ବାଛନ୍ତୁ ଗୋଟିଏ ଫୁଲ ଓ ଜାଣନ୍ତୁ ଭଗବାନ ଆପଣଙ୍କ ପାଇଁ କଣ ଭାବିଛନ୍ତି ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 2ଟି ପଦ୍ମ ଫୁଲର ଚିତ୍ର । ଆପଣ ଜାଣିପାରିବେ କି ଭଗବାନ ଆପଣଙ୍କ ପାଇଁ କଣ ଭାବିଛନ୍ତି ତାହା ଜାଣି ପାରିବେ । ପଦ୍ମ ଫୁଲ ମା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ହୋଇଥାଏ । ଏହା ଆପଣଙ୍କ ନିଜସ୍ଵ ଜୀବନ ଉପରେ ନିଶ୍ଚୟ କାମରେ ଆସିବ । ଏଥିପାଇଁ ଆପଣଙ୍କୁ 2ଟି ସଂଖ୍ୟା ବା 2ଟି ଫୁଲ ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ । ଆଗକୁ କଣ କରିଲେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଯିବ ତାହା ଜାଣିପାରିବେ । ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ଭଗବାନ ଆପଣଙ୍କ ପାଇଁ କଣ ଭବିଛନ୍ତି ।

1- ଯଦି ଆପଣ ଧଳା ରଙ୍ଗର ପଦ୍ମ ଫୁଲ ବାଛିଛନ୍ତି ତେବେ ଗୁପ୍ତ ଶତ୍ରୁ ଏବେ ହାରି ସାରିଲେଣି । ଆପଣଙ୍କର ଏକ ପ୍ରିୟ ଜୀବ ଅଛି ଯାହା ପାଇଁ ଆପଣ ଚିନ୍ତାରେ ପଡି ଯାଉଛନ୍ତି । ଆପଣଙ୍କ ଭାଗ୍ୟରେ ହିଁ ଏପରି ଥିଲା । ଓମ ନମଃ ବାସୁଦେବାୟ ମନ୍ତ୍ର କୁ ପ୍ରତିଦିନ 11 ଥର ଜପ କରନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଯିବ । ଏବେ ଆପଣ ଜାତକ ବିଚାର କରାଇ ନିଅନ୍ତୁ ।

ଆପଣଙ୍କର ମନ୍ଦ ଦଶା ଭୋଗ ହେଉଛି । ପାରିବାରିକ ଶାନ୍ତି ମିଳିବ । ପୁତ୍ର ଚିନ୍ତାରେ ବ୍ୟଥିତ ହେବ । ସ୍ତ୍ରୀଙ୍କର ଖରାପ ସମୟ ଦୂର ହେବ । ସତ ଚେଷ୍ଟା କରି ବି ଆପଣ ସୁଫଳ ହେଉ ନାହାନ୍ତି । ଆପଣ ଏତେ ଅସ୍ଥିର ହେଉଛନ୍ତି କି ପ୍ରତେକ କାର୍ଯ୍ୟ ରେ ଅସଫଳ ହେଉଛନ୍ତି । ବର୍ତ୍ତମାନ କର୍ମ ଫଳ ପ୍ରାପ୍ତି ପାଇଁ ବିଳମ୍ବ ହୋଇପାରେ । ଆଗାମୀ 15 ଦିନ ପରେ ଆପଣଙ୍କର ସମୟ ଭଲ ଆସିଯିବ ।

2- ଆପଣ କମଳା ରଙ୍ଗର ପଦ୍ମ ଫୁଲ ବାଛିଥିଲେ ବର୍ତ୍ତମାନ ଆପଣଙ୍କ କାର୍ଯ୍ୟ ର ଫଳ ବିପରୀତ ହେବ । ଆପଣ ଯେତେ ସତର୍କ ହେଲେ ମଧ୍ୟ ଲୋକେ ଆପଣଙ୍କୁ ଅସୁବିଧାରେ ପକାଉଛନ୍ତି । ଆପଣ ପୁଣି ଘୋର ଚିନ୍ତାରେ ପଡ଼ୁଛନ୍ତି । କାରଣ କଣ ହେବ ବୋଲି ଆପଣ ସଦା ସର୍ବଦା ଚିନ୍ତିତ ରହୁଛନ୍ତି । ବର୍ତ୍ତମାନ ଆପଣଙ୍କ ଭାଗ୍ୟ ଦଶା ନିଡାମ୍ବର ରହୁଛି । ଏବେ ଆପଣଙ୍କୁ 6 ଦିନ ଯାଏଁ ଏମିତି ଦଶା ଭୋଗ କରିବାକୁ ହେବ ।

ଭଗବାନଙ୍କ ଆପଣଙ୍କର ମଙ୍ଗଳ କରିବେ । ବର୍ତ୍ତମାନ ଶତ୍ରୁ ମାନେ ଆପଣଙ୍କୁ ପରାଜିତ କରୁଛନ୍ତି । ଅର୍ଥ ହାନି ହେଉଛି । ଆଖି ଆଗରେ ବହୁ ଲାଭ ଦେଖା ଯାଉଛି । ବର୍ତ୍ତମାନ ଆପଣଙ୍କର ଯାହା ବି ଲାଭ ରହୁଛି ତାହା ଅଧା ମିଳୁଛି । ଖର୍ଚ୍ଚ ଅଧିକ ହେଉଛି । ଆପଣ ନିବେଶ କରିପାରୁ ନାହାନ୍ତି । ଧର୍ମ କର୍ମ ରେ ମନ ଲଗାଉଛନ୍ତି । କିନ୍ତୁ ଶୁଭା ଶୁଭ ଘଟଣା କରାଇପାରିଲେ ନାହିଁ । ବହୁ ଦ୍ରବ୍ଯ ହାନି ମଧ୍ୟ ହେଉଛି । କାମ ହୋଇ ମଧ୍ୟ ପୁନଶ୍ଚ ଭାଙ୍ଗୁଥିଲା । ଆଗାମୀ ସମୟ ଆପଣଙ୍କ ପାଇଁ ମଙ୍ଗଳମୟ ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *