ବାଛନ୍ତୁ ଗୋଟିଏ ପ୍ରଥମ ଅକ୍ଷର ଓ ଜାଣନ୍ତୁ ଆପଣଙ୍କ ଚରିତ୍ର ଓ ସ୍ଵଭାବ କିପରି ହୋଇଥାଏ- Choice One Name

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଲେଟର ଯଥା କ୍ରମେ S,  B, M । ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଏହି 3ଟି ଲେଟର ମଧ୍ୟରୁ କୌଣସି ଗୋଟିଏ ହୋଇଥାଏ । ତେବେ ଆପଣ କାହାର ବି ନାମ ନେଇ ବାଛନ୍ତୁ ଏହି 3ଟି ଲେଟର ମଧ୍ୟରୁ ଯେ କୌଣସି ଗୋଟିଏ । ଏହା ପରେ ଆପଣ ନିଜର ସ୍ଵଭାବ, ଚରିତ୍ର, ପରିବାରର ସ୍ଥିତି ବିଷୟରେ ସଠିକ ତଥ୍ୟ ଜାଣି ପାରିବେ । ଏହା ସହ ଆପଣ ଅନ୍ୟ ମାନଙ୍କୁ କେତେ ଭଲ ପାଉଛନ୍ତି ଓ ଅନ୍ୟ ମାନେ ଆପଣଙ୍କୁ କେତେ ଭଲ ପାଉଛନ୍ତି ତାହା ଜାଣି ପାରିବେ ।

1- ଯଦି ଆପଣ ପ୍ରଥମ ନଜର ରେ ଲେଟର S ରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କର ରାଶି କୁମ୍ଭ ହୋଇଥାଏ । ଏବେ ଆପଣଙ୍କର ଦୁଃଖର ସମୟ ଆସୁଛି । ଆପଣ ଅନେକ କଥା ଭାବି ନେଉଛନ୍ତି । ଆପଣ କ୍ଲେଶ ଅନୁଭବ କରଥିଲେ ତାହା ଆଉ ରହିବନି । ଆପଣ ଲାଭର ଆଶା ପୂରଣ ହେବ । ଆପଣଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ । ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଛି । ଏଣିକି ସବୁ କାମରେ ସମାଧାନ ହେବ । ଅନ୍ୟ ପ୍ରତି ଭଲ ପାଇବା ଓ ସହନଶୀଳତା ପାଇଁ ଆପଣ ଧୋକା ଖାଇଥାନ୍ତି ।

2- ଆପଣ B ଲେଟର ଚୟନ କରିଥିଲେ ଆପଣ ସାନ୍ତ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଆପଣ ପରିବାରକୁ ଅଧିକ ଭଲ ପାଇଥାନ୍ତି । ଆପଣ ସମସ୍ତଙ୍କ ସହ ମିସିକି ରହିବାକୁ ପସନ୍ଦ କରନ୍ତି କିନ୍ତୁ ଆପଣ ପରିବାର ଏହା ଚାହେଁ ନାହିଁ । ଆପଣଙ୍କର ସ୍ଵଭାବ ଆପଣଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥାଏ । ଆପଣ ଦୁଃଖ ଅନେକ ପାଇଲେଣି । କିନ୍ତୁ ଏଥର କାର୍ଯ୍ୟ ପାଇଁ ସଦେବ ଫଳ ପାଇବେ । ଆପଣଙ୍କର ସବୁ କାମ ଶୁଭ ହେବ । ସବୁ କାମ ଜଲ୍ଦି ହେବ । ଆପଣ ଶାନ୍ତ ସ୍ଵଭାବର ହୋଇଥିଲେ ମଧ୍ୟ ପରିବାରରେ ଅସାନ୍ତି ଦେଖାଯାଏ । ଆପଣଙ୍କର ଧନର ଅଭାବ ଦେଖାଯାଏ ନାଆହିଁ । ପାରିବାରିକ ସମସ୍ଯା ଦୂର ହେବ ।

3- ଆପଣଙ୍କର ନାମର ପ୍ରଥମ ଅକ୍ଷର M ହୋଇଥିଲେ ଆପଣଙ୍କ ଜୀବନରେ କେବେ ନା କେବେ ସମସ୍ଯା ଆସିବ । ଆପଣଙ୍କର ଆଗାମୀ 7 ମାସ ମଧ୍ୟରେ ସନ୍ତାନର ଉନ୍ନତି ହେବ । ପୁତ୍ର ସନ୍ତାନ ପ୍ରାପ୍ତି ହେବ । ସ୍ତ୍ରୀ ହେତୁକ ସମସ୍ୟା ଥିଲେ ଏହାର ସମାଧାନ ହେବ । ଆପଣ ଚିନ୍ତାରେ ଥାଇ ବହୁ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଆପଣ ଯତ୍ନ ପୂର୍ବକ କାମ କରୁଥିଲେ ମଧ୍ୟ ଆପଣ ବିପଦରେ ପଡ଼ୁଛନ୍ତି । ଆପଣଙ୍କର ସ୍ବଭାବରେ ପରିବର୍ତ୍ତନ ଆସୁଛି । ଆପଣଙ୍କର ସ୍ଵଭାବ ହେଉଛି ପ୍ରତେକ କଥାକୁ ଶୁଣିବାର ଇଚ୍ଛା ମନରେ ରଖିଥାନ୍ତି । ଆପଣ କମ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି । ଆପଣ ନୀରବତା ରକ୍ଷା କରନ୍ତି । ପରିବାର ସହ ଭଲ ଆଚରଣ କରନ୍ତି । ଆପଣ ଚାହିଁଥାନ୍ତି ସମସ୍ତେ ଆପଣଙ୍କୁ ପ୍ରେମ ଓ ସମ୍ମାନ ଦେବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *