ଶାରୀରିକ ସୁଖ ବୃଦ୍ଧି ପାଇଁ ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ଜିନିଷ, ତା ପରେ ଦେଖିବେ କମାଲ

ବନ୍ଧୁଗଣ ରସୁଣ କୁ ଆମେ ସାଧାରଣତଃ ଖାଇବାରେ ବ୍ୟବହାର କରିଥାଉ । ଏହାକୁ ମସାଲା ଭାବେ ମଧ୍ୟ ବ୍ୟବହାର କରାଯାଏ । ଅନେକ ସ୍ଥାନରେ ରସୁଣ କୁ ରାଜା ବି କୁହାଯାଏ । କାରଣ ଏହାର ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି । ଯଦି ଆପଣଙ୍କର ଖାଦ୍ଯ ହଜମ ହେଉ ନାହି, ଜୀବାଣୁ ସହ ଲଢିବା ପାଇଁ ରସୁଣ ସହାୟକ ହୋଇଥାଏ । ଆଜି ବି ରସୁଣ ର ଚାଷ ବହୁ ପରିମାଣରେ କରା ଯାଉଛି ।

ରସୁଣ ସେବନ କରିବା ଦ୍ଵାରା ବହୁତ କିଛି ଲାଭଦାୟକ ହୋଇଥାଏ । କିଛି ଲୋକ ରସୁଣ ର ଗନ୍ଧକୂ ପସନ୍ଦ କରନ୍ତି ନାହି । ଏପରି ସ୍ଥିତିରେ ରସୁଣକୁ ରାନ୍ଧିକୁ ଖାଇପାରିବେ । ଆଜି ଆମେ ଆପଣଙ୍କୁ କହିବୁ ଶାରୀରିକ ସୁଖ ବୃଦ୍ଧି ପାଇଁ କଣ କରିବେ ।  ରସୁଣ ଶରୀର ପାଇଁ ପ୍ରକୃତିକ ଓ ଫିଲ୍ଟର ଭାବେ କାର୍ଯ୍ୟ କରିଥାଏ । କବକ ସଂକ୍ରମଣରୁ ରକ୍ଷା ପାଇବାକୁ ରସୁଣ ଲଗାଇଥାନ୍ତି ।

ଯଦି ଆପଣଙ୍କର ଭାତୁଡି ବାହାରିଛି ତେବେ ରସୁଣ ଘାସିଲେ ତାହା ଝଡିଯାଏ । ଯଦି ବାରମ୍ବାର ଦାନ୍ତ ପୋକ ଖାଉଛି ତେବେ ରସୁଣ ଲଗାନ୍ତୁ ନିଶ୍ଚୟ ଭଲ ହୋଇଯିବ । ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ଅଧିକ ଅଛି ବା ମୋଟାପଣ ଅଛି ତେବେ ରସୁଣ ସେବନ କରନ୍ତୁ । ସକାଳୁ ଖାଲି ପେଟରେ 2ଟି ରସୁଣ ଚୋବାଇ ଖାଇଲେ ମୋଟାପା କମ ହୋଇଥାଏ । ରସୁଣ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ ।

ଯଦି ହାର୍ଟ ସମସ୍ଯା ଥାଏ ତେବେ ରସୁଣ ଖାଆନ୍ତୁ । ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ରସୁଣ ବହୁତ ଲାଭଦାୟକ ହୋଇଥାଏ ଓ ଏହା ବହୁତ ମାତ୍ରାରେ ହ୍ରାସ କରିଥାଏ । ତୀବ୍ର ଶ୍ଵାସ କ୍ରିୟା ସମସ୍ଯା ଅଛି ତେବେ ରସୁଣ ସେବନ କରନ୍ତୁ । ଏକ ଅନୁସନ୍ଧାନ ଅନୁଯାୟୀ ରସୁଣ ନିମୋନିଆ, କ୍ରୋନିକ, କାଶ ଚିକିତ୍ସାରେ କରିବାରେ ସାହାଜ୍ଯ କାରିଥାଏ । ଯକ୍ଷ୍ମା ରୋଗ ହୋଇଥିଲେ ରସୁଣ ଲାଭଦାୟକ ଅଟେ ।

ଉତ୍ତମ ରକ୍ତ ସନ୍ତୁଳନ ପାଇଁ ରସୁଣ ଖାଇ ପାରିବେ । ହୃଦୟ, ମୂତ୍ରାଶୟ ସଠିକ ଭାବେ କାର୍ଯ୍ୟ କରିବାରେ ରସୁଣ ସାହାକା ହୋଇଥାଏ । ରସୁଣ ଏତେ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ ଅଛି ଯାହା ଅନେକ ରୋଗରୁ ରକ୍ଷା କରିଥାଏ । ଯଦି ଆପଣଙ୍କର ପେଟ ଜନିତ ସମସ୍ଯା ହେଉଛି ବା ଖାଦ୍ଯ ହଜମ ହେଉ ନାହି ତେବେ ରସୁଣ ନିଶ୍ଚୟ ଖାଆନ୍ତୁ । ଏହା ସହ ଭୋକ ମଧ୍ୟ ଲାଗିବ । ରସୁଣ ପେଟରେ ଅମ୍ଳ ବା ଏସିଡ କମ କରିଥାଏ ।

ଶରୀରରେ ଇମ୍ୟୁନିଟି ସିଷ୍ଟମ କୁ ବଢାଇବା ପାଇଁ ରସୁଣ ଖାଇବା ଉଚିତ । ଖାଲି ପେଟରେ ରସୁଣ ଖାଇଲେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ଭାବେ କାମ କରିଥାଏ । ଶାରୀରିକ ସୁଖ ବୃଦ୍ଧି କରିବା ପାଇଁ ସକାଳୁ ଖାଲି ପେଟରେ ନିଶ୍ଚୟ ରସୁଣ ଖାଆନ୍ତୁ । ଯଦି ବାରମ୍ବର ଥଣ୍ଡା ଲାଗି ରହୁଛି ତେବେ ଥଣ୍ଡା, ଜ୍ଵର, କଫ ରୋଗରୁ ଉପଶମ ମିଳିଥାଏ । ବନ୍ଧୁଗଣ ଆପଣାକୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *