଁ ବି କାମ କରୁଥିଲେ ସେଥିରେ ସଫଳତା ପାଇପାରୁ ନ ଥିଲେ । ପରିଶ୍ରମ ଅନୁଯାୟୀ କିଛି ଲାଭ ମିଳୁ ନ ଥିଲା । କିନ୍ତୁ ଏବେ ଆଉ ଚିନ୍ତା କରିବାର ନାହିଁ । ଆପଣ ପ୍ରାୟତଃ ଚିଡିଚିଡା ସ୍ଵଭାବର ରହୁଛନ୍ତି । ଏହି କାରଣରୁ ଅତି ପ୍ରିୟ ବନ୍ଧୁ ଦୂରେଇ ଯାଇଛି । ଦାମ୍ପତ୍ୟ ଜୀବନ ସଠିକ ଭାବେ ଚାଲୁ ନାହିଁ । କିନ୍ତୁ ଆଗକୁ ଏପରି ସ୍ଥିତି ରହିବ ନାହିଁ । ଏଣିକି ଆପଣ ଶାନ୍ତିରେ ବିଶ୍ରାମ କରିବେ । ଯେଉଁ କାମ କରିବେ ଦେଖିକି କରନ୍ତୁ । ଭାଗ୍ଯର ଉନ୍ନତିରେ ବିଳମ୍ବ ହୋଇପାରେ । ଯାହା ବି ଶୁଭ ସମୟ, ମୂହୁର୍ତ୍ତ ଆସୁଛି ତାହାର ଲାଭ ଉଠାନ୍ତୁ । ଯାହା କରିବାର ଅଛି ଏବେ ହିଁ କରି ନିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *