ବାତ ରୋଗ, Joint Pain, ଶିର ବ୍ଳକେଜ, ହାତ ଗୋଡ କାଲୁଆ ପଡିବା, ହାଡ ଦୁର୍ବଳତା ଠିକ ହେବ… ବାସ ଦିନକୁ 2 ଥର ପାଣିରେ ମିଶାଇ ପିୟନ୍ତୁ ଏହି ଜିନିଷ

ବନ୍ଧୁଗଣ ଶରୀରରେ ମସୁକୁଲାର ପେନ ହେବା ଆପଣଙ୍କ ଶୀର ଦୁର୍ବଳ ହେବା, ଜଏଣ୍ଟ ପେନ ହେବା, ହଟା ଗୋଡ କାଲୁଆ ପଡିଯିବା, ହାଡ ଦୁର୍ବଳ ହେବା ଏ ସବୁ ସମସ୍ୟାର କାରଣ ହେଉଛି ଶରୀରରେ ନର୍ଭ ୱିକନେସ । ଆଜିକାଲିର ଲାଇଫ ଷ୍ଟାଇଲ ଖୁବ ଭିନ୍ନ ପ୍ରକାରର ହେଲାଣି । ଯେମିତି ପ୍ରକୃତି ଆମକୁ ଜନ୍ମ କରିଥିଲା ସେମିତି ଲାଇଫ ନେଇ ଆମେ ଏବେ ବଞ୍ଚୁ ନାହାନ୍ତି ।

ଆମ ଲାଇଫରେ ଚାଲିବା, ବୁଲିବା, ଆକ୍ଟିଭ ରହିବା ଆବଶ୍ୟକ । ଆଜି ଆମେ ଆପଣଙ୍କୁ କହିବୁ ଏହି ସବୁ ରୋଗ ଠିକ ହେବା ପାଇଁ କଣ କରିବା ଉଚିତ । ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଅଦା । ଅଦା ଏକ ବହୁତ ଲଭ ସ୍ବାସ୍ଥ୍ୟବାନ ରେମେଡି ଅଟେ , ଯାହା କି ବହୁତ ସାରା ଫାଇଦା  ଦେଇଥାଏ ।

ଅଦା ରୁ ଆଣ୍ଟି ଅକ୍ସିଡେଣ୍ଟ ବହୁ ପରିମାଣରେ ମିଳିଥାଏ । ଯାହା କି ଆପଣଙ୍କ ଶରୀର ରେ ହିଲିଙ୍ଗ କାପସିଟି ବଢିଯାଏ । ଏହା ସହ ଅଦା ମଧ୍ୟରେ ଏକ ଆକ୍ଟିଭ କମ୍ପାଉଣ୍ଡ ମିଳିଥାଏ ଯାହାକୁ ଜିଞ୍ଜରଅଲ କହିଥାନ୍ତି । ଜିଞ୍ଜରଅଲ ଶରୀରରେ ଫୁଲା ଓ କଷ୍ଟ ଦେବାରେ କାମ କରିଥାଏ । ଶୀର ମଧ୍ୟରେ ଯେଉଁ ବ୍ଲକେଜ ଆସେ ବା କୋଲେଷ୍ଟ୍ରୋଲ ଜମି ଯାଏ ତାହାକୁ କମ କରିବାରେ କାମ କରିଥାଏ ଅଦା ।

ଏହି ରେମେଡି ତିଆରି କରିବା ପାଇଁ ଦୁଇ ଗ୍ଳାସ ପାଣି ଏକ ପାତ୍ର ରେ ନେଇ ଗ୍ଯାସ ରେ ବସାନ୍ତୁ । ଏହା ପରେ ଏକ ଚାମଚ ଗ୍ରେଟେଡ ଜିଞ୍ଜର ପକାନ୍ତୁ । ଏହି ଟି କୁ ଆହୁରି ଅଧିକ ଇଫେକ୍ଟିଭ ବନାଇବା ପାଇଁ ଆପଣ ଏଥିରେ ଛୋଟ ଖଣ୍ଡ ଡାଲଚିନି ପକାଇ ଦିଅନ୍ତୁ । ଏବେ ଆପଣ ଏହାକୁ ବଏଲ କରନ୍ତୁ । ଆପଣ ଏହି ପାଣି କୁ ସେତେ ଜାଣେ ଫୁଟାନ୍ତୁ ଯେବେ ଯାଏଁ ଦୁଇ କପ ପାଣି ଫୁଟି ଫୁଟି ଏକ କପ ନ ହୋଇଛି ।

ଯେବେ ଆପଣଙ୍କର ଏକ କପ ପାଣି ହେବେ ସେତେବେଳେ ଆପଣ ଅନ୍ୟ ଏକ ପାତ୍ର କୁ ଛାଣି ଦିଅନ୍ତୁ । ଯଦି ଆପଣଙ୍କର ଡାଇବେଟିସ ନାହି ତେବେ ଏଥିରେ ମହୁ ଆଡ କରି ପାରିବେ । କିନ୍ତୁ ଧାନ ରଖିବେ ଆପଣ ଏଥିରେ ଗରମ ଗରମ ମହୁ ର ପ୍ରୟୋଗ କରିବେ ନାହି । ଆପଣଙ୍କର ଏହି ଅଦା ଚାହା ଥଣ୍ଡା ହେବ ପରେ ଏକ ଚାମଚ ମହୁ ଆଡ କରି ପାରିବେ ।

ଆପଣ ଏହାକୁ ସକାଳୁ ଜଳଖିଆ ଖାଇବା ପରେ ବା ଦ୍ଵିପହର ରେ ଲଞ୍ଚ ଖାଇବାର ଅଧ ଘଣ୍ଟା ପରେ ସେବନ କରନ୍ତୁ । ଆଉ ଥରେ ଆପଣ ଏହାକୁ ରାତିରେ ଖାଇବାର ଅଧ ଘଣ୍ଟା ପରେ ସେବନ କରନ୍ତୁ । ମାତ୍ର କିଛି ଦିନ ରେ ଆପଣଙ୍କୁ ବହୁତ ଭଲ ପ୍ରଭାବ ଦେଖିବାକୁ ମିଳିବ । ହାତ ଗୋଡ କାଲୁଆ ହେଉଥିଲେ, ଜଏଣ୍ଟ ପେନ ହେଉଥିଲେ, ଶୀର ବ୍ଲକେଜ ମଧ୍ୟ ଖୋଲିଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *