ବେକରେ କେଉଁ ଜିନିଷ ପିନ୍ଧିଲେ ହୃଦରୋଗ ଓ ମସ୍ତିଷ୍କ ରୋଗ ଦୂର ହୋଇଥାଏ… ଏହା ସହ ଆହୁରି 10+ Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ବିଶେଷ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ଦୈନିକ କାର୍ଯ୍ୟରେ କାମରେ ଆସିବ । ୧- କୌଣସି ସ୍ଥାନକୁ ଯିବା ପୂର୍ବରୁ ଯଦି ଆପଣଙ୍କ ପିନ୍ଧା ବସ୍ତ୍ର ନ ମିଳେ ତେବେ ଅଶୁଭ ସଙ୍କେତ ହୋଇଥାଏ । କୁକୁର ଯଦି ଆପଣଙ୍କ ଗୋଡକୁ ଶୁଙ୍ଘେ ତେବେ ଏହା ଲାଭ ହେବାର ସୂଚକ ହୋଇଥାଏ ।

୨- ଯଦି କାହା ଘରକୁ କୁକୁର ନଖରେ ରାମ୍ପିଥାଏ ତେବେ ଜାଣିବେ ସେହି ଘରେ ଚୋରୀ ହେବାର ଅଛି । ଘରୁ ବାହାରିବା ସମୟରେ କୁକୁର ପିଛା କରିଲେ ବିପଦ ଆସିବାର ସଂକେତ ମିଳିଥାଏ ।

୩- ନିଜ ହାତ ଗୋଡର ଆଙ୍ଗୁଠି କେବେ ଫୁଟାନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ । ଯାତ୍ରା ସମୟରେ ବାମ ପାଟରେ ଘୋଡା ବା ମେଣ୍ଢା ଦେଖନ୍ତି ତେବେ ଶୁଭ ହୋଇଥାଏ ।

୪- କୌଣସି ସ୍ଥାନକୁ ଯିବା ବେଳେ ହଠାତ ବର୍ଷା ହେବା ଅଶୁଭ ସଂକେତ ହୋଇଥାଏ । ଦୁଆର ମୁହଁ ଆଗରେ ଜୋତା ବା ଚପଲ ରଖିବା ଦ୍ଵାରା ଝଗଡା ହୋଇଥାଏ ।

୫- ଘରେ ରାତିରେ ସିଟି ମାରନ୍ତୁ ନାହିଁ । ଏହାଦ୍ବାରା ସାପ ଘରେ ପ୍ରବେଶ କରିଥାଏ ।

୬- ଯଦି ନିଜ ନାକ ନିଜକୁ ଦେଖାଯାଏ ନାହିଁ ତେବେ ଜାଣିବେ କିଛି ଭୟଙ୍କର ରୋଗରେ ପୀଡିତ ଅଛନ୍ତି । ଶୀତ ଦିନରେ ଉଷୁମ ପାଣିରେ ଗାଧୋଇଲେ ଶରୀର ପାଇଁ ହିତକର ହୋଇଥାଏ ।

୭- ଶୀତ ଦିନରେ ଗୁଡ ଖାଇଲେ ଭଲ ହଜମ ହେବା ସହ ଥଣ୍ଡା କାଶରୁ ରକ୍ଷା ମିଳେ । କଞ୍ଚା କ୍ଷୀରରେ ହଳଦୀ ମିଶାଇ ମୁହଁରେ ଲଗାଇଲେ ମୁହଁର ରଙ୍ଗ ସଫା ହୋଇଥାଏ ।

୮- ସକାଳୁ ଉଠିବା ପରେ ଲେମ୍ବୁ ରସ ସହ କଳାଲୁଣ ଖାଇଲେ ଝାଡା ସଫା ହୁଏ । ସପ୍ତାହରେ ଥରେ ଉପବାସ ରହିଲେ ଶରୀର ସୁସ୍ଥ ରହିଥାଏ । ସର୍ବଦା ପାଦ ଗରମ, ମୁଣ୍ଡ ଥଣ୍ଡା ଓ ପେଟ ନରମ ରଖିଲେ ଶରୀର ସୁସ୍ଥ ରୁହେ ।

୯- ଦେବୀ ଦେବତାଙ୍କ ଫୋଟୋ ଥିବା କ୍ଯାଲେଣ୍ଡର ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ଲଗାନ୍ତୁ ନାହିଁ । ଏହା ମଙ୍ଗଳ ହୋଇଥାଏ ।

୧୦- କ୍ୟାଲେଣ୍ଡରରେ ପ୍ରକୃତିର ଚିତ୍ର, ନଦୀ, ଝରଣା ଓ ମହାପୁରୁଷଙ୍କ ଫୋଟୋ ଥିଲେ ଶୁଭ ହୋଇଥାଏ । ଘରର ପୂର୍ବ ଦିଗରେ ସୂର୍ଯ୍ୟଙ୍କ ଫୋଟୋ ଥିବା କ୍ଯାଲେଣ୍ଡର ଲଗାଇଲେ ଶୁଭ ହୋଇଥାଏ ।

୧୧- ଯଦି ଜାତକରେ ଶୁକ୍ର ଅଷ୍ଟମ, ନବମ, ଏକାଦଶରେ ଥାଏ ତେବେ କାର୍ଯ୍ୟ ସିଧି ହୋଇଥାଏ ଓ ବହୁ ସମ୍ପଦ ମିଳେ । ଯେଉଁ ଲୋକର ଜାତକରେ ଶନି ତୃତୀୟ, ଦଶମ ଓ ଏକାଦଶରେ ରହେ ତେବେ ଏହା ଶୁଭଫଳ ଦେଇଥାଏ ।

୧୨- ଯାତ୍ରା ସମୟରେ ଗୋରୁ ଛିଙ୍କିଲେ ଅଶୁଭ ହୋଇଥାଏ । ଯାତ୍ରା ସମୟରେ ବାଳକ ବା ଲୋକଙ୍କ ଛିଙ୍କ ଆସିଲେ ଶୁଭ ହୋଇଥାଏ ।

୧୩- ସୋମବାର ଓ ସଙ୍କ୍ରାନ୍ତିରେ ଶିବଲିଙ୍ଗ ଉପରେ ଜଳାଭିଷେକ କରିଲେ ଅନେକ ସମସ୍ଯା ଓ ରୋଗରୁ ମୁକ୍ତି ମିଳେ ।

୧୪- ବେକରେ ରୁଦ୍ରାକ୍ଷ ଧାରଣ କରିଲେ ହୃଦାରୋଗା, ମାନସିକ ଓ ମସ୍ତିସ୍କ ରୋଗରୁ ଉପଶମ ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *