ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁଯାୟୀ ମଣିଷ ଜୀବନରେ ସୁଖ ଦୁଃଖ ଆସିବା ପୂର୍ବରୁ ପ୍ରକୃତି ବା ପଶୁପକ୍ଷୀ ଙ୍କ ଦ୍ଵାରା କିଛି ନା କିଛି ସଂକେତ ମିଳିଥାଏ । ଏହି ସବୁ ସଂକେତ ଗୁଡିକ ବୁଝିବା ଆବଶ୍ୟକ ଅଟେ । ଏହି ସବୁ ସଂକେତ ମନୁଷ୍ୟ କୁ ତାର ଖରାପ ସମୟ ଆସିବାର ସଂକେତ ଦେଇଥାଏ । କିଛି ସଂକେତ ଆମ ଦ୍ଵାରା ହୋଇଥିବା ପୂଣ୍ୟ କର୍ମ ପାଇଁ ହୋଇଥାଏ ଯାହା ଶୁଭ ଫଳ ପ୍ରଦାନ କରିଥାଏ ।
ଯେଉଁ ଭଳି କିଛି ସଂକେତ ଘର ଆକୁ ଆସୁଥିବା ପଶୁପକ୍ଷୀଙ୍କ ଠାରୁ ମିଳିଥାଏ । ସେଭଳି ଯଦି ଘରେ ଗଛଲତା ଆପେ ଆପେ ଉଠିଯାଏ ତେବେ କିକି ସଂକେତ ଦେଇଥାନ୍ତି । ଆଜି ଆମେ ଜାଣିବା କେଉଁ ଗଛ ଘରେ ଲଗାଇଲେ ଧନର ଅଭାବ ଦେଖା ଯାଇଥାଏ ।
1- ତୁଳସୀ ଗଛ : ତୁଳସୀ ଗଛରେ ମା ଲକ୍ଷ୍ମୀଙ୍କ ନିବାସ ରହିଥାଏ । ଯଦି ଘରର ଆଖପାଖରେ ଅଚାନକ ବହୁତ ସାରା ତୁଳସୀ ଗଛ ଉଠିଯାଏ ତେବେ ଏହା ଘରକୁ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ଏହି ଗଛ ଘରର ଆଖପାଖରେ ଉଠିବା ଶୁଭ ସଂକେତ ହୋଇଥାଏ ଓ ସେହି ଘରେ ଧନର ବୃଦ୍ଧି ହୋଇଥାଏ । କେବେ ବି ତୁଳସୀ ଗଛ ବିକ୍ରି କରିବା ଉଚିତ ନୁହେଁ ।
2- ଅମୃତଭଣ୍ଡା ଗଛ : ଘରେ ଆପେ ଆପେ ଅମୃତଭଣ୍ଡା ଗଛ ଉଠିବା ଶୁଭ ସଂକେତ ହୋଇନ ଥାଏ । ଯଦି ଘରେ ବା ଆଖପାଖରେ ଏହି ଗଛ ଉଠିଥାଏ ତେବେ ଏହା ଜୀବନରେ ଆସିବାକୁ ଥିବା ଦୁଃଖ କଷ୍ଟକୁ ସୁଚାଇଥାଏ । ଏହି ଗଛକୁ ଜଲ୍ଦି ସେହି ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଲଗାଇ ଦେବା ଉଚିତ ।
3- ନିମ୍ବ ଗଛ : ଘର ପାଖରେ ନିମ୍ବ ଗଛ ଉଠିବା ଶୁଭ ସଂକେତ ହୋଇଥାଏ ଏହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଥାଏ । ଏହା ଅଶୁଭ ଶକ୍ତିକୁ ନାସ କରିଥାଏ । ଏହି ଗଛ ଅଚାନକ ଘର ପାଖରେ ଉଠିଲେ ଜୀବନରେ ଶୁଭ ହେବାର ସଂକେତ ମିଳିଥାଏ । ଏହି ଗଛ ଯେଉଁ ଘରେ ଥାଏ ସେହି ଘରର ଲୋକମାନେ ରୋଗ ଠାରୁ ଦୂରେଇ ରହିଥାନ୍ତି ।
4- ଅରଖ ଗଛ : ଅରଖ ଗଛକୁ କେତେକ ଲୋକ ଶୁଭ ମାନନ୍ତି ନାହିଁ । ଯଦି ଏହି ଗଛ ଘରର ଆଖପାଖରେ ଆପେ ଆପେ ଉଠିଯାଏ ତେବେ ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଧନ ପ୍ରାପ୍ତିର ସଂକେତ ମିଳିଥାଏ ।
5- ପଦ୍ମ ଫୁଲ : ପଦ୍ମ ଫୁଲରେ ମା ଲକ୍ଷ୍ମୀଙ୍କ ନିବାସ ଥାଏ ତେଣୁ ଏହା ପବିତ୍ର ଅଟେ । ଏହି ଗଛ ଆପେ ଆପେ ଉଠିଯାଏ ତେବେ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ । ଏହି ଗଛ ଘରେ ଥିଲେ ଧନ ଜନିତ ସମସ୍ଯା ଦେଖାଯାଏ ନାହିଁ ।
6- ଓସ୍ତ ଗଛ : ଏହି ଗଛରେ ସବୁ ଦେବାଦେବୀ ବାସ କରିଥାନ୍ତି । ଅଚାନକ ଏହି ଗଛ ଉଠିଲେ ଶୁଭ ସଂକେତ ମିଳିଥାଏ । ଏହି ଗଛର ପୂଜା କରିବା ଆବଶ୍ୟକ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।