ଏଭଳି ସୁନ୍ଦରୀ ସ୍ତ୍ରୀ ଙ୍କୁ କେବେ ବି ବିବାହ କରିବା ଉଚିତ ନୁହେଁ- Acharya Chanakya

ପ୍ରାଚୀନ କାଳରେ ପାଟଳୀ ପୁତ୍ର ଯାହା ଆଜି ପାଟନା ନାମରେ ପ୍ରସିଦ୍ଧ ଅଟେ । ଏହା ଏକ ବହୁତ ଶକ୍ତିଶାଳୀ ରାଜ୍ୟ ମଗଧ ର ରାଧନୀ ଥିଲା । ଯେଉଁ ଠାରେ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ଓ ପ୍ରୟାସ ଆଧାରରେ ଏକ ସାମାନ୍ଯ ବାଳକ ଚନ୍ଦ୍ରଗୁପ୍ତ ଙ୍କୁ ଭାରତର ସମ୍ରାଟ କରିଥିଲେ । ଯିଏ ଆଗାମୀ ସମୟରେ ଚନ୍ଦ୍ରଗୁପ୍ତ ମୋର୍ଜ୍ୟ ନାମରେ ପ୍ରଚିତ ପାଇଥିଲେ ଓ ଅଖଣ୍ଡ ଭାରତର ନିର୍ମାଣ କରିଥିଲେ । ଚାଣକ୍ୟ ନିଜର ବୁଦ୍ଧି, କ୍ଷମତା ବଳରେ ଭାରତର ଇତିହାସକୁ ବଦଳାଇ ଦେଇଥିଲେ । ଆଜି ଆମେ ଜାଣିବା ସୁନ୍ଦରୀ ସ୍ତ୍ରୀ ଙ୍କୁ ବିବାହ କରିବା କାହିଁକି ଉଚିତ ନୁହେଁ ।

ଆଜି ବି ଚାଣକ୍ୟ ଙ୍କ ନୀତି ଆମ ପାଇଁ ସେତିକି ଆବଶ୍ୟକ ଅଟେ ଯାହା ସେହି ସମୟରେ ଥିଲା । ଏହି ସବୁ ନୀତି ମାନଙ୍କର ପାଳନ ଯେଉଁ ବି ବ୍ୟକ୍ତି କରିଥାଏ ସେ ଜୀବନରେ ସବୁ ସୁଖ ସୁବିଧା ଓ ସଫଳତା ପ୍ରାପ୍ତ କରିଥାଏ । ହିନ୍ଦୁ ଧର୍ମରେ ବିବାହକୁ ଷୋହଳ ସଂସ୍କାର ମଧ୍ୟରୁ ଏକ ସଂସ୍କାର ଭାବେ ବିଚାର କରାଯାଏ । ସ୍ତ୍ରୀ ମାନଙ୍କର କିଛି ଲକ୍ଷଣ ରହିଥାଏ ଯାହା ସେମାନଙ୍କୁ ବିବାହ ଉପୋଯୋଗୀ କରି ନ ଥାଏ ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସୁନ୍ଦରତା ସବୁ କିଛି ହୋଇ ନ ଥାଏ । କୌଣସି ପୁରୁଷ ସ୍ତ୍ରୀ ର ସୁନ୍ଦରତା କୁ ଦେଖି ପରଖିଥାଏ ଓ ବିବାହ କରିଥାଏ ତେବେ ସେ ବ୍ୟକ୍ତି ମୂର୍ଖ ହୋଇଥାଏ । ସୁନ୍ଦରତା ଆଧାରରେ ବିବାହ କରିଲେ ବୈବାହିକ ଜୀବନ ସୁଖରେ କଟି ନ ଥାଏ । ଚାଣକ୍ୟ ସଂସ୍କାର କୁ ଅଧିକ ମହତ୍ଵ ଦେଇଛନ୍ତି । ତାଙ୍କ ଅନୁସାରେ ଭଲ ସଂସ୍କାର ଥିବା ସ୍ତ୍ରୀ ଘରକୁ ସ୍ଵର୍ଗ କରିଥାଏ ।

ସେ ସ୍ଵାମୀ ଓ ପରିବାରର ଧ୍ୟାନ ରଖିଥାଏ । କିନ୍ତୁ ଖରାପ ସଂସ୍କାର ଥିବା ସ୍ତ୍ରୀ ସବୁ କିଛି ନଷ୍ଟ କରି ଦେଇଥାଏ । ଯେଉଁ ସ୍ତ୍ରୀ ଅଧାର୍ମିକ ହୋଇଥାଏ ସେ ସମ୍ପର୍କ କୁ ଗୁରୁତ୍ଵ ଦେଇ ନ ଥାଏ । ଏପରି ସ୍ତ୍ରୀ ପରିବାରର ସମ୍ମାନ ଓ ଖୁସି ବିଷୟରେ ବିଚାର କରି ନ ଥାନ୍ତି । ଅଧିକ ସୁନ୍ଦର ଦେଖା ଯାଉଥିବା ସ୍ତ୍ରୀ ହୃଦୟ ରୁ ସେତିକି ସୁନ୍ଦର ହୋଇ ନ ଥାନ୍ତି ।

ଏଥିପାଇଁ ଯଦି ସ୍ତ୍ରୀ ସୁନ୍ଦର ହୋଇ ନ ଥାଏ କିନ୍ତୁ ତାର ଗୁଣ ଓ ସଂସ୍କାର ଭଲ ହୋଇଥାଏ ତେବେ ସେହି ସ୍ତ୍ରୀଙ୍କୁ ବିବାହ କରିବା ଉଚିତ ହୋଇଥାଏ । ଏଭଳି ସ୍ତ୍ରୀ ସମଗ୍ର ଜୀବନକୁ ସୁଖମୟ କରିଥାଏ ଓ ଭବିଷ୍ୟତରେ ଶ୍ରେଷ୍ଠ ପରିବାର ମଧ୍ୟ ଦେଇଥାଏ । ସ୍ତ୍ରୀ ଯଦି ସଂସ୍କାରୀ ଓ ସୁନ୍ଦର ହୋଇଥାଏ ଓ ଅଧିକ ଭଲ ପାଇବା ଦେଇଥାଏ ତେବେ ସେ ବହୁତ ଭଲ ହୋଇଥାଏ ।

କିନ୍ତୁ ସ୍ତ୍ରୀ ଟି ଖରାପ ସ୍ଵଭାବର ହୋଇଥାଏ ସଂସ୍କାର ହିନ ହୋଇଥାଏ ସେ ଯେବେ ବି ସୁନ୍ଦର ହୋଇଥିଲେ ଜୀବନକୁ ନର୍କ କରି ଦେଇଥାଏ । ଏଣୁ ସଂସ୍କାର ଓ ଗୁଣବାନ ସ୍ତ୍ରୀଙ୍କୁ ବିବାହ କରିବା ବୁଦ୍ଧିମାନ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *