ଭଗବାନ ଶିବ ଆପଣଙ୍କ ପାଇଁ କେଉଁ ସନ୍ଦେଶ ଆଣିଛନ୍ତି ମହାଦେବ ଙ୍କ ନାମ ନେଇ ବାଛନ୍ତୁ ଗୋଟେ ଚିତ୍ର-Tarto Card Reading

ବନ୍ଧୁଗଣ ବର୍ତ୍ତମାନ ଶ୍ରାବଣ ମାସର ପବିତ୍ର ମାସ ଚାଲିଛି । ଏହି ମାସରେ କାଉଡିଆ ମାନେ ମହାଦେବଙ୍କୁ ଜଳ ଲାଗି କରିବାକୁ ବୋଲବମ ଯାତ୍ରା ମଧ୍ୟ କରିଥାନ୍ତି । ତେବେ ଶ୍ରାବଣ ମାସ ଟି ମହାଦେବ ଙ୍କୁ ସମର୍ପିତ ଅଟେ । ଏହି ମାସରେ ମହାଦେବଙ୍କର ବିଶେଷ ଭାବେ ପୂଜା ଅର୍ଚ୍ଚନା କରିବାର ବିଧି ରହିଛି । ତେବେ ଏହି ମାସରେ ଭଗବାନ ଶିବ ଙ୍କର ଆପଣଙ୍କ ପାଇଁ ସନ୍ଦେଶ କଣ ରହିଛି । ତାହା ଜାଣିବା ପାଇଁ ବାଛନ୍ତୁ 2ଟି ଶିବଲିଙ୍ଗ ମଧ୍ୟରୁ କୌଣସି ଗୋଟିଏ କୁ ।

1- ଯଦି ଆପଣ ପ୍ରଥମ ଶିବଲିଙ୍ଗ କୁ ବାଛିଛନ୍ତି ତେବେ ଲଭ ଲାଇଫରେ ବହୁତ ସମସ୍ଯା ଚାଲିଛି । ଆପଣ ବୁଝିପାରୁ ନାହାନ୍ତି କଣ କରିବେ କଣ ନାହିଁ । ଆପଣ କାହାକୁ ଦୁଃଖ କଥା କହିପାରୁ ନାହାନ୍ତି । ଆପଣ ଯାହା ପ୍ଳାନ କରିଥିଲେ କ୍ୟାରିୟର ପାଇଁ ସବୁ କିଛି ଠିକ ଚାଲିଛି । ହୋଇପାରେ ପରିବାର ଲୋକଙ୍କର ସ୍ଵାସ୍ଥ୍ୟ ଖରାପ ଅଛି । ସେଥିପାଇଁ ଚିନ୍ତାରେ ଅଛନ୍ତି ।

ଆପଣଙ୍କର ଯାହା ବି ସମସ୍ଯା ଅଛି ତାହା ବହୁତ ଜଲ୍ଦି ଠିକ ହୋଇଯିବ । ଆପଣ ଜୀବନରେ ଏମିତି ଲୋକର ସହଯୋଗ କରିଥାନ୍ତି ଯାହା ଠିକେ ନ ଥିଲା । ଆପଣଙ୍କ ନିଜ ଲୋକ ଏଥିପାଇଁ ବାରଣ କରିଛନ୍ତି କିନ୍ତୁ ଆପଣ ଶୁଣି ନାହାନ୍ତି । କିନ୍ତୁ ଯାହା ହେଇଯାଇଛି ସେ କଥା ନ ଭାବି ନିଜର ଭୁଲକୁ ସ୍ଵୀକାର କରନ୍ତୁ ।

ଆଗାମୀ ସମୟରେ ଆପଣଙ୍କୁ ସେସବୁ ଟଙ୍କା ଯାହା ଆପଣଙ୍କର ନ ଥିଲା କିନ୍ତୁ ପାଇବାର ଥିଲା ତାହା ନିଶ୍ଚୟ ଫେରି ପାଇବେ । ମହାଦେବଙ୍କ ତରଫରୁ ସନ୍ଦେଶ ଅଛି କି ଆପଣ ନିଜର ଭୁଲ ବୁଝିସାରିଛନ୍ତି । ମହାଦେବ ଆପଣଙ୍କୁ ନିଶ୍ଚୟ କ୍ଷମା କରି ଦେବେ । ଟଙ୍କା ର ଫାଇଦା ହେବ । ଘର ଲୋକେ ଆପଣଙ୍କ ଉପରେ ଖୁସି ହେବେ । ଲୋକେ ଆପଣଙ୍କ ଉପରେ ବିଶ୍ଵାସ କରିବେ ।

2- ଆପଣ ଯଦି ଦ୍ଵିତୀୟ ଶିବଲିଙ୍ଗ କୁ ବାଛିଛନ୍ତି ତେବେ ଆପଣ କ୍ଯାରିୟରକୁ ନେଇ ଚିନ୍ତାରେ ଅଛନ୍ତି । ଆପଣଙ୍କ ପରିବାର ସହ ଖୁସିରେ ଅଛନ୍ତି । ଆପଣ ଏମିତି ପରିବାର ପାଇ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ । ଆପଣଙ୍କର ମ୍ୟାରେଜ ହୋଇସାରିଛି ଆଉ ଆପଣଙ୍କ ଜୀବନ ସାଥି ବହୁତ ଭଲ । ଆପଣ ଅପେକ୍ଷା କରିଛନ୍ତି କେବେ କଣ ହେବ ।

ବ୍ୟକ୍ତିଗତ ଜୀବନରେ ଆପଣ ଏମିତି କିଛି ଦେଖୁଛନ୍ତି । ଆପଣ ଦରକାର ଠାରୁ ଅଧିକ ବିଶ୍ଵାସ କରନ୍ତି । ଆପଣ ଗୋଟେ ଭୁଲକୁ ବାରବାର କରୁଛନ୍ତି । ଆପଣଙ୍କ ନିଜ ଲୋକ ଆପଣଙ୍କୁ ଧୋକା ଦେଉଛନ୍ତି । ଯେବେ ଯାଏଁ ଆପଣ ନିଜର କ୍ଯାରିୟରକୁ ଧ୍ୟାନ ନ ଦେବେ ତେବେ ସବୁ କିଛି ସରିଯିବ । ଆପଣ ନୂଆ ଆରମ୍ଭ କରିପାରନ୍ତି ।

ମହାଦେବଙ୍କ ତରଫରୁ ସନ୍ଦେଶ ଦିଆଯାଇଛି କି କେଉଁ ରାସ୍ତା ଠିକ କି ଭୁଲ, କିଏ ଭଲ କିଏ ଭରାପ, କାହା ଉପରେ ଭରସା କରିବା ଉଚିତ ବା ଅନୁଚିତ ତାହା ଆପଣ ବୁଝି ନେବା ଉଚିତ । ଆପଣଙ୍କୁ ବାରମ୍ବାର ଡିପ୍ରେସନ ଭଳି ଫେସ ଦେଖିବାକୁ ମିଳିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *