ଡାକି ଡାକି ମରିଗଲେ ବି ଭଗବାନ ଏହି ଲୋକଙ୍କ ଡାକ କେବେବି ଶୁଣନ୍ତି ନାହିଁ- Dharma Shastra

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଏମିତି କିଛି କଥାମାନ ରହିଛି ଯାହାକୁ କହିବା ବା କରିବା ଦ୍ଵାରା ଇଶ୍ଵର କେବେ ବି ଡାକ ଶୁଣନ୍ତି ନାହିଁ । କାରଣ ଇଶ୍ଵର ଙ୍କୁ ମିଷ୍ଟ ଭାଷା ଅତ୍ୟନ୍ତ ପ୍ରିୟ ହୋଇଥାଏ । କିନ୍ତୁ ଆଜିର ସମୟରେ କେହି ବି ମଧୁର ବାଣୀ ର ପ୍ରୟୋଗ କରୁ ନାହାନ୍ତି । ଭଗବାନଙ୍କ ଏଭଳି ଲୋକଙ୍କ ଘରେ କେବେ ବି ନିବାସ କରନ୍ତି ନାହିଁ । ଯେଉଁ ଘରେ ବ୍ୟକ୍ତି ମଧୁର ବାଣୀ କହୁଥାଏ, ନାରୀର ସମ୍ମାନ କରୁଥାଏ, କାହା ସହ କଳହ କରୁ ନ ଥାଏ ସେଭଳି ଘରେ ଇଶ୍ଵର ନିବାସ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ କାମ କରିବା ଦ୍ଵାରା ଇଶ୍ଵର କେବେ ବି ଡାକ ଶୁଣନ୍ତି ନାହିଁ ।

1- ଶାସ୍ତ୍ର ଅନୁଯାୟୀ ଯେଉଁ ଘରର ବ୍ୟକ୍ତି କୌଣସି ଚିନ୍ତା କରେ ନାହିଁ କିମ୍ବା କଣ ହେଲେ କିଛି ଫରକ ପଡେ ନାହିଁ ସେଠାରେ ଭଗବାନ କେବେ ବି ନିବାସ କରନ୍ତି ନାହିଁ । ଯାହା ଦ୍ଵାରା ସେହି ବ୍ୟକ୍ତି ଗରିବ ହେବାର ବଡ କାରଣ ହୋଇଥାଏ । ତେଣୁ ଘରର ଚିନ୍ତା କରୁଥିବା ବ୍ୟକ୍ତି ବିଜୟ ପ୍ରାପ୍ତ କରିଥାଏ ।

2- ସ୍ଵାମୀ ସ୍ତ୍ରୀ ଯେଉଁ ଘରେ କଳହ ବା ମାରପିଟ ହୋଇଥାଏ ଲାଗି ରହିଥାଏ ସେଠାରେ ଭଗବାନ ଭୁଲରେ ବି ଯାଆନ୍ତୁ ନାହିଁ । ଏଭଳି ଘରେ ମା ଲକ୍ଷ୍ମୀ କେବେ ବି ଆଗମନ କରନ୍ତି ନାହିଁ । ଏପରି ଘରେ ସୁଖ ସମୃଦ୍ଧି ର ନାସ ହୋଇଯାଏ । ଏମାନଙ୍କର ଆଗାମୀ ପିଢୀ ମଧ୍ୟ ଏମାନଙ୍କର କର୍ମ ପାଇଁ ସାରା ଜୀବନ ସମସ୍ୟାର ସାମ୍ନା କରିଥାନ୍ତି । ଏମିତି କି ସେହି ବ୍ଯକ୍ତିର ସନ୍ତାନ ମଧ୍ୟ ସେଭଳି ହୋଇଥାଏ । ଯେଉଁ ଘରେ ସର୍ବଦା ଶାନ୍ତିପୂର୍ଣ୍ଣ ରହିଥାଏ ସେଠାରେ ଇଶ୍ଵର ବାସ କରିଥାନ୍ତି ।

3- ଗୀତା ରେ ଲେଖା ଅଛି କି ଯେଉଁ ବ୍ୟକ୍ତି କର୍ମ ହୀନ ହୋଇଥାଏ ତାଙ୍କୁ ଆଗାମୀ ଜନ୍ମରେ ଏମିତି ଘରେ ଜନ୍ମ ନେବାକୁ ପଡିଥାଏ ଯିଏ ନିଜର ପାପ କୁ ଭୋଗ କରିଥାଏ । ଯିଏ ଭଲ କାର୍ଯ୍ୟ କରିପାରେ ନାହିଁ, ଯାହାର କର୍ମ ଭୁଲ ହୁଏ ନାହିଁ, ଅନ୍ୟକୁ ଖୁସିରେ ଦେଖିପାରେ ନାହିଁ, ଭଲ କର୍ମ କରେ ନାହିଁ ତାକୁ କର୍ମହୀନ ବ୍ୟକ୍ତି କୁହାଯାଏ ।

4- ଯେଉଁ ବ୍ୟକ୍ତି ନିଜର ବାପା ମା ଙ୍କୁ ସାମାନ୍ଯ ଭାବିଥାଏ ତାକୁ ଆଗାମୀ ଜନ୍ମରେ ଏମିତି ଦଣ୍ଡ ମିଳିଥାଏ ଯାହାକୁ ସେ ସାରା ଜୀବନ ମନେ ରଖିଥାଏ । ଏଭଳି ବ୍ୟକ୍ତିକୁ ଆଗାମି ବା ସେହି ଜନ୍ମରେ ସେମିତି କଟାଇବାକୁ ପଡେ ଯେମିତି ସେ ତାର ବାପା ମା ସହ କରିଥିଲା ।

5- ଧର୍ମ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ନାରିଙ୍କ ଉପରେ ଅତ୍ୟାଚାର କରୁଥାଏ ତାକୁ ଘୋର ପାପ ଲାଗିଥାଏ । ଯେଉଁଠି ନାରିଙ୍କ ସମ୍ମାନ ହୁଏ ନାହିଁ ସେଠାରେ ଇଶ୍ଵର ନିବାସ କରନ୍ତି ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *