୫ ମିନିଟ୍ ରେ ମଶା, ମାଛି, ମୂଷା, ଅସରପା ଘରୁ ପଳେଇବେ, ନିଶ୍ଚୟ ଥରେ ଏହା ପ୍ରୟୋଗ କରନ୍ତୁ- Home Remedies

ବନ୍ଧୁଗଣ ମଶା ମାଛି ପ୍ରାୟତଃ ସବୁବେଳେ ସବୁ ସମୟରେ ଦେଖା ଯାଇଥାନ୍ତି । ମଶା କାମୁଡିବା ଦ୍ଵାରା ଅନେକ ଥର ଜ୍ଵର ମଧ୍ୟ ଆସିଯାଏ । ମାଛି ଯଦି ଖାଦ୍ଯରେ ବସିଯାଏ ତେବେ ସେହି ଖାଦ୍ଯ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଯଦି ଘରେ ଅଧିକ ସଂଖ୍ଯାରେ ମୂଷା, ପିମ୍ପୁଡି, ଅସରପା ଆସୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଏବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି କିପରି ବଣାଇବେ ଓ ଏହାର ପ୍ରୟୋଗ କିପରି କରିବେ ।

ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ରହିଛି ତେଜପତ୍ର ଯାହା ରୋଷେଇ ଘରୁ ଆପଣଙ୍କୁ ସହଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ ହେଉଛି କର୍ପୁର । ଯାହା ପୂଜା ରେ ବ୍ୟବହାର ହୋଇଥାଏ । ଆପଣଙ୍କୁ ଫ୍ରେସ କର୍ପୁର ର ଆବଶ୍ୟକତା ପଡିବ । ତୃତୀୟ ସାମଗ୍ରୀ ହେଉଛି ନିମ ତେଲ ଯାହା ଆପଣ ଚାହିଁଲେ ଘରେ କରି ପାରିବେ । ନ ହେଲେ ସୋରିଷ ତେଲ ର ପ୍ରୟୋଗ କରି ପାରିବେ ।

ଅନେକ ସମୟରେ ରୋଷେଇ ଘରେ ତଳେ ପଡିଥିବା ଖାଦ୍ୟ କାରଣରୁ ପିମ୍ପୁଡି ହୋଇଥାଏ । ତେଣୁ ରୋଷେଇ ସାରିବା ପରେ ରୋଷେଇ ଘର ସଫା କରିବା ଉଚିତ । ପ୍ରଥମ କର୍ପୁର କୁ ଭଲ ଭାବେ ଗୁଣ୍ଡ କରନ୍ତୁ । ଏହା ପରେ ନିମ ତେଲ ରେ କର୍ପୁର କି ମିଶ୍ରଣ କରନ୍ତୁ । ଯଦି ଆପଣ ସୋରିଷ ତେଲ ନେଉଛନ୍ତି ତେବେ ଏଥିରେ ଅଳ୍ପ ନିମ ପତ୍ର ପକାନ୍ତୁ । ଏବ ଆପଣ 3ରୁ 4 ଟି ବଡ ତେଜପତ୍ର ନିଅନ୍ତୁ । ଏହି 3ଟି ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ ।

ତେଜପତ୍ର କୁ ଛୋଟ ଛୋଟ ପିସ କରି ଛିଡାଇ ପକାଇ ଦିଅନ୍ତୁ । ପ୍ରତି ଦିନ ସନ୍ଧ୍ୟାରେ ଏହି କାମ କରିଲେ ଆପଣଙ୍କ ଘରେ ଗୋଟେ ମାସ ବି ଦେଖାଯିବ ନାହିଁ । ଏବେ ଆପଣ ଏହାକୁ ଜଳାଇ ଦିଅନ୍ତୁ । କିଛି ଜଳିବା ସମୟରେ ଏହାଲୁ ଲିଭାଇ ଦିଅନ୍ତୁ ଯେମିତି ଏଥିରୁ ଧୂଆଁ ବାହାରିବ । ଏହାକୁ ନେଇ ରୁମରେ ରଖିଲେ ଦେଖିବେ ଘରେ ମଶା, ମାଛି ଦେଖାଯିବ ନାହିଁ ।

ଏହି ଛୋଟ ଉପାୟ ରେ ଆପଣଙ୍କର ବଡ ସମସ୍ଯା ଦୂର ହୋଇ ପାରିବ । ଏବେ ଆସନ୍ତୁ ଜାଣିବା ମୂଷା କୁ କେମିତି ଘରୁ ବାହାର କରି ପାରିବା । ଏଥିପାଇଁ ଆପଣ ନରମାଲ ବୋତଲ ନିଅନ୍ତୁ । ସେଥିରେ ଅଧା ଗ୍ଳାସ ପାଣି ନେଇ ଛୋଟ ଚାମଚ ଲୁଣ ଓ କର୍ପୁର ଗୁଣ୍ଡ ମିଶାନ୍ତୁ । ଏହାପରେ ଭିନେଗାର ଓ ଡେଟଲ ଏଥିରେ ମିଶାନ୍ତୁ ।

ସବୁ ଜିନିଷ ପକାଇବା ପରେ ଏହାକୁ ଭଲ ଭାବେ ସେକ କରନ୍ତୁ । ଏକ ତୁଳା ସାହାର୍ଯ୍ୟ ରେ ଏହି ପାଣି କୁ ବୁଡାଇ ସେହି ଜାଗାରେ ରଖନ୍ତୁ ଯେଉଁଠି ମୂଷା, ଅସରପା, ପିମ୍ପୁଡି ବାହରୁ ଥିବ । 2ରୁ 3 ଦିନ ଏହାର ପ୍ରୟୋଗ କରିଲେ ମୂଷା, ଅସରପା, ପିମ୍ପୁଡି ଆଉ ହେବେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *