ବାପାଙ୍କର ପରୀ ହୋଇଥାନ୍ତି ଏହି 4ଟି ନାମର ଝିଅମାନେ-Jyostish Shastra

ବନ୍ଧୁଗଣ କଥାରେ ଅଛି କି ମା ମାନେ ପୁଅକୁ ଅଧିକ ଭଲ ପାଇଥାନ୍ତି ଆଉ ବାପା ମାନେ ଝିଅ କୁ ଅଧିକ ଭଲ ପାଇଥାନ୍ତି । ପ୍ରତେକ ବାପାଙ୍କୁ ନିଜ ଝିଅ ବହୁତ ଭଲ ଲାଗିଥାନ୍ତି । କିନ୍ତୁ ଏମିତି କିଛି ଝିଅ ଅଛନ୍ତି ଯେଉଁ ମାନେ ଅନ୍ୟ ମାନଙ୍କର ଠାରୁ ଖାସ ହୋଇଥାନ୍ତି । ଏମାନେ ନିଜ ବାପା ଙ୍କ ଲାଡଲି ହୋଇଥାନ୍ତି । ଏଭଳି ଝିଅ ମାନଙ୍କୁ ତାଙ୍କ ବାପା ଦୁଃଖୀ ଦେଖିପାରନ୍ତି ନାହିଁ । ସେମାନେ ଛୋଟ ବଡ ଆବଶ୍ୟକତାର କେୟାର ନେଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉକୁ ଯେଉଁ ମାନେ ପାପାଙ୍କ ପରୀ ହୋଇଥାନ୍ତି ।

1- A ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ବ ହୋଇଥାଏ ସେମାନେ ପିଲା ଦିନରୁ ବାପାଙ୍କର ଗେଲହା ହୋଇଥାନ୍ତି । ଏମାନଙ୍କର ନିଜ ବାପାଙ୍କ ସହ ଗଭୀର ସମ୍ପର୍କ ରହିଥାଏ । ଏହି ନାମର ଝିଅଙ୍କ ବାପା ତାଙ୍କର ସବୁ ଜିଦି ପୂରଣ କରିଥାନ୍ତି । ଏହି ନାମର ଝିଅଙ୍କର ମା ମାନେ ଏମାନଙ୍କୁ କୌଣସି କାମ କରିବାକୁ ମନା କରିଲେ ମଧ୍ୟ ବାପା ସାଥ ଦେଇଥାନ୍ତି । ଏହାର ଖାସ କଥା ହେଉଛି ଏମାନେ ନିଜ ବାପାଙ୍କ କେୟାର ଅଧିକ ନେଇଥାନ୍ତି । ଏହି କାରଣରୁ ଦୁହିଙ୍କର ବଣ୍ଡିଙ୍ଗ ଷ୍ଟ୍ରାଙ୍ଗ ହୋଇଥାଏ ।

2- S ନାମର ଝିଅମାନେ : S ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନେ ନିଜ ବାପାଙ୍କୁ ନିଜର ହିରୋ ମାନିବା ସହ ଖୁବ ଗର୍ବ କରିଥାନ୍ତି । ଏମାନଙ୍କର ବାପା ସବୁ ପିଲାଙ୍କ ମଧ୍ୟର ଏମାନଙ୍କୁ ଅଧିକ ଆଟେନସନ ଓ ଭଲ ପାଇବା ଦେଇଥାନ୍ତି । ଏହି ନାମର ଝିଅମାନେ ବାପାଙ୍କ ମନରେ ଖାସ ସ୍ଥାନ ବନାଇଥାନ୍ତି । ଏମାନଙ୍କ ବାପା ଏମାନଙ୍କର ସବୁ ଜିଦି ପୂରଣ କରିଥାନ୍ତି । ଯେବେ ଝିଅକୁ ଜରୁରତ ଥାଏ ଏମାନଙ୍କ ବାପା ଆଗେଇ ଆସିଥାନ୍ତି ।

3- P ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହୋଇଥିବା ଝିଅମାନେ ନିଜ ବାପାଙ୍କ ଭାବନକାଉ ବହୁତ ଭଲ ଭାବେ ବୁଝିଥାନ୍ତି । ପୁରା ଘରେ ବାପନକ ବିପକ୍ଷରେ କେହି କହିଲେ ଏହି ନାମର ଝିଅ ସାଥ ଦେଇଥାନ୍ତି । ସେହିପରି ଏମାନଙ୍କ ବାପା ମଧ୍ୟ ସେମାନଙ୍କ ସବୁ କଥା ବୁଝିଥାନ୍ତି । ଝିଅ କିଛି ନ କହିଲେ ବି ବାପା ସବୁ ବୁଝି ନେଇଥାନ୍ତି । ଏହି ନାମର ଝିଅ ଓ ତାଙ୍କ ବାପାଙ୍କ ବୁଝାମନା କାରଣରୁ ଏମାନେ ଖାସ ହୋଇଥାନ୍ତି । ଏହି କାରଣରୁ ଏହି ନାମର ଝିଅମାନେ ନିଜ ବାପାଙ୍କ ପ୍ରିୟ ହୋଇଥାନ୍ତି ।

4- T ନାମର ଝିଅମାନେ : T ନାମର ଝିଅମାନେ ନିଜ ମା ଙ୍କ ଅପେକ୍ଷା ବାପାଙ୍କ ସହ ଅଧିକ ସମ୍ପର୍କରେ ରହିଥାନ୍ତି । ଏମାନେ ବାପଙ୍କର ଛୋଟ ବଡ କେୟାର ନେଇଥାନ୍ତି ଯାହା ସେମାନଙ୍କ ମା କରିପାରନ୍ତି ନାହିଁ । ଏମାନେ ନିଜ ବାପାଙ୍କର ସବୁ ଛୋଟ ବଡ କାମ କରିଥାନ୍ତି ଯାହା ସେମାନଙ୍କ ମା କରିବାରେ ପଛରେ ରହିଥାନ୍ତି । ଏହି କାରଣରୁ ଏମାନେ ବାପାଙ୍କର ପରୀ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *