ବିବାହ ପୂର୍ବରୁ ଅନୈତିକ ସମ୍ପର୍କ ରଖିବା କଣ ପାପ ହୋଇଥାଏ ? କଣ କହିଥାଏ ସବୁ ଧର୍ମ ?

ବନ୍ଧୁଗଣ ଆଜିକାଲି ପୁଅ ଝିଅ ଙ୍କ କ୍ଷେତ୍ରରେ ଦେଖା ଯାଉଛି ସେମାନେ ପରସ୍ପର କୁ ଭଲ ପାଉଛନ୍ତି କମ କିନ୍ତୁ ଅନୈତିକ ସମ୍ପର୍କ ରଖୁଛନ୍ତି ଅଧିକା । ଏହା ସେମାନଙ୍କ ପାଇଁ ଏକ ସାଧାରଣ କଥା ହୋଇ ଗଲାଣି । ସେମାନେ ଏହା ପୂର୍ବରୁ ଭାବନ୍ତି ନାହିଁ କି ଏହାର ପ୍ରଭାବ ସେମାନଙ୍କ ଜୀବନ ଉପରେ କେମିତି ପଡିବ । ତାଙ୍କ ମନରେ କେବଳ ଗୋଟେ ଚିନ୍ତାଧାରା ରହିଥାଏ କି ଅନୈତିକ ସମ୍ପର୍କ କେମିତି ରଖିବେ । କେତେ ଜଣ ପ୍ରେମର ବାହାନା କରି ଏମିତି କରିଥାନ୍ତି ଆଉ କେତେ ଜଣ ଗଣ ଦୁଷ୍କର୍ମ କରିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ କହିବୁ ବିବାହ ପୂର୍ବରୁ ସମ୍ପର୍କ ରଖିବାକୁ ନେଇ ପ୍ରତେକ ଧର୍ମରେ କଣ ଲେଖା ଅଛି । ଆଜିର ସମୟରେ ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନେ ସମ୍ପର୍କ ସ୍ଥାପନ କରୁଛନ୍ତି । ଯାହା ପାଇଁ ସେମାନଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି । ଆଉ କେହି କେହି ବିବାହ ପରେ ମଧ୍ୟ ସମ୍ପର୍କ ସ୍ଥାପନ କରି ବି ସଫଳ ହୋଇପାରୁ ନାହାନ୍ତି । ତେବେ ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନେ ନିଜର ସୀମା ଭିତରେ ରହିବା ଉଚିତ ।

ଏହା ଦ୍ଵାରା ସେମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତ ଉପରେ କିଛି ବି ଖରାପ ପ୍ରଭାବ ପଡିବ ନାହିଁ । ତେବେ ଏ ବିଷୟରେ ଭଗବନା କୃଷ୍ଣ କହିଛନ୍ତି ସମ୍ପର୍କ ରଖିବା ଭୁଲ କିନ୍ତୁ ଖରାପ ଉପାୟ ରେ ବିବାହ ପୂର୍ବରୁ ସମ୍ପର୍କ ରଖିବା ଭୁଲ ଅଟେ । ବାଇବେଲ ରେ ଲେଖା ଅଛି ଯଦି କୌଣସି ବ୍ୟକ୍ତି ଇଶ୍ଵର ଙ୍କ ନିୟମ କୁ ଭାଙ୍ଗି ସମ୍ପର୍କ ବନାଇ ଥାଏ ତେବେ ଅବଶ୍ୟ ଇଶ୍ଵର ତାକୁ ଦଣ୍ଡ ଦେଇଥାନ୍ତି ।

ସେଥିପାଇଁ ଭଗବାନ ସୃଷ୍ଟି ର ନିୟମ ଅନୁଯାୟୀ ସ୍ଵାମୀ ସ୍ତ୍ରୀ ବନାଇଛନ୍ତି । ଯାହା ଫଳରେ ନୈତିକ ଓ ଅନୈତିକ ସମ୍ପର୍କ ମଧ୍ୟରେ ଫରକ ଜଣା ପଡିବ । କୋରାନ ରେ ମଧ୍ୟ ସ୍ତ୍ରୀ ସହ ସମ୍ପର୍କ ରଖିବାକୁ ଠିକ ମାନା ଯାଇଛି । କୋରାନ ଅନୁଯାୟୀ ମନୁଷ୍ୟ କୁ ଏଭଳି ବିଚାର ଅର୍ଥାତ ବିବାହ ପୂର୍ବରୁ କାହା ସହ ସମ୍ପର୍କ ରଖିବା ଠାରୁ ଦୂରେଇ ରହିବା ଉଚିତ ଯାହା ଅନୈତିକ ହୋଇଥିବ ।

କାରଣ ଏହା ମଣିଷ କୁ ପାପୀ ସାବ୍ୟସ୍ତ କରିଥାଏ । ଅଥର୍ବ ବେଦ ଅନୁଯାୟୀ ସ୍ତ୍ରୀ ଓ ପୁରୁଷ କୁ ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇଥାଏ । ବିବାହ ପୂର୍ବରୁ ଯେଉଁ ପୁଅ ଝିଅ ଶାରୀରିକ ସମ୍ପର୍କ ରଖିଥାନ୍ତି ସେମାନଙ୍କୁ ନର୍କ ରେ ଅନେକ ଯନ୍ତ୍ରଣା ଭୋଗ କରିବାକୁ ପଡିଥାଏ । ତେଣୁ ସବୁ ଧର୍ମ ରେ ବିବାହ ପୂର୍ବ ରୁ ସମ୍ପର୍କ ସ୍ଥାପନ କରିବାକୁ ଅପରାଧ ଶ୍ରେଣୀ ରେ ରଖା ଯାଇଛି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *