10+ GK – କେଉଁ ଫୁଲ ର ପାଖୁଡା କୁ ବାଟି କି ଲଗାଇଲେ ବିଛା ବିଷ ବାହାରି ଯାଇଥାଏ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ବିଶ୍ଵ ର କେଉଁ ଦେଶର ପୋଲିସ ମଇଁଷି ଉପରେ ବସି କାର୍ଯ୍ୟ କରନ୍ତି ?

ଉତ୍ତର- ବ୍ରାଜିଲ ।

2- ମଣିଷର ହାର୍ଟ ଗୋଟିଏ ମିନିଟ ରେ କେତେ ଥର ସ୍ପନ୍ଦନ ହୁଏ ?

ଉତ୍ତର- 72 ଥର ।

3- ଭାରତର ଲୋକ ମାନେ ସବୁଠାରୁ ଅଧିକ କେଉଁ ପରିବାକୁ ଖାଇ ଥାଆନ୍ତି ?

ଉତ୍ତର- ଆଳୁ ।

4- ଚନ୍ଦ୍ରୟାନ-3 ଚନ୍ଦ୍ର ପ୍ରୁଷ୍ଠ ରେ ପହଞ୍ଚିବା ପାଇଁ କେତେ ଦିନ ସମୟ ଲାଗିଥିଲା ?

ଉତ୍ତର- 42 ଦିନ ।

5- ମଣିଷର ମସ୍ତିସ୍କ ର ଓଜନ ସମୁଦାୟ କେତେ ଗ୍ରାମ ଅଟେ ?

ଉତ୍ତର- 1400 ଗ୍ରାମ ।

6- ଭାରତର କେଉଁ ସହର ରେ ସର୍ବ ପ୍ରଥମେ ମହିଳା ବିଶ୍ଵ ବିଦ୍ୟାଳୟ ଖୋଲା ଯାଇଥିଲା ?

ଉତ୍ତର- ବାଙ୍ଗାଲୋର ।

7- ବର୍ଷା ପାଣିକୁ ଗରମ କରି ପିଇବା ଦ୍ଵାରା କେଉଁ ମାରାତ୍ମକ ରୋଗ ଠିକ ହୋଇଥାଏ ?

ଉତ୍ତର- ଥଣ୍ଡା ।

8- ଦୁନିଆରେ ସବୁଠାରୁ ଅଧିକ ମିଛ କୁହା ଯାଉଥିବା କଥା ଟି କଣ ?

ଉତ୍ତର- I AM FINE ।

9- ବିଶ୍ଵର କେଉଁ ଦେଶରେ ସର୍ବ ପ୍ରଥମେ ଜିଲାପି ର ଆବିଷ୍କାର ହୋଇଥିଲା ?

ଉତ୍ତର- ଇରାନ ।

10- ଭାରତର କେଉଁ ରାଜ୍ୟରେ ଜନସଂଖ୍ୟା ସବୁଠାରୁ କମ ଅଟେ ?

ଉତ୍ତର- ସିକିମ ।

11- ବିଶ୍ଵ ର କେଉଁ ଦେଶ ସବୁଠାରୁ ଅଧିକ ଶିକ୍ଷିତ ଦେଶ ଅଟେ ?

ଉତ୍ତର- କାନାଡା ।

12- ବିଶ୍ଵ ର କେଉଁ ଦେଶରେ ଧଳା ରଙ୍ଗର କାଉ ଦେଖିବାକୁ ମିଳିଥାଏ ?

ଉତ୍ତର- ଆମେରିକା ।

13- କେଉଁ ପକ୍ଷୀ ର ଅଣ୍ଡା ସିଝିବା ପାଇଁ 4 ଘଣ୍ଟା ରୁ ଅଧିକ ସମୟ ଲାଗେ ?

ଉତ୍ତର- ଓଟ ପକ୍ଷୀ ।

14- କେଉଁ ଫୁଲ ର ପାଖୁଡା କୁ ବାଟି କି ଲଗାଇଲେ ବିଛା ବିଷ ବାହାରି ଯାଇଥାଏ ?

ଉତ୍ତର- ସୂର୍ଯ୍ୟମୁଖୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *