ଯେବେ ଜଣେ ଭକ୍ତ ଲଗାଇଲା ମା’ ଦୂର୍ଗାଙ୍କ ମୂର୍ତ୍ତିରେ ନିଆଁ, ତା ପରେ ଯାହା ହେଲା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

ପ୍ରତି ବର୍ଷ ଆମ ଦେଶର ନବରାତ୍ରି ଧୂମଧାମ ରେ ପାଳନ କରାଯାଏ । ଏହି ନବରାତ୍ରି ରେ ମା ଦୂର୍ଗା ଙ୍କର ଭକ୍ତିର ସହ ପୂଜା ଆରାଧନା କରାଯାଏ । କିନ୍ତୁ ଆଜିର ଆମର ଏହି ଲେଖା ରେ ଜଣେ ମୁସଲମାନ ବ୍ୟକ୍ତି ଯେବେ ମା ଦୂର୍ଗାଙ୍କ ମୂର୍ତ୍ତିରେ ନିଆଁ ଲଗାଇଲ ତାହା ପରେ ଯାହା ଘଟିଲା ସେହି ବିଷୟରେ କହିବାକୁ ଯାଉଛୁ । ଏହି ଘଟଣା ଟି ଗୁଜୁରାଟ ଅହମଦାବାଦ ରେ ଚଳିତ ବର୍ଷ ନବରାତ୍ରି ରେ ଘଟିଛି । ଏହି ମଣ୍ଡପ ରେ ଆମ ଦୂର୍ଗା ଙ୍କୁ ବହୁତ ସୁନ୍ଦର ଭାବେ ସଜାଯିବା ସହ ବିଭିନ୍ନ ପ୍ରକାର ଲାଇଟ ମଧ୍ୟ ଲଗା ଯାଇଥିଲା । ଭକ୍ତ ମାନେ ମା ଙ୍କର ଦର୍ଶନ କରିବା ପାଇଁ ଭିଡ ଜମା କରିଥିଲେ ।

ଏହି ନବରାତ୍ରି ରେ ୫୬ ଭୋଗର ପ୍ରସାଦ ମଧ୍ୟ ତିଆରି କରା ଯାଉଥିଲା । ଦିନ ରାତି ଆମ ଙ୍କ ନିକଟରେ ଆରତୀ ହେବା ସହ ଅଖଣ୍ଡ ଜ୍ଯୋତି ଜାଳା ହେଉଥିଲା । ଯେଉଁ ଠାରେ ମା ଙ୍କର ମଣ୍ଡପ ଥିଲା ସେହି ଅଞ୍ଚଳରେ ଇକବାଲ ନାମକ ଜଣେ ମୁସ୍ଲିମ ଲୋକ ମାନେ ଠାକୁରଙ୍କ ନାଁ ରେ ପ୍ରତାରଣା କରୁଛନ୍ତି ବୋଲି ଭାବୁଥିଲେ । ଇକବାଲ ଭାବୁଥିଲେ କି ଲୋକ ମାନଙ୍କର ସମସ୍ଯା ସୃଷ୍ଟି କରିବା ପାଇଁ ଏକା ମିଛ ଉପାୟ । ମା ଦୂର୍ଗାଙ୍କ ନିକଟରେ ଜଳୁଥିବା ଅଖଣ୍ଡ ଦୀପକୁ ଲୋକ ମାନେ ଲିଭି ଯିବାକୁ ଦେଉ ନ ଥିଲେ ।

ଏହା ଦେଖି ଇକବାଲ ଚିନ୍ତା କରିଲେ କି ରାତିରେ ସମସ୍ତେ ଯିବା ପରେ ସେ ଅଖଣ୍ଡ ଦୀପକୁ ଲିଭାଇ ଦେବେ । ଇକବାଲ ଯାହା ଭାଇଥିଲେ ସେୟା କରିଲା । ମଧ୍ୟ ରାତିରେ ସେ ମଣ୍ଡପକୁ ଆସି ଅଖଣ୍ଡ ଦୀପ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ଦୀପ ଲିଭିଲା ନାହି । ଦୀପ ନ ଲିଭିବାରୁ ଇକବାଲା ରାଗରେ ପାଖରେ ଥିବା ଫ୍ୟାନ କୁ ଦୀପ ଆଗରେ ରଖି ଦେଲା ।

ଏହା ପରେ ଯାହା ଘଟିଲା ସେ ସ୍ଵପ୍ନ ରେ ସୁଦ୍ଧା ଭାବି ନ ଥିଲେ । ଏହା ପରେ ନିଆଁ ଏତେ ଜୋରରେ ଲାଗିଲା ଯେ ପୁରା ମଣ୍ଡପରେ ନିଆଁ ଲାଗିଗଲା । ନିଆଁ ଲାଗିବା ଦେଖି ଇକବାଲା ସେଠାରୁ ଯିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଯାଇପାରି ନ ଥିଲେ । ଏହା ପରେ ସେଠାରେ ଲୋକ ମାନେ ଆସି ପହଞ୍ଚି ଦମକଳ ବାହିନୀକୁ ଡାକି ବହୁତ କଷ୍ଟରେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ ।

ଏହା ସହ ଇକବାଲା ମଧ୍ୟ ନିଆଁ ଭିତରୁ ବାହାରି ଆସିଲେ । ଯେତେବେଳେ ଲୋକ ମାନେ ଇକବାଲାକୁ ପ୍ରଶ୍ନ କରିଥିଲେ ସେହି ସମୟରେ ସେ ସତ କଥା କହିଥିଲେ । ଯାହା ଶୁଣିବା ପରେ ଲୋକ ମାନେ ତାର କିଛି ବି କ୍ଷତି କରି ନ ଥିଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ମଣ୍ଡପରେ ନିଆଁ ଲାଗିବା ପରେ ମଧ୍ୟ ମାଙ୍କର ମୂର୍ତ୍ତି ଓ ଅଖଣ୍ଡ ଦୀପରେ କିଛି ବି କ୍ଷତି ହୋଇ ନ ଥିଲା । ଏହା ପରେ ଲୋକଙ୍କର ମାଙ୍କ ପ୍ରତି ବିଶ୍ଵାସ ଅଧିକ ବଢିବାରେ ଲାଗିଲା । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *