ଭଗବାନ ଶିବ ଙ୍କ ନାଁ ରେ ପ୍ରଚାର କରାଯାଇଥିବା 5ଟି ମିଥ୍ୟା କଥା ଜାଣନ୍ତୁ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଗୁପ୍ତ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଝାର ସତ୍ୟତା ଜାଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ମାନେ ଭଗବାନ ଶିବ ଙ୍କ ବିଷୟରେ ଅନେକ ଗୁପ୍ତ କଥା ନିଶ୍ଚୟ ଜାଣିଥିବେ । ମହାଦେବ ନିଜ ଗଳା ରେ ସାପ ଧାରଣ କରିବା ଠାରୁ ଆରମ୍ଭ କରି ମସ୍ତକରେ ଚନ୍ଦ୍ରମା, ବାଘ ଛାଲ, ନନ୍ଦୀ ଙ୍କୁ ନିଜର ବାହନ କରିବା ଇତ୍ୟାଦି । ଭଗବାନ ଶିବ ସୃଷ୍ଟି ର କର୍ତ୍ତା ଅଟନ୍ତି । ତେଣୁ ତାଙ୍କୁ ନେଇ ଅନେକ ରୋଚକ ତଥ୍ୟ ମନକୁ ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଭଗବାନ ଶିବ ଙ୍କୁ ନେଇ ପ୍ରଚାର ହୋଇଥିବା ୫ଟି ମିଛ କଥା ବିଷୟରେ ।

୧- ପ୍ରଥମ ମିଛ କଥା ଟି ହେଉଛି ଅନେକ ଲୋକ ଶିବଲିଙ୍ଗ କୁ ଏକ ପ୍ରତୀକ ବୋଲି ଭାବି ଥାନ୍ତି । ପ୍ରକୃତ ରେ ଶିବଲିଙ୍ଗର ଅର୍ଥ ହେଉଛି ଶିବ ଙ୍କ ଆଦି ବା ଅନାଦି ସ୍ଵରପ । ଶିବଲିଙ୍ଗ ର ଉପର ଭାବ ଅର୍ଥାତ ଭଗବାନଙ୍କର ନା ଅନ୍ତ ଅଛି ନା ଆରମ୍ଭ ଅଛି । ଲମ୍ବା ଶିବଲିଙ୍ଗ ଥିବା ମୂର୍ତ୍ତି ନିରାକାର ପୁରୁଷ ଙ୍କ ପ୍ରତୀକ ଅଟେ । ଯାହାକୁ ଜ୍ୟୋର୍ତିଲିଙ୍ଗ କୁହା ଯାଇଥାଏ । ତେଣୁ ଶିବଲିଙ୍ଗ କୁ ନେଇ କେବେ ମିଥ୍ୟା ଅପ ପ୍ରଚାର କରିବା ଉଚିତ ନୁହେଁ ।

୨- ଦ୍ଵିତୀୟ ମିଛ କଥା ଟି ହେଉଛି ଅନେକ ଲୋକ ଜାଣିଛନ୍ତି ବା ମାନି ଥାନ୍ତି କି ମହାଦେବ ଗଞ୍ଜେଇ ଓ ଭାଙ୍ଗ ର ସେବନ କରିଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏହାର ବର୍ଣ୍ଣନା ଶିବ ପୁରାଣ ରେ କେଉଁଠି ବି ନାହିଁ । ବାସ୍ତବରେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ବିଶ ର ପାନ କରିଥିଲେ । ଯାହା କାରଣରୁ ତାଙ୍କ ଗଲାରେ ତୀବ୍ର ପୀଡା ଅନୁଭବ ହୋଇଥିଲା । ସେଥିରୁ ଶୀତଳତା ପାଇବା ପାଇଁ ଭଗବାନ ଶିବ କେବେ କେବେ ଭାଙ୍ଗ ର ସେବନ କରିଥାନ୍ତି ।

୩- ତୃତୀୟ ମିଛଟି ହେଉଛି ଅନେକ ଲୋକଙ୍କ ମନରେ ପ୍ରଶ୍ନ ଅଛି କି ମହାଦେବ କଣ ଗଣେଶ ଜି ଙ୍କ ମୁଣ୍ଡ କାଟ କରିଥିଲେ ? ଭଗବାନ ଶିବ ପୂର୍ବରୁ ସବୁ ସତ୍ୟ କଥା ଜାଣିଥିଲେ କି ଗଣେଶ ଜି ତାଙ୍କର ପୁତ୍ର ବୋଲି । ଏଥିପାଇଁ ସେ ଏମିତି କରିଥିଲେ । ଯଦି ଏମିତି ମହାଦେବ ନ କରିଥାନ୍ତେ ତେବେ ଗଣେଶ ପ୍ରଭୁ ପରମ ପୂଜ୍ୟ କେମିତି ହୋଇଥାନ୍ତେ । ମହାଦେବ ଅଜଣା ହୋଇ ଗଣେଶ ଜୀ ଙ୍କ ପରୀକ୍ଷା ନେଉଥିଲେ ।

୪- ଚତୁର୍ଥ ମିଛ ହେଉଛି ଭଗବାନ ଶିବଙ୍କର ସବାରି ହେଉଛନ୍ତି ନନ୍ଦୀ । କିନ୍ତୁ ସତ କଥା ହେଉଛି ନନ୍ଦୀ ସ୍ଵୟଂ ମହାଦେବଙ୍କର ଅଂଶର ଅବତାର ଅଟନ୍ତି । ତେଣୁ ସେ ଭଗବାନ ଶିବ ଙ୍କର ବଡ ଭକ୍ତ ଓ ବାହନ ଅଟନ୍ତି ।

୫- ଶେଷ ମିଛ କଥା ଟି ହେଉଛି ଭଗବାନ ଶିବ ବାଘ ଙ୍କୁ ମାରି ତାଙ୍କ ଛାଲ ଧାରଣ କରିଥାନ୍ତି । ଯାହା ସଂପୂର୍ଣ୍ଣ ଭୁଲ ଅଟେ । ସତ କଥା ହେଉଛି ମହାଦେବ ନାରାୟଣଙ୍କ ନୃସିଙ୍ଘ ଅବତାରକୁ ଶାନ୍ତ କରିବା ପାଇଁ ବିରଭଦ୍ରା ର ରୂପ ନେଇଥିଲେ । ସେହି ସମୟରେ ନାରାୟଣ ନିଜର ଶରୀର ତ୍ୟାଗ କରିଥିଲେ । ନୃସିଙ୍ଘନାଥ ସେହି ସମୟରେ ଇଚ୍ଛା କରିଥିଲେ କି ଭଗବାନ ଶିବ ତାଙ୍କର ଛାଲ କୁ ନିଜ ଶରୀରରେ ଧାରଣ କରିବେ । ଆଉ ସେହା ହିଁ ହୋଇଥିଲା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *