A ନାମର ବ୍ୟକ୍ତି ଙ୍କ ସ୍ଵଭାବ, ବ୍ୟକ୍ତିତ୍ବ, ପ୍ରେମ ଓ ଦାମ୍ପତ୍ୟ ଜୀବନ କିପରି ହୋଇଥାଏ ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ମାନଙ୍କର ନାମ A ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ କେମିତି ହୋଇଥାନ୍ତି । A ନାମର ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ, ସ୍ଵଭାବ, ଭାଗ୍ୟ, ଭବିଷ୍ୟ, ପ୍ରେମ, ଦାମ୍ପତ୍ୟ ଜୀବନରେ ଏମାନେ କେମିତି ହୋଇଥାନ୍ତି । ଏହି ନାମର ବ୍ୟକ୍ତି ନିଜର ବ୍ୟକ୍ତିଗତ କାମରେ କାହାର ରାୟ ନେବାକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କୁ କାହାର ରାୟ ଜରୁରତ ହେଲେ ବହୁତ ଭଲ ମଣିଷ ମାନେ ଖୋଜିଥାନ୍ତି ।

ଯେଉଁ ଝିଅଙ୍କର ନାମ A ନାମରୁ ଆରାମ୍ଭ ହୋଇଥାଏ ସେମାନେ ଦେଖିବାକୁ ସୁନ୍ଦର ହେବା ସହ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଏହି ନାମର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏମାନଙ୍କର ଆଖି ବଡ ବଡ ହୋଇଥାଏ । ସୁନ୍ଦର ବ୍ୟକ୍ତିଙ୍କ ସହ ବନ୍ଧୁତା କରିବାକୁ ପସନ୍ଦ କରିଥାନ୍ତି । ଏମାନେ ଅଧିକ ଚିନ୍ତା କରିଥାନ୍ତି ଓ ଜୀବନକୁ ଖୁସିରେ ବିତାଇବାକୁ ଇଚ୍ଛା ରଖିଥାନ୍ତି । ଏମାନେ ମୌଜ ମସ୍ତି କରିବା, ବୁଲିବାକୁ ପସନ୍ଦ କରନ୍ତି ।

ଏମାନେ ନିଜ ଦୁଃଖ ଭୁଲିବା ସହ ଅନ୍ୟର ଦୁଃଖ କୁ ଦୂର କରିଥାନ୍ତି । ସଚ୍ଚା ବ୍ୟକ୍ତିଙ୍କ ସାଥ ଦେଇଥାନ୍ତି । ଅନ୍ୟକୁ ରାୟ ଦେଇଥାନ୍ତି କିନ୍ତୁ ନିଜେ ନିସ୍ପତି ଠିକ ଭାବେ ନେଇପାରନ୍ତି ନାହିଁ । ଏମାନେ ଲୋକଙ୍କ ସହ ବନ୍ଧୁତା କରିବାକୁ ଦେଖା କରିବାକୁ ପସନ୍ଦ କରନ୍ତି । ଏମାନଙ୍କ କାମରେ ବାଧା ଆସିଥାଏ ଆଉ ସଫଳତା ଡେରି ରେ ମିଳିଥାଏ । କିଛି ଲୋକ ନିଜର ଜନ୍ମ ଠାରୁ ଦୂରରେ ରହି ସଫଳତା ପାଇଥାନ୍ତି ତ ଆଉ କିଛି ଲୋକ ନିଜ ଜନ୍ମ ମାଟିରେ ସଫଳତା ପାଇଥାନ୍ତି ।

ପ୍ରେମ ମାମଲାରେ ଏହି ପଛରେ ରହିଥାନ୍ତି । ଏମାନେ ପ୍ରେମକୁ ଗୁରୁତ୍ଵ ଦିଅନ୍ତି ନାହିଁ । ଏମାନଙ୍କୁ ପ୍ରେମରେ ଧୋକା ମିଳିଲେ ଏମାନେ ଆଉ କାହାକୁ ପ୍ରେମ କରନ୍ତି ନାହିଁ କି କାହା ଉପରେ ଭରସା କରନ୍ତି ନାହିଁ । ଏମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ସବୁବେଳେ ଖୁସି କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । A ନାମର ବ୍ୟକ୍ତି ସଫଳତା ଆଡକୁ ଧାଇଁଥାନ୍ତି ।

ଏମାନଙ୍କ ମାଇଣ୍ଡରେ ଏମିତି ଆଇଡିୟା ଆସିଥାଏ ଯାହା ଅନ୍ୟ ଠାରେ ଦେଖାଯାଏ ନାହିଁ । ବେକାର ବସି ସମୟ ନଷ୍ଟ କରିବାକୁ ପସନ୍ଦ ନୁହେଁ । ଏହି ନାମର ଝିଅମାନେ ନିଜ ଆଖିକୁ ବହୁତ ଭଲ ପାଇଥାନ୍ତି । ଏମାନେ ଅନ୍ୟର ସାହାର୍ଯ୍ୟ କରିବା ସହ ନିଜକୁ ସ୍ଥିତି ଅନୁଯାୟୀ ବଦଳାଇ ଦେଇଥାନ୍ତି । ଏମାନେ ନିଜର ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ଏମାନେ ସେଲ୍ଫ ମେଡ ହୋଇଥାନ୍ତି । ନିଜ ବଳରେ ସବୁ କିଛି କରିବାକୁ ପସନ୍ଦ କରିଥାନ୍ତି ।

ଏମାନେ ଅଧିକ ଦେଖାଇ ହୋଇଥାନ୍ତି । ଏମାନେ ସିକ୍ରେଟ କାହାକୁ କୁହନ୍ତି ନାହିଁ । ଗୋଟେ ଜାଗାରେ ବସି ସବୁ ଖବର ରଖିଥାନ୍ତି । ଏମାନଙ୍କର ମାଇଣ୍ଡ ବହୁତ ତୀବ୍ର ହୋଇଥାଏ । ଦାମ୍ପତ୍ୟ ଜୀବନରେ ଏମାନେ ଜୀବନସାଥିଙ୍କ ଉପରେ ହୁକୁମ ଚଳାଇଥାନ୍ତି । କ୍ଯାରିୟରୟକୁ ନେଇ ଚିନ୍ତିତ ଥିଲେ ବି ମାଲିକଙ୍କୁ ପ୍ରଭାବିତ କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *