ପ୍ରେମରେ ପାଗଳ ହୋଇଥାନ୍ତି ଏହି 4ଟି ନାମର ଝିଅମାନେ-Jyotish Shastra

ବନ୍ଧୁଗଣ ମଣିଷ ଜୀବନରେ କେବେ ସୁଖ ତ କେବେ ଦୁଃଖ ଲାଗି ରହିଥାଏ । ଏହାର କାରଣ ଗ୍ରହ ନକ୍ଷତ୍ରର ସ୍ଥିତି ହୋଇଥାଏ । ଏମିତି ମାନ୍ୟତା ଅଛି କି ମଣିଷର ନାମ ସହ ଗ୍ରହ ର ସମ୍ପର୍କ ଯୋଡି ହୋଇ ରହିଥାଏ । ଯାହାର ସମ୍ପର୍କ ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ହୋଇଥାଏ । ଜୀବନରେ ଆସୁଥିବା ସୁଖ ହେଉ କି ଦୁଃଖ ହେଉ ତାହାର ସମ୍ପର୍କ ବ୍ଯକ୍ତିର ନାମ ରୁ ଆରମ୍ଭ ହୋଇଥାଏ । ମଣିଷ ଜୀବନରେ ଜଣେ ସାଥି ରହିବା ନିହାତି ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଏମିତି 4ଟି ନାମର ଝିଅଙ୍କ ବିଷୟରେ କହିବୁ ଯେଉଁ ମାନେ ପ୍ରେମରେ ପାଗଳ ହୋଇଥାନ୍ତି ।

1- K ନାମର ଝିଅମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ଚଞ୍ଚଳ ହୋଇଥାଏ । ଏମାନେ ନିଜର ଏହି ସ୍ଵଭାବ କାରଣରୁ କାହାର ବି ହୃଦୟ ରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥାନ୍ତି । ଏମାନେ କାହାକୁ ଯେବେ ପିଆର ଏମ କରିଥାନ୍ତି ହୃଦୟରୁ କରିଥାନ୍ତି । ପ୍ରେମ ମାମଲାରେ ଏମାନେ ଅଧିକା ବିଶ୍ଵସ୍ତ ହୋଇଥାନ୍ତି । କିନ୍ତୁ ଯେବେ ଏମାନଙ୍କର ସାଥି ଛାଡି ଚାଲି ଯାଇଥାନ୍ତି ଏମାନେ ନିଜକୁ ସମବଳି ପାରନ୍ତି ନାହିଁ ।

2- P ନାମର ଝିଅମାନେ : ଏହି ନାମର ଝିଅମାନେ ଲଭ ମ୍ୟାରେଜରେ ବିଶ୍ଵାସ ରଖିଥାନ୍ତି ଓ ଜଲ୍ଦି ପ୍ରେମରେ ପଡିଥାନ୍ତି । ଏମାନେ ଶାନ୍ତ ସ୍ଵଭାବର ହେବା ସହ ଅନ୍ୟ ଝିଅଙ୍କ ଅପେକ୍ଷା ଅଲଗା ହୋଇଥାନ୍ତି । ଏମାନେ କାହାକୁ ଭଲ ପାଇଲେ ତା ସହ ହୃଦୟରୁ ଯୋଡି ହୋଇ ଯାଇଥାନ୍ତି । ଆଖି ବନ୍ଦ କରି ନିଜ ସାଥି ଉପରେ ଭରସା ରହିଥାନ୍ତି । ଯେବେ ଏମାନଙ୍କ ସାଥି ଛାଡି ଚାଲିଯାଏ ବହୁତ ଦୁଃଖ ପାଇଥାନ୍ତି । ଏମାନେ ଜୀବନ ସାରା ନିଜକୁ ହିଁ ଦୋଷୀ ଭାବିଥାନ୍ତି ।

3- R ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ଭଲ ହେବ ସା ପବିତ୍ର ହୋଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ସେବା କରିବାକୁ ପସନ୍ଦ ହୋଇଥାନ୍ତି । ଏମାନେ ନିଜ ଜୀବନରେ ପାର୍ଟନରଙ୍କୁ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି । ଏମାନେ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଇବା ସହ ସମ୍ପର୍କ କୁ ନିଭାଇବାକୁ ଚେଷ୍ଟା କରିଥାନ୍ତି ।

4- S ନାମର ଝିଅମାନେ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷରର ଆରମ୍ଭ ହୋଇଥାଏ ସେମାନେ ନିଜ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ସେବା ହୃଦୟରୁ କରିଥାନ୍ତି ଓ ଜୀବନ ସାରା ସାଥ ନିଭାଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ପ୍ରତି ଏତେ ବିଶ୍ଵାସ ହୋଇଥାନ୍ତି କି ପୁରା ଜୀବନ ନିସ୍ଵାର୍ଥପର ଭାବେ ତାଙ୍କ ସେବାରେ ବିତାଇଥାନ୍ତି । ଏମାନେ ବିଶ୍ଵସ୍ତ ହୋଇଥାନ୍ତି । ଏମାନେ କାହାକୁ ବି ଧୋକା ଦିଅନ୍ତି ନାହିଁ । ଏମିତିକି ନିଜ ବନ୍ଧୁଙ୍କ ସାଥ ବି କେବେ ଛାଡନ୍ତି ନାହିଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *