ବାଛନ୍ତୁ ଯେ କୌଣସି ଗୋଟିଏ ସଂଖ୍ୟା ଓ ଜାଣନ୍ତୁ କିଏ ଆପଣଙ୍କୁ MISS କରୁଛନ୍ତି-Personality Test

ବନ୍ଧୁଗଣ ଆପଣଙ୍କ ଲାଇଫରେ କେହି ଆପଣଙ୍କୁ ନିଶ୍ଚୟ ଭଲ ପାଉଥିବେ । ଆଉ ଯେଉଁଠି ଭଲ ପାଇବା ଥାଏ ସେଠାରେ ମିସ କରିବା ମଧ୍ୟ ଦେଖାଯାଏ । ଯଦି ଆପଣଙ୍କ ସାଥି କେବେ ଆପଣଙ୍କୁ ମିସ କରନ୍ତି ତେବେ ଆପଣ ନିଶ୍ଚୟ ତାହା ଅନୁଭବ କରି ପାରୁଥିବେ । ତେବେ ଆଜିର ବିଷୟ ବସ୍ତୁ ଏଭଳି କିଛି ଆଧାରିତ ଅଟେ । ଯଦି ଆପଣଙ୍କୁ କେହି ମିସ କରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ 1ରୁ 6ଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ ।

ସେଥିପାଇଁ ଆପଣଙ୍କୁ ମାତ୍ର 5 ସେକେଣ୍ଡ ର ସମୟ ଦିଆଯିବ । ବାଛନ୍ତୁ ଗୋଟେ ସଂଖ୍ୟା ଓ ଜାଣନ୍ତୁ କିଏ ଆପଣଙ୍କୁ ମିସ କରୁଛନ୍ତି । 1- ଯଦି ଆପଣ ପ୍ରଥମ ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟ କିରଣ ପଡିବାର ଖୁବ ସମୟ ରହିଛି । ଜାତକ ଦେଖାଇ ଦ୍ଵନ୍ଦ ଦୂର କରନ୍ତୁ । ସବୁ ସମୟରେ ହେବାକୁ ଥିବା କାର୍ଯ୍ୟ ବନ୍ଦ ହୋଇଯାଉଛି । ପୂର୍ବରୁ ଆପଣ ଯାହାଙ୍କୁ ସାହାର୍ଯ୍ୟ କରିଥିଲେ ସେ ଆପଣଙ୍କୁ ମିସ କରୁଛନ୍ତି ।

2- ଆପଣଙ୍କୁ ଦ୍ଵିତୀୟ ହାର୍ଟଟି ପସନ୍ଦ ଆସିଥିଲେ ଆପଣ ଏବେ ଯାଏଁ ଯାହା ଭିୟଗ କରୁଥିଲେ ତାହା ଦୂର ହେବ । ମନ୍ଦ ଦଶାରୁ ଆପଣଙ୍କର ମାନସିକ ବିଭ୍ରାଟ ଘଟିଛି । ନିଜର ଅସ୍ତିତ୍ଵ ଆପଣ ଭୁଲିଗଲେଣି । ତେଣୁ ଭଗବାନଙ୍କ ନାମ ନିଅନ୍ତୁ । ଯିଏ ଆପଣଙ୍କର ଅଧିକ ଧ୍ୟାନ ରଖୁଛନ୍ତି ସେ ଆପଣଙ୍କୁ ମିସ କରୁଛନ୍ତି ।

3- ଆପଣ ତୃତୀୟ ହାର୍ଟ ବାଛିଥିଲେ ଆପଣଙ୍କର ଇଚ୍ଛା ପୂରଣ ହେବାକୁ ଯାଉଛି । ସବୁ ସୁଖ ସୌଭାଗ୍ୟ ଭୋଗ କରିବେ । ଆୟରେ ବୃଦ୍ଧି ହେବ । ଅଧିକ ଚିନ୍ତା କରନ୍ତୁନି । ପରିବାର ପ୍ରତି ଶୁଭ ଫଳ ପାଇବେ । କାର୍ଯ୍ୟ ସମାପନ ହେବ । ଯିଏ ଆପଣଙ୍କୁ ଅଧିକ ସମ୍ମାନ କରନ୍ତି ସେ ଆପଣଙ୍କୁ ମେଣ ପକାଉଛନ୍ତି ।

4- ଯଦି ଆପଣ ଚତୁର୍ଥ ହାର୍ଟକୁ ବାଛିଛନ୍ତି ତେବେ ସ୍ତ୍ରୀ କଷ୍ଟ ଭୋଗ କରିବେ । ସନ୍ତାନଙ୍କର ଉନ୍ନତି ହେବ । ମାଙ୍ଗଳିକ କାର୍ଯ୍ୟ ସମାପନ ହେବ । ଗ୍ରହ ଦଶା ଖରାପ ଥିଲେ ଏହାର ନିରାକରଣ କରନ୍ତୁ । ବ୍ୟସ୍ତତା ମଧ୍ୟରେ ଗତି କରୁଛନ୍ତି । ଆପଣଙ୍କ ବିଷୟରେ ଯିଏ ଅଧିକ ଭାବୁଛନ୍ତି ସେ ଆପଣଙ୍କୁ ମିସ କରୁଛନ୍ତି ।

5- ଆପଣ ପଞ୍ଚମ ହାର୍ଟ ଟି ପସନ୍ଦ କରିଥିଲେ ଧାନ ଓ ପୁତ୍ର ଚିନ୍ତାରେ ପଡିଛନ୍ତି । କିନ୍ତୁ ସର୍ବ କ୍ଷେତ୍ରରେ ପରାଜୟ କରିବେ । ଏଥିପାଇଁ ମାତା ପିତାଙ୍କର ସେବା କରନ୍ତୁ । ସୁରକ୍ଷିତ ଭାବେ ଜୀବନ କାଟିବେ । ସ୍ତ୍ରୀଙ୍କୁ ନେଇ ସମସ୍ଯା, ପାରିବାରିକ ଚିନ୍ତା ଲାଗି ରହିଛି । ଆପଣଙ୍କୁ ହୃଦୟରୁ ଭଲ ପାଉଥିବା ବ୍ୟକ୍ତି ଆପଣଙ୍କୁ ମିସ କରୁଛନ୍ତି ।

6- ଆପଣଙ୍କୁ ଷଷ୍ଠ ହାର୍ଟଟି ପସନ୍ଦ ଆସିଥିଲେ ଅନ୍ୟ ହାତକୁ ଯାଇଥିବା ପଇସା ଆଉ ଫେରି ପାଇପାରୁ ନାହାନ୍ତି । କିନ୍ତୁ ଆପଣ 2 ବର୍ଷ ଅପେକ୍ଷା କରନ୍ତୁ ସବୁ କିଛି ଠିକ ହୋଇଯିବ । ଆପଣ ଯାହାଙ୍କୁ ଉଧାର ଫେରାଇବାର ଅଛି ସେ ହିଁ ଆପଣଙ୍କୁ ମିସ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *