ଦୁନିଆ ସାରା ବୁଲିଥାଏ ଧରିତ୍ରିରେ ପାଦ ରଖେନି ଦିନରେ ସୋଇଥାଏ ରାତିରେ ଜଗିଥାଏ ରାତି ଅନ୍ଧାର ମୋ ବିନା । କୁହ କଣ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

1- କଳା ଘୋଡା ଧଳା ସବାରି ଓଲ୍ହାଇବେ ତ ଅନ୍ୟ ର ବାରି ପଡେ କୁହ କଣ ?

ଉତ୍ତର- ତାୱା ଓ ରୁଟି ।

2- ଅସୁସ୍ଥ ମୁଁ ରୁହେନି ତଥାପି ଖାଇଥାଏ ବଟିକା ପିଲା ବୁଢା ସମସ୍ତେ ଡଋ ଯାଇଥାନ୍ତି ସୁନ୍ଦର ତାହାର କଥା ଏହାର ଅର୍ଥ କଣ ?

ଉତ୍ତର- ବନ୍ଧୁକ ।

3- ତିଆରି କରିଥିବା ତାର ଉପୋଯୋଗ କରେନି ଉପୋଯୋଗ କରୁଥିଲେ ତାକୁ ଦେଖେ ନାହିଁ ଦେଖୁଥିଲେ ତାକୁ ପସନ୍ଦ ନୁହେଁ କୁହ କଣ ?

ଉତ୍ତର- କଫନ ।

4- ପଢିବା ଲେଖିବାରେ ଦୁଇଟିଜାକରେ ମୁଁ କାମରେ ଆସେ ନାହିଁ କାଗଜ ନୁହେଁ ଯାହା ମୋର ନାମ କୁହ କଣ ?

ଉତ୍ତର- ଚଷମା ।

5- ଏମିତି କେଉଁ ଜିନିଷ ଅଛି ଯାହାକୁ ଯେତେ ଟାଣିଲେ ତାହା ସେତିକି ବଢିଥାଏ ?

ଉତ୍ତର- ସିଗାରେଟ ।

6- ଯେତେ ଅଧିକ ସେବା କରିଥାଏ ସେତିକି ବଢିଥାଏ ସବୁ ରଙ୍ଗର ନୀଳ ଲାଲ ରଙ୍ଗର ପାଣି ସହ ବୋହିଥାଏ କୁହ କଣ ?

ଉତ୍ତର- ସାବୁନ ।

7- ଗୋଟେ ଗୁମ୍ଫାର ଦୁଇଟି ଜଗୁଆଳି ଦୁଇ ଜଣ ଲମ୍ବା କଳା କୁହ କଣ ?

ଉତ୍ତର- ନିଶ ।

8- ଦୁନିଆ ସାରା ବୁଲିଥାଏ ଧରିତ୍ରିରେ ପାଦ ରଖେନି ଦିନରେ ସୋଇଥାଏ ରାତିରେ ଜଗିଥାଏ ରାତି ଅନ୍ଧାର ମୋ ବିନା । କୁହ କଣ ?

ଉତ୍ତର- ଚାନ୍ଦ ତାରା ।

9- ଲାଲ ଘୋଡା ଅଟକି ଅଛି କଳା ଘୋଡା ଦୌଡିଥାଏ । କୁହ କଣ ?

ଉତ୍ତର- ନିଆଁ ଓ ଧୂଆଁ ।

10- ଜଣେ ରାଜା ର ଅନୋଖି ରାଣୀ ଦୁମ ସାହାରରେ ପାଣି ପିଇଥାଏ । କୁହ କଣ ?

ଉତ୍ତର- ଦୀପ ।

11- ସିଧା ହୋଇକି ପାଣି ପିଇଥାଏ ଓଲଟା ହୋଇକି ଦିନ କହିଥାଏ । କୁହ କଣ ?

ଉତ୍ତର- ନଦୀ ।

12- 8 କୁ ଲେଖନ୍ତୁ 8 ଥର ଉତ୍ତର ଆସିବ 1000 ଥର । କୁହ କଣ ?

ଉତ୍ତର- 888+88+8+8+8=1000 ।

13- ଶକ୍ତିଶାଳୀ ସଂସାର ରେ କ୍ରୂର ମଣିଷର କାମ ଜଳ ପିଇଥାଏ ତୁରନ୍ତ ମୁଁ ହୋଇଥାଏ ସାନ୍ତ । କୁହ କଣ ?

ଉତ୍ତର- ନିଆଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *