ବାହାଘର ମଝିରେ ବର କରିଲା ଏଭଳି କାଣ୍ଡ, ଦେଖିଲେ ହସି ହସି ହେବେ ବେଦମ…. ଦେଖନ୍ତୁ Video

ଆପଣ ମାନେ ଜାଣିଥିବେ ବିବାହ ଏକ ଏମିତି ବନ୍ଧନ ଯାହା ଜୀବନରେ ଥରେ ହୋଇଥାଏ । ମ୍ୟାରେଜରେ ଯଦି ମଜା ନ ହୁଏ ତେବେ କିଛି ଅର୍ଥ ରହେ ନାହି । ଆମ ଦେଶରେ ବିବାହକୁ ଏକ ପର୍ବ ଭଳି ସେଲିବ୍ରେଟ କରାଯାଏ । ମ୍ୟାରେଜରେ ସେତେବେଳେ ମଜା ଆସେ ଯେଉଁ ଯାଏଁ କିଛି ମଜାମସ୍ତି ନ ହୋଇଥାଏ । ଏମିତି କିଛି ମଜାଦାର କାଣ୍ଡ ହୁଏ ଯାହା କ୍ୟାମେରାରେ କ୍ୟାପଚାର ନ ହେଲେ ମଜା ଲାଗେନୀ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ମ୍ୟାରେଜରେ ଘଟିଥିବା ଏମିତି କିଛି ଫନି ମୁମେଣ୍ଟ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓ ରେ ବର ଓ କନ୍ୟା ବରମାଳା ପିନ୍ଧାଇବା ସମୟରେ ଏମିତି କିଛି ମଜାଦାର କାଣ୍ଡ ଘଟିଛି । କନ୍ୟା ବରମାଳା ପିନ୍ଧାଇବା ପରେ ଯେବେ ବର ପାଳି ଆସିଲା ସେହି ସମୟରେ ନଟଖଟ କନ୍ୟା ଟିକେ ପଛକୁ ଘୁଞ୍ଚିଗଲା । ଏହି ଦେଖି ବର ରାଗରେ ପାଖରେ ଥିବା ଆଉ ଜଣେ ମହିଳାଙ୍କୁ ବରମାଳା ପିନ୍ଧାଇ ଦେଲା । ଯାହା ବହୁତ ମଜାଦାର ଥିଲା ।

ଅନ୍ୟ ଏକ ଭିଡିଓ ରେ ବର ଓ କନ୍ୟା କିଛି ରସମ କରୁଥିଲେ । ରସମ ହେବା ସମୟରେ ଦୁଇ ଜଣ ତାଙ୍କ ଉପରେ ଏକ କପଡା ଧରି ଠିଆ ହୋଇଥିଲେ ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଠିକ ସେହି ସମୟରେ ଜଣେ ବ୍ୟକ୍ତି ଏତେ ଜୋରରେ କପଡାକୁ ଟାଣିଲା ଯେ ଯେଉଁ ଦୁଇ ଜଣ ଜଣ କପଡା ଧରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ବର ଓ କନ୍ୟା ଉପରେ ପଡି ଯାଉଛନ୍ତି ଯାହା ବହୁତ ମଜାଦାର ଭିଡିଓ ଥିଲା ।

ଅନ୍ୟ ଏକ ଭିଡିଓ ରେ ବର ଓ କନ୍ୟା ବରମାଳା ପିନ୍ଧାଇବା ସମୟରେ ବହୁତ ନରଭସ ହୋଇ ଯାଇଛନ୍ତି । ଯେତେବେଳେ ବର କନ୍ୟା କୁ ବରମାଳା ପିନ୍ଧାଇଲା ସେତେବେ ଏତେ ନରଭସ ହୋଇଥିଲା କନ୍ୟା ବେକରେ ପକାଇବା ବଦଳରେ ତଳେ ପକାଇ ଦେଲା । କନ୍ୟା ମଧ୍ୟ ବାରମାଳାକୁ ଫୋପାଡିଲା ଭଳି ବର ବେକରେ ପିନ୍ଧାଇଲା । ଯାହା ଦେଖିବାକୁ ବହୁତ ମଜାଦାର ଭିଡିଓ ଥିଲା ।

ଅନ୍ୟ ଏକ ଭିଡିଓ ରେ ବରମାଳା ଚାଲିଥିବା ସମୟରେ ବର ର ସାଙ୍ଗ ମାନେ ବାରକୁ ଉପରକୁ ଟେକି ଦେଲେ । କିନ୍ତୁ କନ୍ୟା ଏତେ ଚାଲାକ ଥିଲା କି ସିଧା ଯାଇ ସୋଫା ଉପରେ ବସିଗଲା । ଏହା ପରେ ବର ନିଜେ ତଳକୁ ଓଲହାଇ ଆସିବା ପରେ କନ୍ୟା ତାକୁ ବରମାଳା ପିନ୍ଧାଇ ଦେଲା । ଏହି ଘଟଣା ଘଟିବା ସମୟରେ ବହୁତ ମଜା ଆସିଲା ।

ଅନ୍ୟ ଏକ ଭିଡିଓ ରେ କନ୍ୟା ନ କାନ୍ଦି ଖୁସି ଖୁସି ନିଜ ଶାଶୁଘର କୁ ଯିବାର ଦ୍ରୁଶ୍ଯ ହେଉଛି । ଯେବେ ଝିଅଟି ବିଦାୟ ନିଏ ତେବେ ବହୁତ କାନ୍ଦିଥାଏ । କିନ୍ତୁ ଏହି ଭିଡିଓ ରେ କିଛି ଅଲଗା ହୋଇଛି । କାରଣ ନିଜର ମେକପ ଖରାପ ହୋଇଯିବ ବୋଲି କନ୍ୟା ନ କାନ୍ଦି ଖୁସି ଖୁସି ନିଜ ସ୍ଵାମୀ ସହ ନିଜ ଘରକୁ ଯାଉଛି । ଏହି ଭିଡିଓ ଟି ବହୁତ ମଜାଦାର ଲାଗୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *